ଗୁରୁବାର ଦିନ ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ୱାରା ଭିକାରିବି ହୋଇଯାଏ ରାଜା !

ବନ୍ଧୁଗଣ ବହୁତ ଲୋକ ଆର୍ଥିକ ସମସ୍ୟା ପାଇଁ ବହୁତ ଚିନ୍ତାରେ ରୁହନ୍ତି ଅବା ରୋଗ ପାଇଁବି ଚିନ୍ତାରେ ରୁହନ୍ତି। କିଛି ଲୋକ ଅର୍ଥ ତ ଉପାର୍ଜନ କରନ୍ତି କିନ୍ତୁ ତାଙ୍କ ଘରେ ଉନ୍ନତିହୋଇପାରେ ନାହିଁ। ଯେତେବେ ଆପଣ ଉପାର୍ଜନ କରନ୍ତୁନା କାହିଁକି ତାହା ଫାଲତୁ ଖର୍ଚ୍ଚରେ ଚାଲିଯାଏ। କେତେ ଥର ବେପାର ଏତେ ମାନ୍ଦା ଚାଲେଯେ କିଛିବି ଉପାର୍ଜନହୋଇପାରେ ନାହିଁ। ଏମିତିରେ ବ୍ୟକ୍ତି ବହୁତ ଅଧିକ ଚିନ୍ତାଗ୍ରସ୍ତ ହୋଇଯାଏ। କିନ୍ତୁ ବନ୍ଧୁଗଣ ଆମ ଶାସ୍ତ୍ର ଦ୍ୱାରା କିଛି ଏମିତି କଥା କୁହାଯାଇଅଛି ବା ଏମିତି ଜିନିଷ ବିଷୟରେକୁହାଯାଇଅଛି ଯଦି ଆମେ ତାକୁ ପାଖରେ ରଖିବା ତେବେ ଏହା ଆମ ଭାଗ୍ୟ ବହୁତ ପ୍ରବଳ କରିଦିଏ।

ଆଉ ଯଦି ଆପଣଙ୍କ ଭାଗ୍ୟ ଭଲ ହେବ ତେବେ ଆପଣ ସଫଳତା ନିଶ୍ଚିନ୍ତ ପାଇବେ। ଆଜି ମୁଁ ଆପଣଙ୍କୁ ମୋ ଭିଡ଼ିଓ ମାଧ୍ୟମରେ ସେହି ଉପାୟଟି ବିଷୟରେ ଆଲୋଚନା କରିବି। ଯଦି ଆପଣଙ୍କ ମନ ଭିତରେ କିଛିବି ପ୍ରଶ୍ନ ନରଖି ଏହି ଉପାୟଟି କରିବେ ତେବେ ଆପଣ ନିହାତି ସଫଳ ହେବେ। ତେବେ ଚାଲନ୍ତୁ ଆଜିର ଉପାୟଟିକୁ ଆଲୋଚନା କରିବା। ଏହି ଉପାୟ ଦ୍ୱାରା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଲାଭ ଦେଖିବାକୁ ମିଳିବ। ଏହି ଉପାୟକୁ କେବଳ ଗୁରୁବାର ଦିନହିଁ କରିବାକୁ ହେବ।

ବନ୍ଧୁଗଣ ଗୁରୁବାରଦିନ ସର୍ବପ୍ରଥମେ ଆପଣ ଗାଧୋଇ ହଳଦିଆ ବସ୍ତ୍ର ପିନ୍ଧନ୍ତୁ। ଅର୍ଥାତ ଆପଣ କୌଣସିବି ହଳଦିଆ ବସ୍ତ୍ର ପିନ୍ଧି ନିଅନ୍ତୁ। ଯଦି ଆପଣଙ୍କ ପାଖରେ ହଳଦିଆ ବସ୍ତ୍ର ନାହିଁ ତେବେ ଆପଣ କୌଣସିବି ହଳଦିଆ ରଙ୍ଗର ରୁମାଲ ଅବା ଟାୱାଲର ବ୍ୟବହାର କରିପାରିବେ। ହଳଦୀଆ ବସ୍ତ୍ର ପିନ୍ଧି ଆପଣଙ୍କୁ କଦଳୀ ଗଛ ମୂଳକୁ ଯିବାକୁ ହେବ। ଏହି କଥାର ବିଶେଷ ଧ୍ୟାନ ରଖିବେ ଯେମିତି ଏହି କାର୍ଯ୍ୟ କରିଲାବେଳେ ଆପଣଙ୍କୁ କେହି ଯେମିତି ନପଚାରେ ଆପଣ କ’ଣ କରୁଅଛନ୍ତି।

ଯଦି କଦଳୀ ଗଛ ଆଉ କାହା ବାଡ଼ିରେ ଅଛି ତେବେ ତାଙ୍କୁ ଆପଣ ଅଗରୁହିଁ ଏହି କାର୍ଯ୍ୟ ବିଷୟରେ କହି ଦିଅନ୍ତୁ। କାରଣ ଏହି କାର୍ଯ୍ୟ କରିଲାବେଳେ ଯେମିତି ଆପଣଙ୍କୁ କେହି ନଦେଖେ ଅବା ନପଚାରେ। ପୁରା ଚୁପଚାପ ଗୁରୁବାର ଦିନଆପଣଙ୍କୁ ଏହି କାର୍ଯ୍ୟ କରିବାର ଅଛି। ସେହି କଦଳୀ ଗଛରୁ ଆପଣଙ୍କୁ ତାହାର ଚେର ଟିକେ ଆଣିବାର ଅଛି।

ଯଦି ଆପଣଙ୍କୁ ଅଳ୍ପବି ମିଳିଯିବ ତେବେବି ଆପଣଙ୍କ କାମ ହେଇଯିବ। ତାପରେ ସେହି ଚେରକୁ ଚୁପଚାପ ଆଣି ଗଙ୍ଗାଜଳରେ ଧୋଇନିଅନ୍ତୁ ଏବଂ ହଳଦୀଆ ସୂତାରେ ବାନ୍ଧି ଅପଣଙ୍କ ଧନ ରଖିବା ସ୍ଥାନରେ ଅବା ଆପଣଙ୍କ ପର୍ସରେ ସବୁଦିନ ପାଇଁ ରଖନ୍ତୁ। ଏହା ଦ୍ୱାରା ଆପଣ ଦେଖିବେ ଆପଣଙ୍କର ଧନପ୍ରାପ୍ତିର ମାର୍ଗ ଶୀଘ୍ରହିଁ ଖୁଲିଯିବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ଏବଂ ସଫଳତାରେ ଭରିଯିବ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment