ଏଭଳି ବିବାହ ଆପଣ ନିଜ ଜୀବନରେ କେବେ ଦେଖି ନଥିବେ, ନିଜକୁ ନିଜେ ବିବାହ କଲେ ଏହି ଝିଅ…. ପଚାରିବାରୁ ଯାହା କହୁଛନ୍ତି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବିବାହ ଆମ ସମାଜ ପାଇଁ ବହୁତ ଜରୁରୀ । ଏହାକୁ ସାଧାରଣ ଭାବେ ଆମେ ବନାଇଛୁ ତାକି ଆମେ ଆମ ଆଗାମି ପିଢୀ କୁ ପ୍ରସ୍ତୁତ କରି ପାରିବା । ମାତ୍ର ଆପଣ କଣ ଯାଇ ଛନ୍ତି କି ଏହା ଆମକୁ କରିବା ପାଇଁ କେହି କହି ନାହାଁନ୍ତି ଦେଖନ୍ତୁ ପଶୁ ପକ୍ଷୀ ମାନେ ବିବାହ କରି ନଥାନ୍ତି ମାତ୍ର ମଣିଷ ଏକ ସମାଜରେ ରହି ଥାଏ ତାକୁ କିଛି ନିୟମ ମାନିବା ପାଇଁ ପଡି ଥାଏ । ଯାହା ଦ୍ଵାରା ସେ ଏକ ସୁନ୍ଦର ବାତାବରଣ ସହ ନିଜକୁ ଆଗକୁ ନେବ ।

ବିବାହ ର କଥା କହିଲା ମାନେ ଆମ ମନରେ ଅନେକ ପ୍ରକାର ଚିନ୍ତା ଆସି ଯାଇ ଥାଏ ଆସିଥାଏ କି କେଉଁ ଭଳି ପୋଷାକ ପିନ୍ଧିବା ଆକେଉନ ଭଳି ସଜ ହେବା । ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ ଏହା କିଛି ମାନେ ରଖି ନଥାଏ । ଆମେ ଯାହାକୁ ଭି ବିବାହ କରିବା ସେ ଆମକୁ ବୁଝିବା ନିହାତି ଭାବେ ଦରକାର । ଆମ ସହ ତା ପରିବାର ରେ ଚାଲିବା ପାଇଁ ସହଯୋଗ କରୁଥିବା ମଣିଷ ଉଭୟ ନାରୀ ଓ ପୁରୁଷ ମାନେ ଚାହିଁ ଥାନ୍ତି ।

କିନ୍ତୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ସମାଜରେ ଅନେକ ପ୍ରକାର ବିବାହ ଏବେ ଦେଖିବା କୁ ମିଳୁଛି । କହିବାର ଅର୍ଥ ହେଉଛି ଆଜି କଳାଇ ପ୍ରାୟ ପାପା ମା ମାନେ ଆଉ ବିବାହ ସ୍ଥିର କରୁ ନାହାନ୍ତି ପିଲା ମାନେ ଏହାକୁ ସ୍ଥିର କରୁଛନ୍ତି । ସେମାନେ ନିଜ ଇଚ୍ଛାରେ ବିବାହ କରୁଛନ୍ତି ।

କିନ୍ତୁ ନିଜେ ନିଜକୁ ବିବାହ କରିବା କଣ ସମ୍ଭବ ? ଆଜ୍ଞା ହଁ ଯଦି କେହି ନିଜକୁ ବିବାହ କରିବା ପାଇଁ ଚାହୁଁ ଥାଏ ତେବେ ଏହା କଣ ପାଇଁ ସମ୍ଭବ ହୋଇ ପାରି ନଥିବ । ନିଜକୁ କଥା ଦେବା ନିଜ ପରିବାର କୁ ସମ୍ମାନ ଦେବା ଓ ସବୁ କଷ୍ଟ ରୁ ତାଙ୍କୁ ଦୂରେଇ ରଖିବା ଭଳି କାମ ଆମେ କରି ପାରିବା ନି କାହିଁ କି ।

ଏହା ଅଭାରତ ରେ ବୋଧେ ହୁଏ ପ୍ରଥମ ଥର ହେବା ପାଇଁ ଯାଉଛି ଏକ 24 ବର୍ଷିୟା ମହିଳା ନିଜକୁ ବିବାହ ଅକରିବବା ପାଇଁ ଯାଉଛନ୍ତି ସେ ବେଦିରେ ବସିବେ ସଂକଳ୍ପ ନେବେ ବାହାଘର ର ଲୁଗା ପିନ୍ଧିବେ ମାତ୍ର ସେ କହିଛନ୍ତି କି ଏହି ଜାଗାରେ କେବଳ ଏକ ବାରମାଳ ରହିବ । ସେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି ।

ତାଙ୍କ ନାମ ହେଉଛି କ୍ଷମା ବିନ୍ଦୁ । ସେ ଏହି ପରମ୍ପରା କୁ ଆଡେଇ ଦେଇ କିଛି ଅଲଗା କରିବା ପାଇଁ ଯାଉଛନ୍ତି । ଏହି ଖବର ସବୁ ଆଡେ ଚର୍ଚାରେ ଅଛନ୍ତି କ୍ଷମା । ସେ କହିଛନ୍ତି ସେ ସବୁ କିଛି କିଣିଛନ୍ତି ବିବାହରେ ସେ ନୀତିରୀତି ମଧ୍ୟ ମାନିବେ ମାତ୍ର ସେ ଏହାକୁ ଏକା ହି ଅଣୁଭ କରିବା ପାଇଁ ଚାହାଁନ୍ତି ।

କ୍ଷମା କହିଛନ୍ତି ଆମେ ଯାହାକୁ ଭଲ ପାଇ ଥାଉ ତାକୁ ବିବାହ କରି ଥାଉ ଆମେ ଯଦି ନିଜକୁ ଭଲ ପାଉ ସବୁ ଠାରୁ ଅଧିକା ତେବେ ନିଜକୁ କଣ ପାଇଁ ବିବାହ କରି ହେବନି । ସେ ଆତ୍ମବିବାହ କୁ ନେଇକି ସେ ବହୁତ ରିସର୍ଚ ମଧ୍ୟ କରିଛନ୍ତି ମାତ୍ର ଏବେ ଯାଏ ବିବାହ ର ଦିନ ସ୍ପଷ୍ଟ ହୋଇନି ।

Leave a Reply

Your email address will not be published. Required fields are marked *