ମୁଗ ଡାଲି ଦ୍ଵାରା 10 ଦିନରେ ହେବ 5Kg ଓଜନ ହ୍ରାସ, 100% Guaranty… କେମିତି ଜାଣନ୍ତୁ- Helath Tips

ବନ୍ଧୁଗଣ ଉତ୍ତମ ସ୍ୱାସ୍ଥ୍ୟର ସମସ୍ତେ ଆଶା ରଖିଥାନ୍ତି । ନିଜର ବୟସ ଅନୁସାରେ ଶରୀରର ଓଜନ ମଧ୍ୟ ଅନୁମାପରେ ରହିବା ଆବଶ୍ୟକ । ଏହା ଫଳରେ ଆପଣଙ୍କୁ ବହୁତ ଉନ୍ନତ ମାନର ଜୀବନ ଜାପନା କରିବାର ସୁଯୋଗ ମିଳିବାର ସମ୍ଭାବନା ରହିଅଛି । ଯଦି ଆପଣଙ୍କ ଶରୀର ସଠିକ ଭାବେ ସନ୍ତୁଳିତ ଏବନ ନିୟନ୍ତ୍ରିତ ହେଇ ରହେ ତେବେ ଆପଣ ସମସ୍ତ ପ୍ରକାର କାମକୁ ସଠିକ ଭାବରେ କରିବାରେ ସକ୍ଷମ ହୋଇଥାନ୍ତି । ବନ୍ଧୁଗଣ ଆମ ଶରୀରରେ ମୁଗଡାଲିର ଭୂମିକା ବହୁତ ରହିଅଛି । ମୁଗଡାଲି ନୀତିଦିନ ସେବନ ଦ୍ଵାରା ଆମର ବହୁତ ଉପକାର ହୋଇଥାଏ । ଆସନ୍ତୁ ଜାଣିବା ମୁଗ ଡାଲିର ସେବନ କରିବା ଦ୍ଵାରା ଆମ ଶରୀରକୁ କି ଲାଭ ମିଳିଥାଏ ।

ବନ୍ଧୁଗଣ ମୁଗ ଡାଲିରେ ପ୍ରଚୁର ପ୍ରୋଟିନ ରହିଥାଏ । ମୁଗଡାଲିର ଖେଚୁଡି ହେଉ କିମ୍ବା ଏହାର ତରଳ ଡାଲି କରି ସେବନ ଦ୍ଵାରା ଆମ ଶରୀରକୁ ବହୁତ ପ୍ରୋଟିନ ମିଳିଥାଏ । ବନ୍ଧୁଗଣ ଯଦି ଚୋପାଛଡା ମୁଗ ଡାଲିକୁ ଦେଶୀ ଘିଅ ସାଙ୍ଗେ ସେବନ କରିଥାଉ ତେବେ ଆମ ଶରୀରକୁ ତାହା ନାନା ପ୍ରକାରର ରୋଗଠାରୁ ଦୂରରେ ରଖିଥାଏ । ପ୍ରାଏ ଆମ ଘର ମାନଙ୍କରେ ମୁଗଡାଲିକୁ ନାନା ଉପାୟରେ ରାନ୍ଧି ସେବନ କରିଥାଉ । ଏଥିରୁ ବହୁତ ପ୍ରୋଟିନ ମିଳିଥାଏ । ବନ୍ଧୁଗଣ ଆପଣ ମାନେ ଘରେ ମୁଗଡାଲିର ସୁପ୍ପ ବଣାଇ ସେବନ କରନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ଲାଭ ମିଳିବ । ମୁଗଡାଲିର ସୁପ୍ପ ବନେଇବାପାଇନ ଜୀରା,ଧନିଆ,ଅଦା, ହେଙ୍ଗୁ, ଆଦି ବ୍ୟବହାର କରନ୍ତୁ ଏଥିରୁ ବହୁତ ଲାଭ ମିଳିବ । ଆପଣ ଏହାକୁ ନିୟମିତ ଭାବେ ସେବନ କରନ୍ତୁ ଯଦି ଆପଣଙ୍କ ପେଟ ପୁରୁନାହିଁ ତେବେ ଆପଣ ସୁପର ମାତ୍ରାଟିକୁ ଅଧିକ ବଢାଇ ଦିଅନ୍ତୁ । କିନ୍ତୁ ମାନେ ରଖନ୍ତୁ ଏଥିରେ କୌଣସି ପ୍ରକାରର ତଡକା ଲଗାଇବେ ନାହିଁ । ବନ୍ଧୁଗଣ ଯଦି ଆପଣ ମୁଗଡାଲି ଡାଏଟ କରୁଛନ୍ତି ତେବେ ଆପଣଙ୍କୁ ସବୁ ପ୍ରକାରର ଖଟା ଜିନିଷର ସେବନ ବାରଣ କରିବାକୁ ହେବ ।

ଯଥା ଲେମ୍ବୁ, ବିଲାତି, କୌଣସି ପ୍ରକାରର ଆଚାର ଇତ୍ୟାଦି । ଯଦି ଆପଣ ସୁପ୍ପ ଡାଏଟରେ ଅଛନ୍ତି ତେବେ ଆପଣ ଚାହା କିମ୍ବା କଫିର ମଧ୍ୟ ସେବନ କରିପାରିବେ । କିନ୍ତୁ ମନେରଖନ୍ତୁ ଚାହା ଅଥବା କଫି ସେବନ କଲାବେଳେ ସେଥିରେ ଚିନୀ ପକାଇ ସେବନ ଯେପରି ନକରନ୍ତି । ଏହା ସହିତ ଆପଙ୍କୁ ୮ ରୁ ୧୦ ଗ୍ଳାସ ପାଣି ମଧ୍ୟ ସେବନ କରିବାକୁ ହେବ । ବନ୍ଧୁଗଣ ଏହା ସହିତ ଆପଣ ଡାଏଟରେ ପାରିବା ଗୁଡିକୁ ସିଜେଇ ମଧ୍ୟ ତାହାର ସେବନ କରି ପାରିବେ । ପରିବାଗୁଡିକ ହେଉଛି ଯଥା- ମୂଳା, ଗାଜର, କାକୁଡି, ବିଟ ଇତ୍ୟାଦି ।

ନିଜ ଭୋକର ପରିମାଣ ଅନୁସାରେ ଆପଣ ଡାଏଟ କରନ୍ତୁ ଯଦି ଆପଣ ସକାଳେ କିଛି ହେବି ଖାଇବାକୁ ପସନ୍ଦ କରୁଛନ୍ତି ତେବେ ପାରିବା ସିଝା କ୍ଷାନ୍ତୁ ଏବଂ ଲଞ୍ଚ ଟାଇମରେ ମୁଗ ଡାଲିର ସୁପ୍ପ ସେବନ କରନ୍ତୁ ବନ୍ଧୁଗଣ ଆପଣଙ୍କୁ ନିଶ୍ଚିତ ଫାଇଦା ମିଳିବ । ଆପଣଙ୍କୁ ଏହାର ସୁଫଳ ୧୦ ଦିନ ମଧ୍ୟରେ ଦେଖାଯିବାର ମିଳିବ । ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *