ଶୀଘ୍ର ପତଳା ହେବାକୁ ଚାହୁଁଥିଲେ କରନ୍ତୁ ଏହାର ସେବନ- Weight lose Home remedy

ମୋଟା ପଣକୁ ଦୂର କରିବା ପାଇଁ ଯେଉଁ ଉପାୟ ଆମେ ବତାଇବୁ ତାହା ହେଉଛି ତ୍ରିଫଳା । ତ୍ରିଫଳାକୁ ନେବାର ବହୁତ ଉପାୟ ରହିଥାଏ । ଯଦି ଓଜନ କମ କରିବାର ଅଛି ତେବେ ତ୍ରିଫଳା ଖାଇବାର ଉପାୟ ଅଲଗା ଅଟେ ଯଦି ଓଜନ ଭଢାଇବାର ଅଛି ତେବେ ତ୍ରିଫଳା ଆପଣ ଖାଇ ପାରିବେ । ଆପଣ ଭାବୁଥିବେ ଏମିତି କେମିତି ହେବ ଗୋଟିଏ ଜିନିଷ ଓଜନ ବଢାଇପାରେ ଆଉ କମ ମଧ୍ୟ କରିପାରେ ।

ଆସନ୍ତୁ ଜାଣିବା ତ୍ରିଫଳାକୁ କେମିତି ବନାଇବା ଆଉ କେମିତି ତାର ସେବନ କରିବା । ଆଉ କେମିତି ଓଜନକୁ କମ କରିବା । ତ୍ରିଫଳାକୁ ବନାଇବାର ପ୍ରକ୍ରିୟା । ଆପଣ ବଜାରକୁ ଯାଇ କୌଣସି ତ୍ରିଫଳା ଆଣି ସେବନ କଲେ ସେଥିରେ କିଛି ଫାଇଦା ହେବନି । ଆମକୁ ଭାଗ ମାପର ସହିତ ବନାଇବାକୁ ପଡିବ ।

ତ୍ରିଫଳାରେ ତିନୋଟି ଜିନିଷର ପ୍ରୟୋଗ ହୋଇଥାଏ । ଅଁଳା, ହରିଡା ଓ ବହାଡା । ଏଥିରେ ହରିଡା ଆପଣ ସହେ ଗ୍ରାମ ନେବେ, ବହାଡା ଆପଣ ଦୁଇଶହ ଗ୍ରାମ ନେବେ, ଅଁଳା ତିନିଶ ଗ୍ରାମ ନେବେ ଓ ତିନିଟିକୁ ମିଶାଇ ଭଲସେ ତାକୁ ଗ୍ରାଇଣ୍ଡ କରିବେ ।


ଏହି ପାଉଡରକୁ କେମିତି ସେବନ କରିବେ ଏହା ବହୁତ ଜରୁରୀ ହୋଇଥାଏ । ଏହା ଜରୁରୀ ଅଟେକି କେମିତି ଓଜନକୁ କମ କରିବେ । ତ୍ରିଫଳା ରାତିରେ ଶୋଇବା ପୂର୍ବରୁ ରାତିରେ ଗରମ ପାଣିରେ ନହେଲେ ଗରମ କ୍ଷୀରରେ ସେବନ କରିବେ ।

ଆରଏଟିଆଇକୁ ତ୍ରିଫଳା ନେବା ଜରୁରୀ ଅଟେ ଯଦି ଆପଣ ଓଜନକୁ କମ କରିବାକୁ ଚହୁଁଛନ୍ତି । ଆପଣ ଯଦି ତ୍ରିଫଳର ସେବନ ଥଣ୍ଡା ପାଣି ଥଣ୍ଡା କ୍ଷୀରରେ ନେବେ ତେବେ ତାର ପ୍ରଭାବ ଅଲଗା ପଡିଥାଏ । ଏଥିରେ ଆପଣଙ୍କର ଓଜନ କମ ହେବନି ।

ଯଦି ଆପଣ କୌଣସିବି ଉପାୟ କରୁଛନ୍ତି ତେବେ ତାକୁ ଠିକ ଢଙ୍ଗରେ କରନ୍ତୁ । ଆପଣ ତୃଫଳକୁ ଗରମ ପାଣି ନହେଲେ ଗରମ କ୍ଷୀରରେ ନେନେ ସେ ପୁଣି ରାତିରେ ଶୋଇବା ପୂର୍ବରୁ । ଆୟୁର୍ବେଦରେ ତିନୋଟି ଦୋଷ ହୋଇଥାଏ ।

ବାତ, ପିତ, ଓ କଫ, ପ୍ରକୃତିରେ ଏମିତି ବହୁତ ଜିନିଷ ରହିଛି ଯାହା ଆପଣଙ୍କ ବାଟ ପିତ ଓ କଫକୁ ଠିକ ମାତ୍ରାରେ ରଖିଥାଏ । ଆଉ ଏଥିରେ ଅଁଳା, ହରିଡା ଓ ବହାଡା ଏହି ତିନୋଟି ଜିନିଷ ସାମିଲ ରହିଛି । ଯଦି ଆପଣ ଏହି ତିନୋଟି ଜିନିଷର ପ୍ରତେକ ଦିନ ବ୍ଯବହର କରୁଛ ତେବେ ଆପଣଙ୍କ ଶରୀରରେ କୌଣସି ବିମାରୀ ହେବନି ।

Leave a Reply

Your email address will not be published. Required fields are marked *