ନିଜର ଦ୍ଵିତୀୟ ବିବାହ ର ମିଥ୍ୟା ପ୍ରଚାରକୁ ନେଇ ରାଗିଲେ Anu Choudhury, ଶ୍ରୀତମ ଙ୍କୁ ବାହା ହେବାର ପ୍ରକୃତ ସତ କହିଲେ ଅନୁ, ଦେଖନ୍ତୁ Video

ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନଙ୍କୁ ମଧ୍ୟରୁ ଅଭିନେତା ଶ୍ରିତମ ଓ ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ଦୁହେଁ ବହୁତ ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ସୂଚନା ଅନୁସାରେ ଅନୁ ଚୌଧୁରୀ ଓ ଶ୍ରିତମ ଦୁହେଁ ବହୁତ ଦିନ ପରେ ଏକାଠି ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଯେଉଁ ଫିଲ୍ମ ଏହି ଦୁଇ କଳାକାର କରିବାକୁ ଯାଉଛନ୍ତି ତାହାର ନାଁ ରହିଛି “ମା ର ମମତା” । ଲକ ଡାଉନ ଉଠିବା ଯୋଗୁ ଏହି ଫିଲ୍ମର ଶୁଟିଙ୍ଗ କାମ ଆରମ୍ଭ ହୋଇଛି । ଏହା ଛଡା ଦୁହେଁ ମା ଓ ବାପା ଚରିତ୍ରରେ ଅଭିନୟ କରିବାର ନଜର ଆସିବେ । ଏହି ଫିଲ୍ମରେ ଅନୁ ଚୌଧୁରୀ ବହୁତ ପ୍ରକାରର ଚରିତ୍ରରେ ନଜର ଆସିବେ ।

ସେ ଅନେକ ସମୟରେ ନୂଆ ବୋହୁ ବେଶ ହେଉଛନ୍ତି ତ ଆଉ କେତେକ ଚରିତ୍ରରେ ପୁରା ସିମ୍ପଲ ଚରିତ୍ର ରେ ନଜର ଆସିବେ । ଏହି ଭିଡିଓରେ ଦିଗ ଭାଇ ନଜର ଆସୁଛନ୍ତି ଯିଏ ଏ ଫିଲ୍ମର ଚିଫ ଆସୋସିଏଟ ଭାବେ କାମ କରୁଛନ୍ତି । ଓଡିଶାର ନମ୍ବର ୱାନ ଡାଇରେକ୍ଟର ଚଣ୍ଡୀ ଭାଇ ଏହି ଫିଲ୍ମର ଲେଖକ ଅଟନ୍ତି । ଏହି ଫିଲ୍ମର ପୁରା କାହାଣୀ ଗୋଟେ ମା ର ଚରିତ୍ରରେ ଆଧାରିତ ହୋଇଛି । ଏହି ଫିଲ୍ମରେ ପ୍ରିୟଙ୍କା ମହାପାତ୍ର ଶ୍ରିତମ ଓ ଅନୁ ଚୌଧୁରୀଙ୍କର ବୋହୁ ଚରିତ୍ରରେ ଅଭିନୟ କରିବେ ଯାହା ଏହି ଭିଡିଓରେ ସେ କହିଛନ୍ତି ।

ଅଭିନେତ୍ରୀ ପ୍ରିୟଙ୍କା ବୋହୁ ଚରିତ୍ରରେ ବହୁତ ରାଗି ଓ ଚିଡିବା ଭଳି ଭୂମିକାରେ ନଜର ଆସିବେ । କିନ୍ତୁ ସେ ତାଙ୍କ ରିୟଲ ଲାଇଫରେ ଏପରି ନୁହନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ଏହା ଛଡା ଅଭିନେତ୍ରୀ ସୁଶ୍ରୀ ପ୍ରଥମ ଥର ପାଇଁ “ମା ର ମମତା” ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଟିଭି ସିରିଏଲ ଅଭିନେତା ରାଜା ପ୍ରଥମ ଥର ପାଇଁ ଶ୍ରିତମ ଓ ଅନୁ ଚୌଧୁରୀଙ୍କର ପୁଅ ଭୂମିକାରେ ନଜର ଆସିବେ ।

ଏହା ଛଡା ଟିଭି ସିରିଏଲ ଅଭିନେତା ଶ୍ରୀକାନ୍ତ ଭାଇ ମଧ୍ୟ “ମା ର ମମତା” ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର କନସେପ୍ଟ ବହୁତ ଭଲ ରହିଛି ବୋଲି ଶ୍ରୀକାନ୍ତ ଭାଇ କହିଛନ୍ତି । ଏହି ଫିଲ୍ମରେ ଅନେକ ନୂଆ ନୂଆ ଚରିତ୍ର ସହ ନୂଆ କାହାଣୀ ମଧ୍ୟ ରହିଛି । ଆଶା କରୁଛୁ “ମା ର ମମତା” ଫିଲ୍ମ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ ।

ଏହି ଫିଲ୍ମରେ ଅଭିନୟ କରୁଥିବା କଳକାର ମାନେ ମଧ୍ୟ ଲାଇଭ ଭିଡିଓ ଆସି ଏହି ଫିଲ୍ମ ଟି ସଫଳ ହେଉ ବୋଲି ନିଜ ମତରେ ରାଏ ଦେଇଛନ୍ତି । ତେବେ ନୂଆ ଫିଲ୍ମ “ମା ର ମମତା” କେବେ ରିଲିଜ ହେବ ତାହା ଅପେକ୍ଷାରେ ଦର୍ଶକ ମାନେ ଅଛନ୍ତି । ଏଠାରେ ଶ୍ରିତମ ଓ ଅନୁ ଚୌଧୁରୀଙ୍କ ଦିତୀୟ ବିବାହକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ତାହା କେବଳ ଫିଲ୍ମ ଦୁନିଆ ପାଇଁ ରିୟଲ ଲାଇଫରେ ନୁହେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *