ଆଜି ହିଁ ବଦଳିଲା ଆଧାର କାର୍ଡକୁ ନେଇ ଏହି ସବୁ ନିୟମ, ଜାଣିନିଅନ୍ତୁ ନହେଲେ ଦେବାକୁ ପଡିପାରେ ୧ କୋଟି ପର୍ଯ୍ୟନ୍ତ ଜୋରିମାନା

ଯେ କୌଣସି ଫର୍ମ ଭରିବାକୁ ହେଲେ ପରିଚୟ ପତ୍ର ଦରକାର ପଡିଥାଏ, ଆମ ପାଖରେ ବହୁତ ପ୍ରକାରର ପରିଚୟ ପତ୍ର ଅଚଚି ଯାହା ବିଷୟରେ ଆପଣ ମାନେ ଅବଗତ ଥିବେ ନିଶ୍ଚୟ । କିନ୍ତୁ ବର୍ତ୍ତମ୍ନ ସମୟରେ ଗୋଟେହିଁ ଏହି ସବୁ ପାଇଁ ଯଥେଷ୍ଟ । ଆମେ କଥା ହେଉଛୁ ଆଧାର କାର୍ଡ ବିଷୟରେ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ଆଉ କିଛି ଆଇ ଡି ପ୍ରୁଫ୍ ଦେବାକୁ ପଡିବ ନାହିଁ । ଆଧାର କାର୍ଡରେ ଏକ ୟୁନିକ୍ ଭେରିଫିକେନ୍ କୋର୍ଡ ଲେଖା ହୋଇଥାଏ, ଯାହା ବ୍ୟକ୍ତିର ପରିଚୟ ହୋଇଥାଏ ।

ଆଧାର କାର୍ଡ ପରିବାରର ସବୁ ସଦସ୍ୟଙ୍କୁ ମିଳିପାରିଥାଏ । ଏହାର କୌଣସି ଆୟୁ ସୀମା ନଥାଏ । ଆପଣଙ୍କୁ କିଛି କାମ ଆଧାର କାର୍ଡ ବିନା କରିପାରିବେ ନାହିଁ । ରାଷ୍ଟ୍ରପତି ରାମନାଥ କୋବିଦ ନୂଆ ବ୍ୟାଙ୍କ୍ ଏକାଉଣ୍ଟ ଖୋଲିବା ଓ ସିମ୍ କାର୍ଡ ନେବାପାଇଁ ଆଧାର କାର୍ଡ ଆଇ ଡି ହିସାଅରେ ଓ ସ୍ୱଚ୍ଚିକ ପ୍ରୟୋଗ ସଂବନ୍ଧୀ ଅଧ୍ୟାଦେଶ ମଞ୍ଜୁର କରିଛନ୍ତି । ଏଥିପାଇଁ ଆପଣ ନିଜ ଇଚ୍ଛା ଅନୁସାରେ ପରିଚୟ ପତ୍ର ଦେବାପାଇଁ ଆଧାର କାର୍ଡ ଦେବାକୁ ପଡିଥାଏ । ଆଧାର କାର୍ଡ ଦ୍ୱାରା ସରକାରଙ୍କ ତରଫରୁ ଆସିଥିବା ବିଲ୍ ରାଜ୍ୟସଭାରେ ମଞ୍ଜୁରି ମିଳି ନଥିଲା ସେଥିପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି ।

ଏହି ନୂଆ ଅଧ୍ୟାଦେଶ ଦ୍ୱାରା କିଛି ନୂଆ ନିୟମ କରାଯାଈଛି । ଏହି ନିୟମ ଅନୁସାରେ ଆଧାର କାର୍ଡକୁ ଦୁ ବ୍ୟବହାର କରିବା ସଂବନ୍ଧୀ ଅଟେ । ଏହାକୁ ପାଳନ ନକଲେ କମ୍ପାନୀ ଏକ କୋଟି ଟଙ୍କା ଜୋରିମାନା ଦେଇଥାନ୍ତି ଯଦି ଏହି ରାଶି ଦେଲେ ନାହିଁ ତେବେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗିପାରେ । ଏହି ନୂଆ ନିୟମ ଲାଗୁ ହେବାପରେ ସେବା ପ୍ରଦତ୍ତା ଓ କମ୍ପାନୀଗୁଡିକ ସ୍ୱଚ୍ଛିକ ହିସାବରେ ଆଧାର କାର୍ଡ କୁ ଆଇ ଡି ହିସାବରେ ଲୋକଙ୍କ ବାୟୋମାଟ୍ରିକ୍ସ ସୁଚନା ଓ ଆଧାର କାର୍ଡ ସଂଖ୍ୟାର ପତ୍ତା କରିପାରିବ ନାହିଁ ଏହା ଛଡା ଯେଉଁ ଲୋକ ଆଧାର ନମ୍ବର ରଖନ୍ତି ନାହିଁ । ତାଙ୍କ ବ୍ୟାଙ୍କ୍ ଏକାଉଣ୍ଟ ଖୋଲିବା ଓ ସିମ୍ କାର୍ଡ ନେବାରୁ ବଞ୍ଚିତ ହୋଇଯାଆନ୍ତି ।

ନୁଆ ନିୟମ ଲାଗୁହେଲା ଆଧାର କାର୍ଡର

୧୮ ବର୍ଷ ବୟସ ପାର୍ ହେଲା ପରେ ନାବାଳିକ ଆଧାର କାର୍ଡ ଧାରକ ନିଜର ଆଧାର ସଂଖ୍ୟା ରଦ୍ଧ କରିପାରିବେ ।

ନୁଆ ନିୟମ ଲାଗୁହେବା ଦ୍ୱାରା ଆଧାର ଧାରକ ସହମତିରେ ଆଧାର ସଂଖ୍ୟା ଓ ଅଫଲାଇନ୍ କିମ୍ବା ଅନ୍ୟ କେଉଁ ତରିକାରେ ଭୌତିକ କିମ୍ବା ଇଲୋକ୍ଟ୍ରୋନିକ୍ସ ସତ୍ୟାପନ କରାଯାଇପାରିବ ।

ଆଧାର ଆକ୍ଟ ଧାରା ୫୭ ରେ ଏହି ନୁଆ ଅଧ୍ୟାଦେଶ ପ୍ରଭାବି ହେବ ନାହିଁ । ଏହି ଧାରାରେ ଅନ୍ତର୍ଗତ ପ୍ରାଇଭେଟ୍ କମ୍ପାନୀ ଗୁଡିକ ଆଧାର୍ ଡାଟା ବ୍ୟବହାର କରିପାରିବେ ।

 

ପରିଚୟ ପତ୍ର ସତ୍ୟାପନ କରିବାପାଇଁ ଆଧାର ଡାଟା ବ୍ୟବହାର କରିବା ଉପରେ ୩୩ ବର୍ଷ ଜେଲ୍ ଓ ଜୁର୍ମାନା ଲାଗିବ ।

ଏହି ମାମଲାରେ ଯଦି କେଉଁ କମ୍ପାନୀ ଦୋଷୀ ହେଲା ତେବେ ଜୋରିମାନା ହିସାବରେ ୧ଲକ୍ଷ ଟଙ୍କା ଦେବାକୁ ହେବ ।

Leave a Reply

Your email address will not be published. Required fields are marked *