୮ ଜୁନ୍ ରେ ହେବ ବଡ ଅନଲକ୍, ପ୍ରଧାନ ମନ୍ତ୍ରୀ ମୋଦୀ କଲେ ପୁରା ପ୍ଳାନ ପ୍ରସ୍ତୁତ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ମାର୍ଚ ରେ ଯେମିତି କଡା କଡି ଲକ ଡାଉନ କରିଥିଲେ,ଏବେ ସେ ଅର୍ଥ ବ୍ୟବସ୍ତାକୁ ନେଇ ବହୁତ ଚିନ୍ତିତ ହୋଇ ଖୋଲିବାର ଜଲ୍ଦି ରେ ଅଛନ୍ତି । ଚତୁର୍ଥ ଥର ୧୭ ଦିନ ବାଲା ଲକଡାଉନ ପରେ ପ୍ରଧାନ ମନ୍ତ୍ରୀ ଏବେ କିଛି ସମୟ ନଷ୍ଟ ନକରି ଅର୍ଥ ବ୍ୟବସ୍ତା କୁ ପୁଣି ଥରେ ଆଣିବାକୁ ଚାହୁଛନ୍ତି । ଏହାର ଝଲକ ମୋଦୀଙ୍କ ଏହି କଥାରୁ ଜଣା ପଡୁଛି କି ‘ଅନଲାକ -୧’ ରେ ଅର୍ଥ ବ୍ୟବସ୍ତା ର ବଡ ଭାଗ ଖୋଲା ଯାଇଛି । ତେବେ କେନ୍ଦ୍ର ସରକାର ଜୁନ ୧ରୁ ଅନଲାକ ୧ର ଘୋଷଣା କଲା ପରେ କହିଥିଲେ ୮ ତାରିଖ ପରଠୁ ଧୀରେ ଧୀରେ ୩ ଟି ପର୍ଜୟାରେ ସବୁ ଖୋଲା ହେବ । କିନ୍ତୁ ପ୍ରତ୍ୟକ ରାଜ୍ୟରେ କେମିତି କଣ ଖୋଲା ହେବ ଏହା ସେ ମୁଖ୍ୟ ମନ୍ତ୍ରୀ ମାନଙ୍କ ହାତରେ ଦେଇଛନ୍ତି ।

Image Courtesy: Google

ପରିସ୍ଥିତିକୁ ସମୀକ୍ଷା କରି ପ୍ରତ୍ୟକ ରାଜ୍ୟର ମୁଖ୍ୟ ମନ୍ତ୍ରୀ ମାନେ କିଛି ନା କିଛି ନିଷ୍ପତ୍ତି ନେଇଛନ୍ତି । ସେମିତି ଓଡିଶାରେ ନିଆ ଯାଇଥିବା ନିଷ୍ପତ୍ତି ଆପଣ ମାନେ ଜାଣିଥିବେ । ତେବେ ଦ୍ଵିତୀୟ ବଡ ଅନଲାକ ୮ ଜୁନ ପରେ ହେବ । ପ୍ରଧାନ ମନ୍ତ୍ରୀ ଏହା ବିଷୟରେ ବିଲକୁଲ ସ୍ପଷ୍ଟ ଅଛନ୍ତି କି ଦେଶକୁ ପୁରା ଲକଡାଉନ ରେ ରଖା ଯାଇପାରିବନି, ଏବେ ତାକୁ ସ୍ପିଡରେ ଆଗକୁ ଯିବାର ଅଛି । ପ୍ରଧାନ ମନ୍ତ୍ରୀ ଦେଶରେ ଲକ ଡାଉନ ଲାଗୁ କରିବା ପକ୍ଷରେ ଥିଲେ ତଥା ଲଗାତର ସେ କହିଛନ୍ତି କି ଏହା ଫଳରେ ଆମେ ଯାହା ଦେଖିବାକୁ ଆଶା ପୋଷଣ କରିଥିଲେ ,ସେ ଦେଶରେ ସେଇଟା ଦେଖୁଛନ୍ତି ।

Image Courtesy: Google

ସି.ଆଇ.ଆଇ ର ବଚୁରଅଲ କର୍ଜ୍ୟକ୍ରମ କୁ ସମ୍ବଧିତ କରି ସେ କହିଛନ୍ତି କି କୋରନା ଲାଗି ଆମ ଅର୍ଥ ବ୍ୟବସ୍ତା କମ ହୋଇଯାଇଛି, କିନ୍ତୁ ଲକ ଡାଉନ ବହୁତ ପଛରେ ଛାଡି ଅନଲାକ ଦ୍ଵାରରେ ପହଞ୍ଚିଛୁ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବିଶେଷଜ୍ଞ ଙ୍କ ପରାମର୍ଶ କରି ପ୍ରଧାନ ମନ୍ତ୍ରୀ ପୁରା ନୂଆ ଯାତ୍ରାରେ ବାହାରି ପଡିଛନ୍ତି । କିଛି ନୂଆ ଗାଇଡଲିନେ ରେ ୮ ଜୁନ୍ ପରେ ସମସ୍ତ ମଣ୍ଡିତ ବା ଧର୍ମ ସ୍ଥଳ ଖୋଲାଯିବା କଥା ପ୍ରଧାନ ମନ୍ତ୍ରୀ କହିଥିଲେ ।

Image Courtesy: Google

ତେବେ ଏହା ପରେ ମଲ ଆଦି ଅମଧ୍ୟ ଧୀରେ ଧୀରେ ଖୋଲିବ । ତେବେ ୮ ତାରିଖ ପରେ କେମିତ କଣ ଖୋଲିବା ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତ କରି ସାରିଛନ୍ତି । କିନ୍ତୁ ଆମ ରାଜ୍ୟରେ ଏହାର କୌଣସି ଆସାର ହେବ ନାହିଁ, କାହିଁକି ନା ଆମ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲକଡାଉନ ଜାରି ରଖିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *