ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ମାର୍ଚ ରେ ଯେମିତି କଡା କଡି ଲକ ଡାଉନ କରିଥିଲେ,ଏବେ ସେ ଅର୍ଥ ବ୍ୟବସ୍ତାକୁ ନେଇ ବହୁତ ଚିନ୍ତିତ ହୋଇ ଖୋଲିବାର ଜଲ୍ଦି ରେ ଅଛନ୍ତି । ଚତୁର୍ଥ ଥର ୧୭ ଦିନ ବାଲା ଲକଡାଉନ ପରେ ପ୍ରଧାନ ମନ୍ତ୍ରୀ ଏବେ କିଛି ସମୟ ନଷ୍ଟ ନକରି ଅର୍ଥ ବ୍ୟବସ୍ତା କୁ ପୁଣି ଥରେ ଆଣିବାକୁ ଚାହୁଛନ୍ତି । ଏହାର ଝଲକ ମୋଦୀଙ୍କ ଏହି କଥାରୁ ଜଣା ପଡୁଛି କି ‘ଅନଲାକ -୧’ ରେ ଅର୍ଥ ବ୍ୟବସ୍ତା ର ବଡ ଭାଗ ଖୋଲା ଯାଇଛି । ତେବେ କେନ୍ଦ୍ର ସରକାର ଜୁନ ୧ରୁ ଅନଲାକ ୧ର ଘୋଷଣା କଲା ପରେ କହିଥିଲେ ୮ ତାରିଖ ପରଠୁ ଧୀରେ ଧୀରେ ୩ ଟି ପର୍ଜୟାରେ ସବୁ ଖୋଲା ହେବ । କିନ୍ତୁ ପ୍ରତ୍ୟକ ରାଜ୍ୟରେ କେମିତି କଣ ଖୋଲା ହେବ ଏହା ସେ ମୁଖ୍ୟ ମନ୍ତ୍ରୀ ମାନଙ୍କ ହାତରେ ଦେଇଛନ୍ତି ।
ପରିସ୍ଥିତିକୁ ସମୀକ୍ଷା କରି ପ୍ରତ୍ୟକ ରାଜ୍ୟର ମୁଖ୍ୟ ମନ୍ତ୍ରୀ ମାନେ କିଛି ନା କିଛି ନିଷ୍ପତ୍ତି ନେଇଛନ୍ତି । ସେମିତି ଓଡିଶାରେ ନିଆ ଯାଇଥିବା ନିଷ୍ପତ୍ତି ଆପଣ ମାନେ ଜାଣିଥିବେ । ତେବେ ଦ୍ଵିତୀୟ ବଡ ଅନଲାକ ୮ ଜୁନ ପରେ ହେବ । ପ୍ରଧାନ ମନ୍ତ୍ରୀ ଏହା ବିଷୟରେ ବିଲକୁଲ ସ୍ପଷ୍ଟ ଅଛନ୍ତି କି ଦେଶକୁ ପୁରା ଲକଡାଉନ ରେ ରଖା ଯାଇପାରିବନି, ଏବେ ତାକୁ ସ୍ପିଡରେ ଆଗକୁ ଯିବାର ଅଛି । ପ୍ରଧାନ ମନ୍ତ୍ରୀ ଦେଶରେ ଲକ ଡାଉନ ଲାଗୁ କରିବା ପକ୍ଷରେ ଥିଲେ ତଥା ଲଗାତର ସେ କହିଛନ୍ତି କି ଏହା ଫଳରେ ଆମେ ଯାହା ଦେଖିବାକୁ ଆଶା ପୋଷଣ କରିଥିଲେ ,ସେ ଦେଶରେ ସେଇଟା ଦେଖୁଛନ୍ତି ।
ସି.ଆଇ.ଆଇ ର ବଚୁରଅଲ କର୍ଜ୍ୟକ୍ରମ କୁ ସମ୍ବଧିତ କରି ସେ କହିଛନ୍ତି କି କୋରନା ଲାଗି ଆମ ଅର୍ଥ ବ୍ୟବସ୍ତା କମ ହୋଇଯାଇଛି, କିନ୍ତୁ ଲକ ଡାଉନ ବହୁତ ପଛରେ ଛାଡି ଅନଲାକ ଦ୍ଵାରରେ ପହଞ୍ଚିଛୁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବିଶେଷଜ୍ଞ ଙ୍କ ପରାମର୍ଶ କରି ପ୍ରଧାନ ମନ୍ତ୍ରୀ ପୁରା ନୂଆ ଯାତ୍ରାରେ ବାହାରି ପଡିଛନ୍ତି । କିଛି ନୂଆ ଗାଇଡଲିନେ ରେ ୮ ଜୁନ୍ ପରେ ସମସ୍ତ ମଣ୍ଡିତ ବା ଧର୍ମ ସ୍ଥଳ ଖୋଲାଯିବା କଥା ପ୍ରଧାନ ମନ୍ତ୍ରୀ କହିଥିଲେ ।
ତେବେ ଏହା ପରେ ମଲ ଆଦି ଅମଧ୍ୟ ଧୀରେ ଧୀରେ ଖୋଲିବ । ତେବେ ୮ ତାରିଖ ପରେ କେମିତ କଣ ଖୋଲିବା ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ଆମ ରାଜ୍ୟରେ ଏହାର କୌଣସି ଆସାର ହେବ ନାହିଁ, କାହିଁକି ନା ଆମ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକଡାଉନ ଜାରି ରଖିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।