ଘରେ ଧନର ଅଭାବ ଦେଖାଦେଉଥିଲେ କରନ୍ତୁ କର୍ପୁର ର ଏହି ଉପାୟ – ଯାହା ଆପଣଙ୍କୁ କରିଦେବ କୋଟିପତି

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଉପାୟ ଯାହାକୁ ପ୍ରୟୋଗ କରି ଆପଣ ଗରିବୀରୁ ମୌକ୍ୟ ପାଇ ପାରିବେ । ଆଜିକାଲି କିଏ ବା ଧନୀ ହେବାକୁ ନ ଚାହେଁ । କିନ୍ତୁ ସମସ୍ତେ ଧନୀ ହେବା ସମ୍ଭବ ହୁଏ ନାହିଁ , କାହିଁକି ନା ସମସ୍ତଙ୍କର ଭାଗ୍ୟ ସେମାନଙ୍କ ସାଥ ଦିଏ ନାହିଁ । ତେବେ ଆଜି ଆମେ ଯେଉଁ ଉପାୟ କହିବୁ ତାହା କରିବା ଦ୍ଵାରା ଯେଉଁ ବ୍ୟକ୍ତି ସବୁବେଳେ ଧନର ଅଭାବରେ ରୁହେ ସେ ମଧ୍ୟ ଧନୀ ହୋଇପାରିବେ । ଏହା ହେଉଛି ଏକ ସହଜ ସରଳ ଘରୋଇ ଉପାୟ । କେବଳ କିଛିଟା କର୍ପୁରକୁ ନେଇ ଏହି ଉପାୟ କରାଯିବ ।

ତେବେ ଆପଣ ସମସ୍ତେ ତ ଜାଣିଥିବେ କର୍ପୁରର ଉପଯୋଗ ଘରେ ପୂଜା ପାଠ ପାଇଁ ହୋଇଥାଏ ।  ଏହାର ଉପଯୋଗ ଭଗବାନଙ୍କର ଆଳତି କରିବାରେ କରାଯାଏ । ଏହାଦ୍ବାରା ପରିବେଶ ସ୍ବଚ୍ଛ ହେବା ସହ ଭଗବାନ ମଧ୍ୟ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହି କର୍ପୂରକୁ ପ୍ରୟୋଗ କରି ନା ତ କେବଳ ଆମେ ଧନ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇପାରିବା ବରଂ ଆହୁରି ଅନେକ ସମସ୍ଯାରୁ ମଧ୍ୟ ମୁକ୍ତି ପାଇପାରିବା ।  ତେବେ ଆସନ୍ତୁ ଜାଣିବା କର୍ପୁରକୁ ପ୍ରୟୋଗ କରି କେମିତି ଆମେ ଆମର ଅନେକ ପ୍ରକାରର ସମସ୍ଯା ସବୁ ଦୂର କରିପାରିବା ।

ଧନସମ୍ବନ୍ଧିତ ସମସ୍ୟା ପାଇଁ :

ଜୀବନରେ ଯଦି ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଉଛି ତେବେ କର୍ପୂରର ଏହି ଉପାୟ ନିଶ୍ଚୟ କରନ୍ତୁ ଦେଖିବେ କେବେବବି ଜୀବନରେ ଧନର ଅଭାବ ଦେଖାଦେବ ନାହିଁ। ତେବେ ଏହି ଉପାୟଟି ହେଲା, ପ୍ରତ୍ୟକ ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟିଏ ଚାନ୍ଦିର ଗିନାରେ କର୍ପୁର ଓ ଲବଙ୍ଗକୁ ଜଳାଇଦିୟନ୍ତୁ । ପ୍ରତ୍ୟକ ଦିନ ଏହି ଉପାୟ କରିଲେ ଆପଣଙ୍କର ଧନ ବୃଦ୍ଧି ହେବ ଓ ଦରିଦ୍ରତା ଦୂର ହେବ ।

ଦୁର୍ଘଟଣାରୁ ବଞ୍ଚିବା ପାଇଁ:

ଆଜିକାଲି ଯେଉଁଭଳି ଲୋକମାନେ ଅନ୍ଯମନସ୍କ ହୋଇ କାମ କରୁଛନ୍ତି ସେଥିରେ ନୀତିଦିନ କୌଣସି ନା କୌଣସି ଦୂର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଯଦି ଆପଣଙ୍କ ସହ ମଧ୍ୟ ସେହିଭଳି କିଛି ହେଉଛି ତେବେ ସେଥିରୁ ରକ୍ଷା ପାଇବା ପାଇଁ ଏହି ସହଜ ସରଳ ଉପାୟ ନିଶ୍ଚୟ କରନ୍ତୁ ।  ରାତ୍ରି ସମୟରେ କର୍ପୁର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ , ଏହି ଉପାୟ ପ୍ରତ୍ୟକ ଦିନ କରିଲେ ଆପଣ ସମସ୍ତ  ପ୍ରାକୃତିକ ଓ ଅପ୍ରାକୃତିକ ଦୂର୍ଘଟଣାରୁ ରକ୍ଷା ପାଇପାରିବ ।

ବାସ୍ତୁଦୋଷ ଥିଲେ କରନ୍ତୁ ଏହି ଉପାୟ :

ଆପଣ ମାନେ ତ ଜାଣିଥିବେ ଯେଉଁଘରେ ବାସ୍ତୁଦୋଷ ଥାଏ ସେହି ଘରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ। ତେବେ ଏହି ବାସ୍ତୁ ଦୋଷ ଦୂର କରିବା ପାଇଁ ଯଦି ଆପଣ ଚାହୁଁଛନ୍ତି ତେବେ ଦୁଇଟି କର୍ପୁର ଆଣି ଘରର ମୁଖ୍ୟ ଦ୍ଵାରରେ ଏକ ଲାଲ କପଡାରେ ଗୁଡାଇ ରାଖୀ ଦିଅନ୍ତୁ, ଯେବେ ଏହା ମିଳେଇଯିବ ସେଥିରେ ଆଉ ଦୁଇଟି ନୂଆ କର୍ପୁର ରଖି ଦିଅନ୍ତୁ । ଏହିଭଳି କରିଚାଲନ୍ତୁ ଦେଖିବେ ବହୁତ କମ ଦିନ ଭିତରେ ଆପଣଙ୍କ ଘରେ ଥିବା ସମସ୍ତ ବାସ୍ତୁ ସମ୍ବନ୍ଧିତ ସମସ୍ୟା ଦୂର ହୋଇ ସୁଖ ଶାନ୍ତି ବିରାଜମାନ କରିବ ।

Leave a Reply

Your email address will not be published. Required fields are marked *