ନାରୀମାନଙ୍କ ଅଙ୍ଗ ର ଆକୃତି କୁ ନେଇ ସ୍ଵଭାଵ।

ଅଙ୍ଗ ର ଆକୃତି କୁ ନେଇ ସ୍ଵଭାଵ

କାହିଁ କେତେ ଆଦିମ କାଳରୁ ସ୍ତ୍ରୀ ମାନଙ୍କର ଶରୀରର ଆକୃତି କୁ ନେଇ ସେମାନ ଙ୍କ ଗୁଣ ସ୍ଵଭାଵ ଇତ୍ୟାଦି କୁ ଅକାଳନ କରାଯାଇଥାଏ । ଆମେ ମଧ୍ୟ ପ୍ରାଚୀନ ମନ୍ଦିର ସ୍ଥାପତ୍ୟ ରୁ ଏହାର ପ୍ରମାଣ ପାଇଥାଉ । ସ୍ତ୍ରୀ ମାନକ ର ଅଙ୍ଗ ର ଆକୃତି ଯଥା ଏହା ବଡ କି ଛୋଟ ଏହିସବୁ କୁ ବିଚାର କରି ସ୍ତ୍ରୀ ର ରୁପ ଗୁଣ ନିର୍ଧାରଣ କରାଯାଇଥାଏ । ଆସନ୍ତୁ ଜାଣିବା ଏହି ସମ୍ପକିତ ତଥ୍ୟ ଉପରେ । ଆମର ପୂଜାପାଉଥିବା ଦେବଦେବୀ ମାନଙ୍କର ବାଳ ସାଧାରଣତଃ ଲମ୍ବା ହୋଇଥାଏ । ସେହିପରି ଯେଉଁ ନାରୀମାନଙ୍କ ର ବାଳ ଲମ୍ବା ହୋଇଥାଏ ସେମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି।

କର୍ମ ବହୁତ ସହଜରେ କରିଥାନ୍ତି

ପୁରାଣ ରେ ଏହା କୁହାଯାଇଛି ଯେ ଏହି ନାରୀମାନେ ଘରକୁ ଆସିଲେ ଘର ସୁଖ ସଂବୃଧି ରେ ଭାରି ଯାଇଥାଏ । ସେମାନେ କର୍ମ ଗୁଡିକୁ ବହୁତ ସହଜରେ ସୁଶୀଳ ଭାବେ କରିଥାନ୍ତି । କାହା ସହ ପ୍ରାୟତଃ ଝଗଡା କରିନଥାନ୍ତି । ଘରକୁ ସୁଖ ଏବଂ ସମୃଦ୍ଧି ରେ ଭରି ଦେଇଥାନ୍ତି।
ଅନ୍ୟ ଏକ ଅଙ୍ଗ ହେଉଛି ନାକ । ଯେଉଁ ସ୍ତ୍ରୀ ର ନାକ ଲମ୍ବା ଥାଏ ସେହି ସ୍ତ୍ରୀ ମନେ ବହୁତ ସୁଲକ୍ଷଣି ହୋଇଥାନ୍ତି । ସେମାନେ ସାଧାରଣତଃ ବାଯ୍ୟ ଖର୍ଚ କୁ ରୋକିଥାନ୍ତି ।

ଗୁରୁବାର ଦିନ ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା !

ଯେତିକି ଆବଶ୍ୟକ ସେତିକି ଖର୍ଚ କରିଥାନ୍ତି। ଏବଂ ଅସୁବିଧା ସମୟରେ ପରିବାର ଲୋକଙ୍କୁ ବହୁତ ସାହାଯ୍ୟ କରିଥାନ୍ତି। ଆଉ ଗୋଟିଏ ଅଙ୍ଗ ହେଉଛି ମଥା । ଯେଉଁ ନାରୀର ଚଉଡା ମଥା ଥାଏ ସେ ନିଜ ସହ ଭାଗ୍ୟ କୁ ସାଥିରେ ନେଇ ଜନ୍ମ ହେଇଥାନ୍ତି।

ସେମାନେ ଧୀରସ୍ଥିର ସ୍ଵଭାଵ ର ହୋଇଥାନ୍ତି। ସେମାନେ ସବୁ କାର୍ଯ୍ୟ କୁ ବ୍ୟତିବେସ୍ଥ ନହୋଇ ସୁରୁଖୁରୁରେ କରିଥାନ୍ତି । ଯେଉଁ କାର୍ୟ୍ଯ6ସମ୍ଭବ ନୁହେଁ ସେହି କାର୍ଯ୍ୟ ରେ ନଲାଗି ସମୟ ନଷ୍ଟ କରିନଥାନ୍ତି । ଅନ୍ୟ ଏକ ଅଙ୍ଗ ହେଉଛି ଆଖି । ଯେଉଁ ନାରୀର ଆଖି ବଡ ହୋଇଥାଏ ସେ ନାରୀ ବହୁତ ବିଶ୍ୱାସୀ ହୋଇଥାନ୍ତି। ଏହି ନାରୀମାନେ ନିଜ ପାତି ଉପରେ ବହୁତ ବିଶ୍ୱାସ ରଖିଥାନ୍ତି ।

କେଉଁ ଅଭିନେତା କେଉଁ ଅଭିନେତ୍ରୀ କୁ ବିବାହ କରିଛନ୍ତି

ଏହି ନାରୀମାନେ ନିଜ ସ୍ଵାମୀ କୁ ସବୁଠୁ ଅଧିକ ଭଲପାଇଥାନ୍ତି । ଏହିନାରୀମାନେ ବହୁତ ସୁନ୍ଦର ଜୋଇଥାନ୍ତି । ଏହି ନାରୀମାନକଙ୍କୁ ଭାଗ୍ୟଲକ୍ଷ୍ମୀ କୁହାଯାଏ କାରଣ ଏମାନେ ଯେଉଁଘରକୁ ଯାଇଥାନ୍ତି ସେଠାରେ ଧନ ର ବର୍ଷା ହୋଇଥାଏ ।

ଅନ୍ୟ ଏକ ଅଂଗ ହେଉଛି ଆଙ୍ଗୁଠି । ଯେଉଁ ନାରୀର ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ପାଠପଢିବାରେ ବହୁତ ଆଗୁଆ ହୋଇଥାନ୍ତି । ଏମାନେ ପାଠ ପଢ଼ିବା ରେ ମନ ଅଧିକ ଦେଇଥାନ୍ତି । ଏମାନଙ୍କର ହାତକୁ ଧନ ଆସିଲେ ଏମାନେ ବାଯ୍ୟ ଖର୍ଚ୍ଚ କରିନଥାନ୍ତି । ଏମନେ ସୁଲକ୍ଷଣି ହୋଇଥାନ୍ତି।

Leave a Reply

Your email address will not be published. Required fields are marked *