ସୋସିଆଲ ମିଡିୟାରେ ଭାଇରାଲ ହେବାକୁ ଲାଗିଛି ଏହି ମଡେଲଙ୍କ ଫୋଟୋ- ସ୍ତନ୍ୟପାନ କରାଇ ଫଟୋଶୁଟ୍‌ କରିଲେ ଏହି ମଡେଲ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏମିତି ଏକ ମଡେଲଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ସୋସିଆଲ ମିଡିଆରେ ଖୁବ ନାଁ କରୁଛନ୍ତି । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ ଖୁବ ଚର୍ଚ୍ଚାରେ । ତେବେ ଯେମିତିକି ଆପଣମାନେ ଜାଣିଛନ୍ତି ଆମ ଦେଶରେ ମହିଳା ମାନଙ୍କ ଉପରେ ବହୁତ କଟକଣା ଲାଗିଥାଏ । ଏମିତି ବସିବୁନି, ଏମିତି କଥା ହାବୁନି, ଏମିତି ହସିବନୀ ଆଦି ଅନେକ କଥାରେ ନାରୀ ମାନଙ୍କୁ ବହୁତ କଥା କୁହାଯାଏ । ଏହା ବ୍ଯତୀତ ମହିଳା ମାନେ ନିଜେ ବି ଅନେକ କଥାକୁ ନେଇ ବହୁତ ଲାଜ ମଧ୍ୟ କରିଥାନ୍ତି । ସେଥିମଧ୍ୟରୁ ଗୋଟେ ହେଉଛି ସନ୍ତାନକୁ ସ୍ତନପାନ କରାଇବା ।

କିନ୍ତୁ ଏହି ଚିନ୍ତାଧାରକୁ ବିରୋଧ କରି ଜଣେ ସାଉଥ ଏସିଆନ ମଡେଲ ଓ ଫ୍ୟାସନ ବ୍ଲଗର ଶାୟୋନ ମେଣ୍ଡେଲୁକ୍‌(Shayoon Mendeluk) ନିଜ ସ୍ତନାନଙ୍କୁ ସ୍ଥନ୍ୟପାନ କରାଇବା ସମୟରେ ଫଟୋଶୁଟ କରାଇଛନ୍ତି । ସେ ଏହା ଦ୍ଵାରା ସମସ୍ତଙ୍କୁ କହିବାକୁ ଚାହାନ୍ତି କି ଯେ କୌଣୟ ଖୋଲା ସ୍ଥାନରେ ନିଜ ସନ୍ତାନକୁ ସ୍ତନ୍ୟପାନ କରାଇବା କିଛି ଲଜ୍ଜ୍ୟାର କଥା ନୁହେଁ ।

ଯେଉଁ ମହିଳାମାନେ ଏହାକୁ ଲାଜ କରୁଛନ୍ତି ବା ଏହି କଥାକୁ ନେଇ ୧୦୦ ଥର ଭାବୁଛନ୍ତି ଯେ ଏମିତି କରିବେକୀ ନାହିଁ ସେମାନଙ୍କୁ ତାଙ୍କର ଏହି ମେସେଜ । ତାଙ୍କର ଏହି ଫଟୋଶୁଟ୍‌ ଦ୍ବାରା ସେ କାହାକୁ ଆଘାତ ଦେବାକୁ ଚାହିଁନାହାନ୍ତି । ତେବେ  “ବିଶ୍ବ ସ୍ତନ୍ୟପାନ ସପ୍ତାହ” ଅବସରରେ ଶାୟୋନ ଏହି ଖାସ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସମଗ୍ର ବିଶ୍ବ ଲଜ୍ଜା ଓ ଅପରାଧମୁକ୍ତ ହେବା ଜରୁରୀ ବୋଲି ସେ ଲୋଖିଛନ୍ତି । ଶାୟୋନଙ୍କର ଏହି ବୋଲ୍ଡ ବ୍ରାଇଡାଲ ଲୁକ୍‌ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *