ଆପଣଙ୍କ ପୁରୁଣା ଆକାଉଣ୍ଟକୁ ବନାନ୍ତୁ ଜନଧନ ଖାତା ,୫୦୦-୫୦୦ ଟଙ୍କା ସହିତ ମିଳିବ ଏହି ୧୦ ଟି ସୁବିଧା

କୋରୋନା ଭାଇରସ ମହାମାରୀ ସମୟରୁ ମୋଦୀ ସରକାର ମହିଳା ଜନଧନ ଖାତାରେ ପଇସା ପଠାଉଛନ୍ତି । ଜନଧନ ଖାତା ଧାରୀଙ୍କ ଆକାଉଣ୍ଟ ରେ ତୃତୀୟ ଥର ପାଇଁ ଓ ଶେଷ କିସ୍ତି ଜମା କରାଯାଇଛି । ଏହା ପୂର୍ବରୁ ସରକାର ୨ ଥର ୫୦୦ -୫୦୦ ର କିସ୍ତି ପଠେଇଛନ୍ତି । ବ୍ୟାଙ୍କରେ ଭିଡ ନ ଲାଗିବା ପାଇଁ ବ୍ୟବସ୍ତା କରାଯାଇଛି । ଆକାଉଣ୍ଟ ନମ୍ବର ସଂଖ୍ୟା  ଆଧାରରେ ପଇସା କାଢିବାର ସୁବିଧା ଦିଆଯାଇଛି । ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି ମୋଦୀ ସରକାର ନିଜ କାର୍ଯ୍ୟ କାଳରେ ଜନଧନ ଯୋଜନାର ଆରମ୍ଭ କରିଥିଲେ ।

Image Courtesy: Google

ଏହି ଯୋଜନା ଦ୍ଵାରା ଦେଶର ଗରିବ ଲୋକଙ୍କ ଖାତା ଜିରୋ ବାଲାନ୍ସରେ ବ୍ୟାଙ୍କ, ପୋଷ୍ଟଅଫିସ, ରାଷ୍ଟ୍ରୀୟକୃତ ବ୍ୟାଙ୍କରେ ଖୋଲା ଯାଏ । ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ଦ୍ଵାରା ଖୋଲିଥିବା ଆକାଉଣ୍ଟ ରେ ବହୁତ କିଛି ସୁବିଧା ଦିଆଯାଇଛି । ଆସନ୍ତୁ ଜାଣିବା ଏହି ଖାତାରେ କେଉଁ କେଉଁ ସୁବିଧା ମିଳୁଛି । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଏହି ସୁବିଧାର ଲାଭ ସେହି ଲୋକଙ୍କୁ ମିଳିବ, ଯାହାର ଖାତା ଆଧାର ସହିତ ଲିଙ୍କ ଥିବା।

ଏହି ଆକାଉଣ୍ଟର ଫାଇଦା :-

୬ ମାସ ପରେ ଓଭରଡ୍ରାଫ୍ଟ ସୁବିଧା

୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟ ଇଂନସୁରେନ୍ସ

୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଇଫ କଭର, ଯାହା ଲାଭର୍ଥ ର ମୃତ୍ୟୁ ଉପରେ କିଛି ସର୍ତ୍ତ ସାରିଲା ପରେ ମିଳିଥାଏ ।

ଡିପୋଜିଟ ଉପରେ ସୁଧ ମିଳିଥାଏ ।

ଖାତା ସହିତ ଫ୍ରୀ ମୋବାଇଲ ବ୍ୟଙ୍କିଙ୍ଗ ର ସୁବିଧା ବି ଦିଆଯାଉଛି ।

Image Courtesy: Google

ଜନଧନ ଖାତା ଖୋଲିଲେ ରୂପେ ଡେବିଟ କାର୍ଡ ଦିଆଯାଉଛି, ଯେଉଁଥିରେ ସେ ନିଜ ଆକାଉଣ୍ଟ ରୁ ପଇସା ଉଠେଇ ପାରିବେ ଓ କିଣା କିଣି କରିପାରିବେ ।

ଜନ ଧନ ଖାତା ଜରିଆରେ ବୀମା, ପେନସନ ପ୍ରଡକ୍ଟସ କିଣି ପାରିବେ ।

ଜନ ଧନ ଖାତାରେ ପି ଏମ କିଶାନ ଓ ଶ୍ରମଯୋଗୀ ମାନ ଧନ ଭଳି ଯୋଜନାରେ ପେନସନ ପାଇଁ ଖାତା ଖୋଲିପାରିବା ।

ସାରା ଦେଶରେ ପଇସା ଟ୍ରାନ୍ସଫର ର ସୁବିଧା

ସରକାରୀ ଯୋଜନାର ଫାଇଦା ର ସିଧା ପଇସା ଖାତା କୁ ଆସେ ।

କେମିତି ଖୋଲାଯିବା ଖାତା :-

Image Courtesy: Google

ନୂଆ ଖାତା ଖୋଲିବା ପାଇଁ କରିବା ପାଇଁ ପଡିବ ଏହି କାମ । ଯଦି ଆପଣ ନୂଆ ଜନ ଧାନ ଖାତା ଖୋଲିବା ପାଇଁ ଚହୁଁଛନ୍ତି ,ପାଖ ବ୍ଯାଙ୍କ କୁ ଯାଇ ଖୋଲି ପାରିବେ । ସେଥିପାଇଁ ବ୍ୟାଙ୍କରେ ଗୋଟେ ଫର୍ମ ଭରିବାକୁ ପଡିବ । ସେଥିରେ ନାମ, ମୋବାଇଲ ନମ୍ବର, ବ୍ୟାଙ୍କ ବ୍ରାଞ୍ଚର ନାମ, ଆବେଦନ କରିଥିବା ବ୍ଯକ୍ତିର ଠିକଣା, ନୋମିନୀ, ବ୍ୟବସାୟ / ରୋଜଗାର, ବାର୍ଷିକ ଆୟ ବ ଆଶ୍ରିତ ଙ୍କ ସଂଖ୍ୟା, ୱାର୍ଡ ନମ୍ବର, ଗାଁ ର ପିନ ବା ଟାଉନ ର କୋଡ ଦେବାକୁ ପଡିଥାଏ ।

ପୁରୁଣା ଖାତାକୁ ଏମିତି ବନନ୍ତୁ ଜନ ଧନ ଖାତା:-

Image Courtesy: Google

ଆପଣଙ୍କର ଯଦି ପୂରଣ ଆକାଉଣ୍ଟ ଅଛି  ତାକୁ ଜନ ଧନ ଖାତାରେ ବଦଳାଇବା ସହଜ ଅଟେ । ସେଥିପାଇଁ ବ୍ୟାଙ୍କ ବ୍ରାଞ୍ଚ କୁ ଯାଇ ଆବେଦନ କରିବାକୁ ପଡିବ ଓ ଗୋଟେ ଫର୍ମ ଭରିଲା ପରେ ବ୍ୟାଙ୍କ ଆକାଉଣ୍ଟ କୁ ଜନଧନ ଯୋଜନାକୁ ତ୍ରାସଫର କରିଦିଆଯିବ ।

ଏ ହି ଡକ୍ୟୁମେଣ୍ଟ  ନିହାତି ଆବଶ୍ୟକ :-ଆଧାର କାର୍ଡ ,ପାସପୋର୍ଟ,ଡ୍ରାଇଭିଂ ଲେଇସେନ୍ସେ ,ପ୍ୟାନ କାର୍ଡ ,ଭୋଟର ପରିଚୟ ପାତ୍ର ,ନ୍ରେଗା ଜବ କାର୍ଡ, ଅଥିରିଟୀଭୁକ୍ତ ରୁ ମିଳିଥିବା ଚିଠି ,ଯେଉଁଥିରେ ନାଁ,ଠିକଣା ଓ ଆଧାର ନମ୍ବର ,ଗ୍ୟାଜେଟେଡ ଅଫିସର ଆଉଥରେ ଜାରି କରିଥିବା ଚିଠି ଯେଉଁଥିରେ ଖାତା ଖୋଲିବା ପାଇଁ ଆଟେସ୍ଟେଡ ଫୋଟୋ ଥିବା ।

Leave a Reply

Your email address will not be published. Required fields are marked *