ଯଦି ଆପଣଙ୍କ ନାମ ମଧ୍ୟ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଏହି ପୋଷ୍ଟ ଥରେ ନିଶ୍ଚୟ ଦେଖନ୍ତୁ

ଏହା ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଦୁନିଆରେ ପ୍ରତେକ ବ୍ୟକ୍ତି ନେଚର ଅଲଗା ଅଲଗା ହୋଇଥାଏ । ସବୁ ବ୍ୟକ୍ତିଙ୍କ ସ୍ଵଭାବ ଦୁନିଆରେ ନିଜର ଗୋଟେ ଗୋଟେ ପରିଚୟ ବନେଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆମେ ରାଶି ଅନୁସାରେ ବା ନାମ ପ୍ରଥମ ଅକ୍ଷର ଅନୁଯାଇ କୌଣସି ବ୍ୟକ୍ତି ସ୍ଵଭାବ ବିଷୟରେ ସହଜରେ ଜାଣିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ନାମ ଇଂରାଜୀ ଅକ୍ଷର ଏ, ଏସ, ଆର ଓ ଏମ ଆରମ୍ଭ ହୋଇଥାଏ ।

Image Courtesy: Google

ଏ :

ଏ ନାମ ବ୍ୟକ୍ତି ସ୍ଵଭାବରେ ବହୁତ ଜିଦ୍ଦି ଏବଂ ମଜାଳିଆ ହୋଇଥାନ୍ତି, ଏହି ଲୋକ ଦେଖିବା ପାଇଁ ବହୁତ ଆକର୍ଷିତ ହୋଇଥାନ୍ତି ଓ ନିଜ ଆକର୍ଷଣ ଦ୍ଵାରା ଅନ୍ୟ ଲୋକଙ୍କୁ ନିଜ ଦିବାନା ବନେଇଥାନ୍ତି । ଏମିତି ଲୋକଙ୍କ ବିଚାର ଅଲଗା ଲୋକଙ୍କ ଠାରୁ ବହୁତ ଭିନ୍ନତା ହୋଇ ଥାଏ ।

ଏସ :

ଏହି ନାମ ବ୍ୟକ୍ତି ସବୁବେଳେ ସକାରାତ୍ମକ ହୋଇ ଥାନ୍ତି ଏବଂ ସମସ୍ତଙ୍କ ସହ ମିଳି ମିସି ଚଳିବା ପସନ୍ଦ କରନ୍ତି । ସେହି ଲୋକ ବହୁତ ଏକଟିବ ଏବଂ ଊର୍ଜାପୂର୍ଣ ହୋଇ ଥାନ୍ତି । ଏମିତି ଲୋକ ବହୁତ କମେଡିଅନ ହୋଇ ଥାନ୍ତି ଏବଂ ନିଜ ଜୀବନକୁ ଏଁଜୟ କରି ବଞ୍ଚିବା ପସନ୍ଦ କରନ୍ତି । ଏହି ଲୋକଙ୍କ ବୁଦ୍ଧି ବହୁତ ପ୍ରଖର ହୋଇ ଥାଏ ।

Image Courtesy: Google

ଆର :

ଏହି ନାମ ବ୍ୟକ୍ତି ନିଜ ପାର୍ଟନରକୁ ବହୁତ ଭଲ ପାଇ ଥାନ୍ତି । ଏହି ଭଳି ଲୋକ ପାରିବାରିକ ନହୋଇ ପାରନ୍ତି କିନ୍ତୁ ନିଜ ପାର୍ଟନରକୁ କୌଣସି ଅସୁବିଧା ରେ ଏକୁଟିଆ ଛାଡିବେ ନାହିଁ । ଏହି ଲୋକ ମାନେ ନିଜ ଜୀବନ ରେ ବହୁତ ସଂଘର୍ଷ କଲା ପରେ ଉନ୍ନତି ପାଇ ଥାନ୍ତି ।

Image Courtesy: Google

ଏମ :

ଏହି ନାମ ବ୍ୟକ୍ତି କୌଣସି କାର୍ଯ୍ୟ ବହୁତ ଶୀଘ୍ର ଶିଖି ଯାଆନ୍ତି, ଏହି ବ୍ୟକ୍ତି ନିଜ ଭବିଷ୍ୟତରେ ବହୁତ ଉନ୍ନତି ପାଇ ଥାନ୍ତି । ଏହି ଲୋକଙ୍କର ସମାଜ ରେ ବହୁତ ମାନ ସମ୍ମାନ ଓ ପ୍ରତିଷ୍ଠା ହୋଇ ଥାଏ । କୌଣସି କାର୍ଯ୍ୟରେ ବହୁତ ଧୀର ହୋଇ ଥାନ୍ତି । କେତେକ ଲୋକ କାର୍ଯ୍ୟ ନକରିବା ପାଇଁ ଦୂର ଦୂର ମଧ୍ୟ ରୁହନ୍ତି ତେବେ ଏହି ଭଳି ଲୋକ ନିଜ କାର୍ଯ୍ୟ କରେଇବା ପାଇଁ ଲୋକଙ୍କୁ ଓଲା ବନେଇଥାନ୍ତି ।

Leave a Reply

Your email address will not be published. Required fields are marked *