ମୁଁ ବେଶ୍ୟା ନୁହେଁ ଟଙ୍କା ନେବି? କାହିଁକି ଏମିତି କହିଲେ Dipika ? ଦେଖନ୍ତୁ Video

ବନ୍ଧୁଗଣ କଣ ଦିନେଶ ଆଉ ଦୀପିକାଙ୍କ ମଧ୍ୟରେ ସମାଧାନ ହେବ କି ଏବଂ ଦିନେଶ କଣ ତାଙ୍କ ପୁଅକୁ ଗ୍ରହଣ କରିବେ କି ଏଭଳି ନାନା ପ୍ରଶ୍ନ ଅନେକଙ୍କ ମନରେ ଉଠୁଛି । ହେଲେ ଦିନେଶ ଏ ଯାଏଁ ତାଙ୍କ ପ୍ରେମିକ ଦୀପିକାଙ୍କ ପାଖକୁ ଆସି ନାହି ଯାହା ପାଇଁ ସକାଳ ହୋଇ ରାତି ହୋଇ ଯାଇଛି ପଛକେ ଦୀପିକା ସେମିତି ଘର ଆଗରେ ଧାରଣା ଦେଇ ବସିଛନ୍ତି । ଧର୍ଯ୍ୟ, ସାହସର ସହ ଏକାକୀ ରାତିରେ ଖୋଲା ଆକାଶରେ ବସି ରହୁଛନ୍ତି ଦୀପିକା । ଏକ ପ୍ରକାରର ତାଙ୍କ ଜୀବନ ପ୍ରତି ବିପଦ କହିଲେ ଚାଲେ । କାରଣ ଆଜିର ଦୁନିଆରେ ମହିଳା ରାତିରେ ବାହାରକୁ ଯିବାକୁ ଭୟ କରୁଛି ସେଠାରେ ଦୀପିଆ କିଟିକିଟି ଅନ୍ଧାରରେ ବାହାରେ ପଡି ରହିଛନ୍ତି ।

ଅନେକ ଲୋକ ସାନ୍ତ୍ଵନା ଦେଉଥିଲେ ବି ଯାହା ପାଇଁ ଦାଣ୍ଡରେ ବସିଛନ୍ତି ତାଙ୍କର ଦେଖା ନାହି । ଦୀପିକା କହିଛନ୍ତି ବଡ ବଡ ହୋଟେଲ ନେଇ ରିଲେସନ ରଖିଲା ଏସ କରିଲା ଏବେ କିନ୍ତୁ ମୁଁ ତାଙ୍କ ପାଇଁ ଅଣଦେଖା । କେତେବେଳେ ଦୁହେଁ ମିଶି ମେ ଫେୟାର ହୋଟେଲ ଯାଆନ୍ତି ତ ଆଉ କେବେ ଦିହାର ହୋଟେଲ ଯାଇଛନ୍ତି । ଦୀପିକା କହିଛନ୍ତି ଯେବେ ଜାଣିବାକୁ ପାଇଲେ ସେ ପ୍ରେଗନେନ୍ଟ ଅଛନ୍ତି ଡାକ୍ତର ପାଖକୁ ଯାଇଥିଲେ ଆଉ ଦିନେଶଙ୍କୁ ସବୁ ସତ କଥା କହିବା ପରେ ଦିନେଶ ଦୋକାନ ଭନଗି ଦେଇଥିଲା ।

ପରେ ଦୀପିକା ଦିନେଶଙ୍କ ପରିବାରକୁ ଜଣାଇବା ପରେ ଗାଳି ଗୁଲଜ କରି ବାହାର କରିଦେଇଥିଲେ । ଆଉ କହିଥିଲେ କାଲି ଆସିଲେ ସେ ବିଷୟରେ କଥା ହେବୁ ତା ପର ଦିନ କହିଲେ ପଇସା ନେଇ ଯା କମ୍ପ୍ରମାଇଜ କରି ଦେ । କିନ୍ତୁ ମୁଁ ତ ବେଶ୍ୟା ନୁହେଁ ନା ପଇସା ନେଇ କଣ ପାଇଁ କମ୍ପ୍ରମାଇଜ କରିଥାନ୍ତି ବୋଲି ଦୀପିକା କହିଛନ୍ତି । ମହିଳା ଥାନାରେ ଅଭିଯୋଗ କରିବା ପରେ ଦୀପିକା ଅବିବାହିତ ଥିବାରୁ ସେମାନେ ଟାଉନ ଥାନାକୁ ପଠାଇଥିଲେ । ସେଠାରେ IIC ସାର ମ୍ୟାରେଜ କରିବାକୁ କହିବାରୁ ଦିନେଶ ମନା କରିଲା ।

ଆଉ ଏବେ ଦିନେଶଙ୍କ ପରିବାର ଲୋକେ କହୁଛନ୍ତି ଦୀପିକା କୁଆଡେ ତାଙ୍କ ପୁଅ ନାଁ ରେ ଦୁଷ୍କର୍ମ କେସ ଦେଇଛି । ପରେ ଦିନେଶଙ୍କ ମା ନିଜ ପୁଅକୁ ଜେଲ ଯିବାକୁ କହିଥିଲେ ଆଉ ଦୁଇ ଦିନ ପରେ ନେଇ ଆସିବେ ବୋଲି କହିଥିଲେ ଦୀପିକା କେସ ଦେବା ପରେ । ୪ ମାସ ଜେଲରେ ରହିବା ପରେ ଦିନେଶ ଫେରିଥିଲେ । ଯେବେ ଦୀପିକା ଜାଣିଲେ ଦିନେହ ଆଉ କାହାକୁ ମ୍ୟାରେଜ କରିବାକୁ ଯାଉଛନ୍ତି ସେତେବେଳେ ସେ ଝିଅକୁ ବୁଝାଇଥିଲେ ଦୀପିକା କିନ୍ତୁ ସେମାନେ ବୁଝିଲେ ନାହି ।

ଏହା ଜାଣିବା ପରେ ଦୀପିକା ଦିନେଶଙ୍କ ଘରକୁ ଆସିଥିଲେ ଆଉ ତାଙ୍କ ଘରେ ଲୋକେ ମାଡ ମାରି ବାହାର କରି ଦେଇଥିଲେ । IIC ସାର ପଚାରିଥିଲେ କୋର୍ଟରୁ କିଛି କାଗଜପତ୍ର ଆନିଚ କି ନାହି ଉତ୍ତରରେ ଦୀପିକା ମନା କରିବାରୁ ତାଙ୍କ ସହ ଏମିତି କରାଯାଇଥିଲା ବୋଲି ଦୀପିକା କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *