ନିଜ Loverର ନାଁ ଭାବି ବାଛନ୍ତୁ 1 ହୃଦୟରୁ ଓ ଜାଣନ୍ତୁ ଆପଣ ତାଙ୍କର କେତେ ନମ୍ବର ପ୍ରେମ ଅଟନ୍ତି ? Love Quiz

ବନ୍ଧୁଗଣ ଆପଣଙ୍କର ପ୍ରେମ ମଧ୍ୟରୁ କେଉଁଟା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରହିଛି ଆସନ୍ତୁ ଜାଣିବା । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଚିତ୍ର । ଆପଣଙ୍କୁ ଯେ କୌଣସି ଗୋଟିଏ ଦୀପ ଚୟନ କରିବାକୁ ହେବ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ପ୍ରେମ କେଉଁ ପ୍ରକାରର ଅଟେ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡ ର ସମୟ ଦିଆଯିବ । ତେବେ ଆସନ୍ତୁ ଆରମ୍ଭ କରିବା ଲାଭ କୁଇଜ ଗେମ । ଯାହା ଆପଣଙ୍କୁ ବହୁତ ମଜା ଲାଗିବା ସହ ଏହା ଖୁବ ରୋମାଞ୍ଚକର ମଧ୍ୟ ଅଟେ ।

୧- ଧଳା ରଙ୍ଗ : ଯଦି ଆପଣ ପ୍ରଥମ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ତାଙ୍କର ପ୍ରଥମ ଓ ଶେଷ ପ୍ରେମ ଅଟନ୍ତି । କାରଣ ସେ ଆପଣଙ୍କ ଛଡା ଅନ୍ୟ କାହାକୁ ନିଜ ଜୀବନରେ ଭଲ ପାଇବେ ନାହି କି କାହାକୁ ଆପଣଙ୍କ ସ୍ଥାନ ଦେବେ ନାହି । ସେ ଆପଣଙ୍କର ହିଁ ସବୁବେଳେ ହୋଇ କି ରହିବେ ।

୨- ବ୍ଲୁ ରଙ୍ଗ: ଯଦି ଆପଣ ବ୍ଲୁ ରଙ୍ଗ ଚୟନ କରିଛନ୍ତି ତେବେ ଅପାନ ତାଙ୍କର ତୃତୀୟ ପ୍ରେମ ଅଟନ୍ତି । ଆପଣଙ୍କ ପୂର୍ବ ରୁ ସେ ଅନ୍ୟ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢି ସାରିଛନ୍ତି । ସେମାନଙ୍କୁ ଧୋକା ମଧ୍ୟ ଦେଇ ସାରିଛନ୍ତି ।

୩- ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ତାଙ୍କର ଦ୍ଵିତୟ ପ୍ରେମ ଅଟନ୍ତି । ଆପଣଙ୍କ ପୂର୍ବ ରୁ ସେ କାହକୁ ଭଲ ପାଉଥିଲେ । କିନ୍ତୁ ସେହି ସମ୍ପର୍କ ତାଙ୍କର ଅଧିକ ଦିନ ଯାଏଁ ତିଷ୍ଠି ପାରିଲା ନାହି । ଏବେ ସେ କେବଳ ଆପଣଙ୍କୁ ହିଁ ପ୍ରେମ କରୁଛନ୍ତି ।

୪- ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ତାଙ୍କର ପ୍ରଥମ ପ୍ରେମ ଅଟନ୍ତି । ଆପଣଙ୍କୁ ଦେଖିବା ପରେ ହିଁ ତାଙ୍କୁ ପ୍ରେମର ପ୍ରଥମ ଅନୁଭୂତି ଅନୁଭବ ହୋଇଥିଲା । ଜୀବନ ସାରା ସେ ଆପଣଙ୍କର ହିଁ ହୋଇ କି ରହିବେ ।

୫- ହଳଦିଆ ରଙ୍ଗ : ଜାଡ୍ୟ ଆପଣ ହଳଦିଆ ରଙ୍ଗ ଚୟନ କରିଛନ୍ତି ତେବେ ଏବେ ଯାଏଁ ଆପଣ ତାଙ୍କର ପ୍ରଥମ ପ୍ରେମ ହୋଇ କି ଅଛନ୍ତି । କିନ୍ତୁ କିସ୍ମତ ବଦଳିବାରେ ଅଧିକ ସ୍ମାୟ ଲାଗିବ ନାହି । ତେଣୁ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ବଜାୟ ରଖନ୍ତୁ । କୌଣସି ତୃତୀୟ ବ୍ୟକ୍ତି ଙ୍କୁ ଆପଣଙ୍କ ଦୁହିଙ୍କ ମଧ୍ୟରେ ଆସିବାକୁ ଦିଅନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *