ଶେଷ ହେଉଛି କଳିଯୁଗ, ନିର୍ଦ୍ଦେଶ ଦେଉଛନ୍ତି ଜଗନ୍ନାଥ ! ସାମ୍ନାକୁ ଆସିଲା Puri Dhamaରୁ ବଡ ଘଟଣା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, କଣ ଶେଷ ହୋଇଯିବ କି ପୃଥିବୀ ? ନିର୍ଦ୍ଦେଶ ଦେଉଛନ୍ତି ଜଗତର ନାଥ କାଳିଆ ଠାକୁର ସତରେ କଣ ବାର ହାତ ଖଣ୍ଡା ବୁଲିବ ଆଉ ବାଇଶି ପାହାଚେ ମୀନ ଖେଳିବ ? କେହି ରକ୍ଷା ପାଇବେ ନାହି ପାପୀ ନାଶ ପାଇଯିବେ ଆଜି ଯିଏ ବଞ୍ଚିଯିବ ସେ କୁଳ କୁ ବି ହେବ । ହଁ ଦର୍ଶକ ବନ୍ଧୁ ସାରା ଦୁନିଆର ରକ୍ଷକ ଯିଏ ଆଜି ନିଜ ରକ୍ଷା ପାଇଁ ଧାଉଁଛନ୍ତି ଏଣେତେଣେ । କାରଣ ଗତ କିଛି ହେବ ଜଗତର ନାଥ କାଳିଆ ଠାକୁର ଙ୍କ ଶ୍ରୀ କ୍ଷେତ୍ର ଧାମରେ ପୃଥିବୀ ଧ୍ଵଂସ ହେବାର ପୂର୍ବ ସଂକେତ ମିଳିବାରେ ଲାଗିଛି ।

ଗତ କାଲି ଶ୍ରୀ ମନ୍ଦିର ସମୁଖରେ ଅରୁଣ ସ୍ତମ୍ବ ରେ ଫାଟ ହୋଇଛି । ଯାହାକୁ ନେଇ ଭକ୍ତ ମାନଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । କିଭଳି ଭାବେ ୩୩ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ କଳା ମୁଗୁନୁ ପଥର ରେ ନିର୍ମିତ ଅରୁଣ ସ୍ତମ୍ବ ରେ ଫାଟ ଦେଖା ଗାଲ । ସେ ନେଇ କିଛି ସ୍ପଷ୍ଟ ସୂଚନା ନ ଥିବା ବେଳେ ଭବିଷ୍ୟତରେ ଏହାକୁ ନେଇ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରା ଯାଇଛି ।

ଯାହାକୁ ଦେଖିଲ ଲାଗୁଛି ପୃଥିବୀ ଧ୍ଵଂସ ହେବାକୁ ଆଉ ବେସୀ ଦିନ ନାହି । କାରଣ ନିକଟ ଅତୀତରେ ରତ୍ନ ସିଂହାସନ ଉପରୁ ପଥର ଖସି ଥିଲା । ଶ୍ରୀ ମନ୍ଦିର ର ଦଧି ନଉତି ଉପରେ ଚିଲ ମାନେ ବୁଲିବାରେ ଲାଗିଥିଲେ । ତୁହାକୁ ତୁହା ବର୍ଷା ରେ ଶ୍ରୀ ମନ୍ଦିର ର ବାଇଶି ପାହାଚ କୁ ପାଣି ଛୁଇଁ ଥିଲା । ଏପରିକି ଶ୍ରୀ ମନ୍ଦିର ର ବାଇଶି ପାହାଚରୁ ଜୋର ରେ ପାଣି ମାଡି ଆସି ସିଂହଦ୍ଵାର ର ଗୁମୂଟ ରେ ପୁରୀ ଯାଇଥିଲା ।

ବଡ ଦାଣ୍ଡ ସମୁଦ୍ର ର ଭ୍ରମ ସୃଷ୍ଟି କରିଥିଲା । ଏମିତିକି ଗତକିଛି ଦିନ ତଳେ ସମୁଦ୍ର ଭିତରେ ଖଣ୍ଡିଆ ଭୁତ ବୁଲିବାର ଦ୍ରୁଶ୍ଯ ନଜର ଆସିଥିଲା । ରୋଷେଇ ଘରର ସାରା ଘରର ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ମହା ପ୍ରସାଦ ପାଇଁ ଥିବା ସାମଗ୍ରୀ ପୋଡି ଯାଇଥିଲା ।

ଖାଲି ସେତିକୀ ନୁହେଁ ରୋଷ ଘରକୁ କେହି ଜଣେ ଦୁର୍ବୁତ୍ତ ପ୍ରବେଶ କରି ଅଧା ରୁ ଚୁଲି ଭାଙ୍ଗି ଦେଇଥିଲା । ଯାହାକୁ ଦେଖିଲେ ପୃଥିବୀ ଧ୍ଵଂସ ହେବାର ସଂକେତ ମିଳୁଛି ବୋଲି ଲୋକ ମାନେ ଚର୍ଚ୍ଚା କରୁଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ସାରା ଜଗତର ରକ୍ଷକ ନିଜେ ଆଜି ନିଜ ରକ୍ଷା ପାଇଁ ଧାଉଁଛି ସିଏ ।

ତେବେ କଣ ସତରେ ପୃଥିବୀ ଧ୍ଵଂସ ହେବାର ଏହା ପୂର୍ବ ସୂଚନା ତାହାକୁ ନେଇ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହେବା ସହ ଆଶଙ୍କା ମଧ୍ୟ ରହିଛି । ତେବେ ଦିନକୁ ଦିନ ଶ୍ରୀ କ୍ଷେତ୍ର ଧାମ ରେ ଯେପରି ଭାବେ ଘଟଣା ଘଟିବାରେ ଲାଗିଛି ତାହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *