ପ୍ରକୃତରେ କିଛି ଏହି ପ୍ରକାର ହୋଇଥିଲା ମହେନ୍ଦ୍ର ସିଂହ ଧୋନି ଙ୍କ ଗର୍ଲଫ୍ରେଣ୍ଡ ପ୍ରିୟାଙ୍କା ଝା ଙ୍କ ମୃତ୍ୟୁ, ଜାଣିବାକୁ ଚାହିଁବେ ନାହିଁ ଆପଣ

ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଖେଳାଳି ଏବଂ କ୍ୟାପଟେନ ଧୋନିଙ୍କୁ ସମସ୍ତେ ଜାଣିଛନ୍ତି । ଏହାଛଡା ଧୋନି ବହୁତ ଥର ନିଜ ଟିମକୁ ଅସୁବିଧାରୁ ବି ବଞ୍ଚାଇଛନ୍ତି ଏବଂ ଭାରତୀୟ ଟିମକୁ ବିଜୟର ଗୌରବ ପ୍ରଦାନ କରିଛନ୍ତି । ଟିମର ସବୁ ଖେଳାଳି ତାଙ୍କ ସହ ଖେଳିବା ପାଇଁ ସୌଭାଗ୍ୟ ମନେ କରନ୍ତି କାରଣ ସେ ଟିମର ସବୁ ଖେଳାଳିଙ୍କୁ ସମାନ ମହତ୍ଵ ଦେଇଥାନ୍ତି । ସେ ତାଙ୍କ ଟିମକୁ ବହୁତ ପ୍ରୋସାହିତ ବି କରନ୍ତି ।

ଧୋନିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଏମ.ଏସ.ଧୋନି ଦ ଅନଟୋଲ୍ଡ ଷ୍ଟୋରି’ ତ ଦେଖିଥିବେ ଯାହା ୨୦୧୬ ରେ ଆସିଥିଲା ।

ଏହି ଫିଲ୍ମ ପରଦାରେ ନିଆଁ ବି ଲଗାଇ ଦେଇଥିଲା । ଏହି ଫିଲ୍ମରେ ଧୋନିଙ୍କ ସହିତ ଯୋଡା ଥିବା ସବୁକଥା କୁହାଯାଇଥିଲା । ଧୋନି କେମିତି ନିଜକୁ ପରିଚିତ କରାଇଥିଲେ ଏବଂ ଏଥିରେ ଯେଉଁ ସାଙ୍ଗମାନେ ତାଙ୍କର ସାଥ ଦେଇଛନ୍ତି ସମସ୍ତଙ୍କ ବିଷୟରେ କୁହାଯାଇଛି ଏବଂ ଏଥିରେ ଧୋନିଙ୍କର ଭଲ ପାଇବା ବିଷୟରେ ବି କୁହାଯାଇଛି । ଯାହାକୁ ନେଇ ବହୁତ ଚର୍ଚା ହୋଇଥିଲା ।

ଏହି ଫିଲ୍ମରେ ଧୋନିଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୁଶାନ୍ତ ସିଂହ ବହୁତ ଭଲ ଅଭିନୟ କରିଥିଲେ ,ସେ ବିଲକୁଲ ଧୋନିଙ୍କ ପରି ବ୍ୟାଟିଂ ଏବଂ ବୋଲିଂ ବି କରିଥିଲେ । ସେ ଧୋନିଙ୍କ ଚରିତ୍ରକୁ ବହୁତ ଭଲଭାବରେ ବୁଝିଛନ୍ତି । ତାଙ୍କ କହିବାର ଶୈଳୀ ବହୁତ କମାଲ ଥିଲା । ଧୋନିଙ୍କ ଏହି ଫିଲ୍ମ ବହୁତ ହିଟ ହୋଇଥିଲା ।

କଣ ଆପଣଙ୍କୁ ଜଣାଅଛି କି ଏହି ଫିଲ୍ମରେ ଧୋନିଙ୍କ ପ୍ରେମ କାହାଣୀ ବିଷୟରେ କିଛି ଏମିତି ଦେଖାଯାଇଛି ଯାହା ସତ ଠାରୁ ବି ଆହୁରି ଆଗରେ । ଜଣେ ଖେଳାଳିର ଜୀବନ କୌଣସି ତପସ୍ୟା ଠାରୁ ବି କମ ହୋଇନଥାଏ କିନ୍ତୁ ବଲିଉଡ ଡାଇରେକ୍ଟର ଏହି ସତ୍ୟତାକୁ ହିଁ ବହୁତ ସୁନ୍ଦର ଭାବରେ ଦେଖାଇଥିଲେ । ଫିଲ୍ମରେ ଧୋନିଙ୍କ ଗର୍ଲଫ୍ରେଣ୍ଡ ପ୍ରିୟଙ୍କା ଝା ଙ୍କ ଚରିତ୍ରକୁ ଦିଶା ପାଟନୀ ବହୁତ ଭଲ କରିଥିଲେ । ଏହି ଫିଲ୍ମରେ ଦେଖାଯାଇଛି କି ପ୍ରିୟଙ୍କା ଧୋନିଙ୍କ ଜୀବନରେ ସେତବେଳେ ଥିଲେ ଯେତବେଳେ ଧୋନି ନିଜ କ୍ୟାରିୟର ପାଇଁ ସଂଘର୍ଷ କରୁଥିଲେ । ଫିଲ୍ମ ପାଇଁ ପ୍ରିୟାଙ୍କା ଙ୍କ ବିଷୟରେ ବହୁତ କଷ୍ଟରେ ଜଣାପଡିଥିଲା ।

ସେ ଦୁଇଜଣଙ୍କର ଲଭଷ୍ଟୋରି ପରେ ଧୋନିଙ୍କୁ ଭାରତୀୟ ଦଳରେ ସିଲେକ୍ସନ କରାଯାଇଥିଲା । କିନ୍ତୁ କିଛି ଏମିତି ହେଲା ସେ ଦୁଇଜଣ ଅଲଗା ହୋଇଗଲେ ,ଏହି ସମୟରେ ସେ ଫରେନ ଟୁରରେ ଚାଲିଯାଇଥିଲେ ,ସେହି ସମୟରେ ପ୍ରିୟାଙ୍କା ଙ୍କର କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଗଲା । ଧୋନି ଯେତବେଳେ ସେଠାରୁ ଫେରିଲେ ସେତବେଳେ ସେ ସବୁ ସତ ଜାଣିଲେ ଯାହାକୁ ଶୁଣି ତାଙ୍କୁ ବହୁତ ବଡ ଧକ୍କା ଲାଗିଲା । ସେହି ସମୟରେ ଲାଗୁଥିଲା କି ଧୋନି ଆଉ ଖେଳିବେ ନାହିଁ କିନ୍ତୁ ଧୋନି ଏହି ଘଟଣାକୁ ନିଜର କମଜୋର ନୁହେଁ ବରଂ ତାକତ ବନାଇଲେ ।

Leave a Reply

Your email address will not be published. Required fields are marked *