ଶୋଇବା ପୂର୍ବରୁ କେବଳ ୨ ମିନିଟ କରନ୍ତୁ ଏଭଳି ମାଲିସ୍ ! ପେଟର ଚର୍ବି ହୋଇଯିବ ଗାୟବ

ନମସ୍କାର ବନ୍ଧୁଗଣ , ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜିକାଲି ଜୀବନରେ ଲୋକେ ଏତେ ବ୍ୟସ୍ତ ରହୁଛନ୍ତି କି ନିଜ ଶରୀର ପ୍ରତି ଜମା ବି ଧ୍ୟାନ ଦେଉ ନାହାନ୍ତି । ସମସ୍ତେ ଖାଇ ସାରି ନିଜ ନିଜର କାମରେ ବସି ରହୁଛନ୍ତି। ଯାହା ଫଳରେ ସେମାନଙ୍କ ପେଟରେ ଚର୍ବି ବଢି ବାକୁ ଲାଗୁଛି । ଏହା ଫଳରେ ଓଜନ ବଢୁଛି ଏବଂ ଓଜନ ବଢିବାରୁ ଅନ୍ୟାନ୍ୟ ରୋହ=ଗ ମଧ୍ୟ ସୃଷ୍ଟି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏକ ସହଜ ସରଲ ସ୍ୱାସ୍ଥ୍ୟ ଟିପ୍ସ ଦେବୁ ଯାହା କରିବା ଦ୍ଵାରା ଆପଣ ନିଜ ପେଟରେ ଲାଗିଥିବା ଚର୍ବିକୁ କମ କରି ଏକ ସୁସ୍ଥ ଜୀବନ ଜାପାନ କରିପାରିବେ ।

ବହୁତ ମହିଳା ମାନେ ଅଛନ୍ତି ଯେଉଁମାନେ ଅତି ବ୍ୟସ୍ତ ହୋଇପଡନ୍ତି ତାଙ୍କ ପେଟ ବଢିବ କାରଣରୁ । କାହିଁକି ନା ଏହା ଦ୍ଵାରା ଶରୀର ର ଆକର୍ଷଣ କମିଯାବେ । ସେଥିପାଇଁ ବହୁତ ପ୍ରକାର ଉପାୟ ମଧ୍ୟ କରି ପକାନ୍ତି କିନ୍ତୁ ଏହା ଫଳପ୍ରଦ ନ ହେବାରୁ ସେମାନେ ନିରାଶ ମଧ୍ୟ ହୋଇଯାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାକୁ କରିବା ଦ୍ଵାରା  ଆପଣଙ୍କ ପେଟର ଚର୍ବି ସଂପୂର୍ଣ୍ଣ ଗାୟବ ହୋଇଯିବ ଓ ଆପଣ ପାଇବେ ଏକ ଆକର୍ଷକ ଶରୀର । ତେବେ ଏହା ହେଉଛି ଏକ ମାଲିସ, ଆପଣଙ୍କୁ ରାତିରେ ଶୋଇବା ଆଗରୁ ନିଜ ପେଟର ମାଲିସ କରିବାକୁ ହେବ ତେବେ ଚଲାନ୍ତୁ ଜଣାଇବେ ଏହା କେମିତି କରିବେ ।

 

1. ଉପରକୁ ମୁହଁ କରି ନିଜ ଶେଯରେ ସୋଇଯାଆନ୍ତୁ ।

2.  ଏହା ପରେ ନିଅଜର ଦୁଇ ହାତ ପାପୁଲିକୁ ପରସ୍ପର ସହ ଘଷି ଗରମ କରି ନିଅନ୍ତୁ ।

3.  ଏହା ପରେ ସେହି ଗରମ ପାପୁଲିକୁ ନିଜ ପେଟ ଉପରେ ରଖନ୍ତୁ ।

4. ଧୀରେ ଧୀରେ ପେଟରେ ଚାରିପଟେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ ।

5. ଏହି ବୁଲେଇବା ସମୟରେ ଧୀରେ ଧୀରେ ଚାପ ପକାନ୍ତୁ ।

6. ଏହିପରି ପ୍ରାୟ  ୨ ମିନିଟ୍ ଧରି କରନ୍ତୁ । ପ୍ରତ୍ୟକ ଦିନ ରାତିରେ ଏମିତି କରିବା ପରେ କିଛି ଦିନ ପରେ ଆପଣ ଫରକ ଜାଣିପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *