ମୁକାବିଲା ଗୀତରେ 4 ଟି ପୁଅ ଏମିତି କଲେ ଜବରଦସ୍ତ ଡ୍ୟାନ୍ସ, ଦେଖିଲେ ଆପଣବି ହେବେ ଚକିତ

ସୋସିଆଲ ମିଡିଆରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି । ଷ୍ଟ୍ରିଟ୍ ଡ୍ୟାନ୍ସର 3D ର ମୁକାବିଲା ଗୀତରେ 4 ଟି ପୁଅ ଏମିତି ଜବରଦସ୍ତ ଡ୍ୟାନ୍ସ କଲେ, ଦେଖିଲେ ଆପଣଙ୍କ ମୁଣ୍ଡ ବୁଲେଇଦେବ । ଷ୍ଟ୍ରିଟ୍ ଡ୍ୟାନ୍ସର 3D ର ମୁକାବିଲା ଗୀତରେ ଦ୍ଵିତୀୟ ଥର ପ୍ରଭୁଦେବା ନାଚିବାର ଦେଖିବାକୁ ମିଳିଛି । କିନ୍ତୁ ଏଇ ଗୀତରେ 4 ଜଣ ପୁଅ ଜବରଦସ୍ତ ନାଚିଛନ୍ତି । ଏଇ ଭିଡିଓକୁ ଟୁଇଟର ୟୁଜର @cinnabar_dust ସେୟାର କରିଛନ୍ତି ।

ତାଙ୍କ ଡ୍ୟାନ୍ସର ସ୍ଟେପ ଦେଖିବା ପାଇଁ ଆପଣ ଭିଡିଓ ଟିକୁ ବାରମ୍ବାର ଦେଖିବାକୁ ଚାହିବେ ।

ତାଙ୍କ ଜଟିଳ କୋରିଓଗ୍ରାଫି ବହୁତ ଲୋକଙ୍କୁ ପ୍ରଭାବିତ କରିଛି । ଶେଷ ସ୍ଟେପ ରେ ଜଣେ ପୁଅ ନିଜ ମୁଣ୍ଡକୁ ସମ୍ପୂର୍ଣ ପଛକୁ କରି ଦେଇଥିଲେ । ଏମିତି କରିବା ବହୁ କଠିନ ହେଲେ ସେ ସଫଳ ହୋଇଥିଲେ । 4 ଜଣ ଜାଗା ଏମିତି ନାଚିଥିଲେ ଯାହା ବହୁତ କଠିନ ଥିଲା ।

ଏହି ଭିଡିଓଟି ଟୁଇଟର ରେ 16 ଫେବୃଆରୀ ରେ ସେୟାର କରାଯାଇଥିଲା । ଏହାର 4 ଲକ୍ଷରୁ ଅଧିକ ଭିୟୁଜ ହୋଇଗଲେଣି । 17ହଜାର ରୁ ଅଧିକ ଲାଇକ ଓ 5 ହଜାର ରୁ ଅଧିକ ରିଟୁଇଟସ ହୋଇସାରିଲାଣି । ସେମାନଙ୍କୁ ଦେଖି ଅଭିନେତ୍ରୀ ଶ୍ରୁତି ସେଠ ଓ ଟିଭି ପର୍ଶିନାଲିଟି ଗୌରବ କପୁର ବି ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *