ରାତିରେ ନିଜ ନାଭିରେ ଏହି ଜିନିଷ ଲଗାଇ ଶୁଅନ୍ତୁ, ତାପରେ ଦେଖନ୍ତୁ ଚମତ୍କାର- Health Tips

ଶିଶୁ ଜନ୍ମ ହେବ ପୂର୍ବରୁ ଯେତେବେଳେ ନିଜ ମାଙ୍କ ଗର୍ଭରେ  ରହିଥାଏ,ସେତେବେଳେ ନାଭି ଦ୍ଵାରା ତାର ପୋଷଣ ହେଇଥାଏ । ମା ଖାଉଥିବ ଖାଦ୍ଯ ରକ୍ତରେ ପରିଣତ ହେଇ ନାଭି ଦ୍ଵାରା ପିଲାଙ୍କ ପେଟ କୁ ଯାଇଥାଏ । ଏହା ଫଳରେ ପିଲା ଶରୀରର ଶକ୍ତି ବଢିଥାଏ । ନାଭି ଆମ ଶରୀରରେ  ଗୋଟିଏ ମହତ୍ବପୂର୍ଣ ଭୂମିକା ଗ୍ରହଣ କରିଛି । ଯେଉଁ ବ୍ୟକ୍ତି ମାନେ ପ୍ରାଣାୟମ କରନ୍ତି ସେମାନେ ନାଭିଦ୍ଵାରା ହେଉଥିବା ଅଧିକାଂଶ ପ୍ରକ୍ରିୟା ବିଷୟରେ ବହୁତ ଭଲଭାବେ ଅବଗତ । ଆସନ୍ତୁ ଜାଣିବା ନାଭିରେ ଏହି ଜିନିଷ ପକାଇଲେ କି ଉପକାର ମିଳିଥାଏ ।

ବନ୍ଧୁଗଣ ନାଭିରେ କଣ ଲଗାଇଲେ ଆଜୀବନ ବାଳ କଳା ରହିବ । ବନ୍ଧୁଗଣ ଶୁଦ୍ଧ ଦେଶୀ ଘୀଅ ବିଷୟରେ ଆପଣ ଜାଣିଛନ୍ତି,ସେହି ଦେଶୀ ଘୀଅ କୁ ନେଇ ସପ୍ତାହରେ ଦିନେ ଛଡା ଦିନେ ନିଜ ନାଭିରେ ଲଗାଇ ଦିଅନ୍ତୁ ଅର୍ଥାତ, ଯଦି ଆପଣ ସୋମବାର ଲଗେଇଛନ୍ତି ତେବେ ମଙ୍ଗଳବାରକୁ ଛାଡି ବୁଧବାର ଦିନ ଲଗାନ୍ତୁ । ଏହାକରିବା ଦ୍ଵାରା କି ଲାଭ ହେଇଥାଏ ଆସନ୍ତୁ ଏବେ ଜାଣିବା, ଯଦି ଆପଣଙ୍କ ବାଳ ୨୦ରୁ୨୫ ବର୍ଷ ମଧ୍ୟରେ ଧଳା ହୋଇଯାଇଛି ତେବେ ଆପଣଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବ ।

ଏହିଭଳି ଅବସ୍ଥାରେ ନିଜ ହାତ ପାପୁଲିରେ ଶୂଦ୍ଧ ଦେଶୀ ଘୀଅ ନେଇ ନିଜ ନାଭିରେ ମାଲିସ କରନ୍ତୁ । ଯେଉଁ ମାନଙ୍କର ଓଠ ଫାଟୁଛି ମୁହଁରେ ଦାଗ ହେଇଛି ସେମାନେ ମଧ୍ୟ ଦେଶୀ ଘିଅ ଲଗାଇପାରନ୍ତି । ଶୂଦ୍ଧ ଦେଶୀ ଘିଅ ବହୁତ ଉପକାର କରିଥାଏ । ଯେଉଁ ମାନଙ୍କ ମୂହରେ କଳା କଳା ଦାଗ ବରଣ ହେଇଯାଇଛି ସେମାନେ ସୋରିଷ ତେଲ ମଧ୍ୟ ଲଗାଇପାରିବେ । ଯେଉଁ ମାନଙ୍କର ଆଖିର ଦୃଷ୍ଟିଶକ୍ତି କମି ଯାଉଛି ସେମାନେ ମଧ୍ୟ ଶୂଦ୍ଧ ଦେଶୀ ଘିଅକୁ ନିଜ ନାଭିରେ ଲଗେଇ ପାରିବେ ।

କିନ୍ତୁ ମନେ ରଖନ୍ତୁ ଦେଶୀ ଘିଅ ଶୁଦ୍ଧ ହେବ ଆବଶ୍ୟକ । ଅପମିଶ୍ରଣ ହେଲେ କିଛି ଲାଭ ପାଇପାରିବେ ନାହିଁ । ଆମ ଆଖିର ‘ଆମ୍ବେଲିକାଲ କର୍ଡ’ ସହିତ ଶରୀରର ୭୨ହଜାର  ଶିରା ପ୍ରଶିରା ଯୋଡି ହେଇରହିଥାନ୍ତି । ତେଣୁ ଶୁଦ୍ଧ ଘିଅର ସଂସପର୍ଶରେ ଆସିଲେ ଆମକୁ ବହୁତ ଲାଭ ମିଳିଥାଏ । ଏହାଦ୍ବାରା ଆମ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତି କିଛି ମାତ୍ରାରେ ବୃଦ୍ଧି ହେଇଥାଏ । ଯେପରିକି ବ୍ଲୋଡପ୍ରେସର ଏବଂ ମଧୁମେୟ ଇତ୍ୟାଦି ରୋଗରୁ ଆପଣ ମାନେ ବଞ୍ଚିତ ହେଇଥାନ୍ତି ।

ଏହା ସହିତ ଯୋଗ ପ୍ରାଣାୟମ ମଧ୍ୟ କରିବା ଦରକାର । ଆଜିକାଲି ଆମ୍ଭେମାନେ, ଯୁଗ ବଦଳିବା ସହିତ ନିଜର ବିଚାରଧାରା ମଧ୍ୟ ବଦଳି ଦେଇଛୁ କିନ୍ତୁ ଏହା ଉଚିତ ନୁହେଁ । ଶୁଦ୍ଦ ଦେଶୀ ଘିଅ ଲଗେଇବାର ସମୟ ହେଉଛି, ସକାଳେ ଆପଣମାନେ ସ୍ନାନ ସାରି ଆସିବା ମାତ୍ରେ ଦେଶୀ ଘିଅ କୁ ନିଜ ନାଭିରେ ପକେଇ ସଙ୍ଗେ ସଙ୍ଗେ ଏହାକୁ ୧୫ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏଥିରୁ ଆପଣ ବହୁତ ଉପକାର ପାଇପାରିବେ ।

ଏହାଥିଲା ଶୁଦ୍ଧ ଦେଶୀ ଘିଅର ଉପକାରିତା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *