ପାରିବାରିକ କଳହର କରୁଣ ପରିଣତି, ନିଜ ଜନ୍ମକଲା ଛୁଆଙ୍କୁ କୂଅ ଭିତରକୁ ଠେଲିଦେଲା ମା’… କାରଣ ଜାଣି ବିଶ୍ଵାସ ହେବନି

ଆପଣମାନେ ପାରିବାରିକ କ-ଳ-ହ ଦେଖିଥିବେ କିମ୍ବା ଶୁଣିଥିବେ । ପ୍ରାୟତଃ ସମସ୍ତଙ୍କ ଘରେ ଘରେ ଏହା ହୋଇଥାଏ । ବି-ବା-ଦ ଅଧିକ ବଢିଗଲେ ଶେଷରେ ଘରର କୌଣସି ସଦସ୍ୟ ଘର ଛାଡି ପଳାଏ କିମ୍ବା ଆ-ତ୍ମ-ହ-ତ୍ୟା କରିଥାଏ । ନଚେତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି କ-ଳ-ହ ହେଉଛି ତେବେ ସେମାନଙ୍କ ମଧ୍ୟରୁ ଜଣେ କେହି ଘର ଛାଡି ପଳାଏ ନଚେତ ଆ-ତ୍ମ-ହ-ତ୍ୟା କରିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଘ-ଟ-ଣା ବିଷୟରେ କହିବୁ ଯେଉଁଠି ସ୍ଵାମୀ ଓ ସ୍ତ୍ରୀର ଝ-ଗ-ଡାର ଫଳ ସ୍ଵରପ ସେମାନଙ୍କର ସନ୍ତାନଙ୍କ ଜୀବନ ଚାଲିଗଲା । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଳିମାହାରେ ହୃଦୟକୁ ଥରେଇ ଦେଉଥିବା ଏକ ଅଦ୍ଭୁତ ଘ-ଟ-ଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ପ୍ରଥମେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବି-ବା-ଦ ଆରମ୍ଭ ହେଲା ଓ ଏହା ଧୀରେ ଧୀରେ ବଢି ଚାଲିଲା ।

ଶେଷରେ ମହିଳା ଜଣକ ନିଜର ଜନ୍ମକଲା ପୁଅ ଓ ଝିଅକୁ ଅତି କ୍ରୁ-ର-ତାର ସହ ପାଖରେ ଥିବା କୂଅରେ ଠେଲି ଦେଲା । ଏହା ପରେ ସାହି ପଡିସା ଲୋକମାନଙ୍କୁ ଯେତେବେଳେ ଏହା ବିଷୟରେ ଜଣା ପଡିଲା ତେବେ ସେମାନେ ସଙ୍ଗେ ସଙ୍ଗେ ଏହି ଦୁଇ ପିଲାଙ୍କୁ କୂଅ ଭିତରୁ ଉଦ୍ଧାର କରି ପାଖରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଦୁଃଖର କଥା ଏହା ଅଟେ କି ଡାକ୍ତର ଏହି ପୁଅ ଓ ଝିଅକୁ ମୃ-ତ ବୋଲି କହିଥିଲେ ।

ଯଦି ଆପଣ ଏହି ପୁଅ ଓ ଝିଅର ଫଟୋ ଦେଖିବେ ତେବେ ଆପଣଙ୍କୁ ବି ଏମାନଙ୍କ ପ୍ରତି ମାୟା ଲାଗିଯିବ ଓ ଚିନ୍ତା କରିବେ ଏହିଭଳି ଛୁଆକୁ ମା-ରିବା ପାଇଁ ସେହି ମା’ ର ହାତ କେମିତି ଉଠିଥିବ । ଏହି ଘ-ଟ-ଣା ପରେ ସେହି ଅଞ୍ଚଳରେ ବର୍ତ୍ତମାନ ସମସ୍ତଙ୍କ ମୁହଁରେ କେବଳ ଘ-ଟ-ଣାକୁ ନେଇ ଚର୍ଚା ଚାଲିଛି ଓ ସମସ୍ତେ ଦୁଖିତ ମଧ୍ୟ ହୋଇ ଯାଇଛନ୍ତି । କୁହାଯାଉଛି କି ପିଲାମାନଙ୍କୁ କୂଅରେ ଫିଙ୍ଗି ଦେବା ପରେ ମା ନିଜେ ବି ଆ-ତ୍ମ-ହ-ତ୍ୟା କରିବା ପାଇଁ ଉଦ୍ୟମ କରିଥିଲା । କିନ୍ତୁ ଭୟଭୀତ ହୋଇ ନିଜେ ଆ-ତ୍ମ-ହ-ତ୍ୟା କରି ନ ଥିଲା ।

ଘ-ଟ-ଣା କିଛି ଏହିଭଳି ଅଟେ । ଗତକାଲି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା । ଝ-ଗ-ଡା ପରେ ସ୍ତ୍ରୀ ନିଖୋଜ ହୋଇଗଲା । କିନ୍ତୁ ଆଜି ସକାଳେ ଜଣା ପଡିଲା କି ସେହି ମହିଳା ଜଣକ ନିଜର ପୁଅ ଓ ଝିଅକୁ ଏକ କୂଅରେ ଠେଲି ହ-ତ୍ୟା କରିଛି, ନିଜେ ସେହି କୂଅ ପାଖରେ ବସି କାନ୍ଦୁଛି । ଏହା ପରେ ଲୋକମାନେ ସେହି ସ୍ଥାନକୁ ଯାଇ ଯେତେବେଳେ ମହିଳାକୁ କନ୍ଦିବାର କାରଣ ପଚାରିଲେ ତେବେ ମହିଳା ଜଣକ ସମସ୍ତ ଘ-ଟ-ଣା ବିଷୟରେ କହିଲା ।

ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଅଗ୍ନିସମ ବିଭାଗକୁ ସୂଚନା ଦେଲେ ଓ ଅଗ୍ନିସମ ବିଭାଗର କର୍ମଚାରୀମାନେ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ପହଞ୍ଚି ଉଭୟ ଓ ପୁଅ ଓ ଝିଅକୁ କୂଅ ଭିତରୁ ଉଦ୍ଧାର କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେହି ସମୟ ପର୍ଯ୍ୟନ୍ତ ସେମାନଙ୍କର ଜୀବନ ଚାଲିଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *