ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନବ ଗ୍ରହ ବିଭିନ୍ନ ସମୟରେ ରାହି ଓ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଯାହା ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ଫଳରେ କିଛି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି ତ ଆଉ କିଛି ବିଭିନ୍ନ ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତ୍ୟୀ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ନଭେମ୍ବର ମାସରେ ଗ୍ରହ ମାନଙ୍କରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଏହି ଆଶାରେ ୫ଟି ଗ୍ରହ ନିଜର ରାଶି ଓ ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ଏହା ୫ଟି ରାଶି ଉପରେ ବଡ ପ୍ରଭାବ ପଡିବ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।
ମିଥୁନ ରାଶି : ଆପଣ ମାନେ ଗ୍ରହ ମାନଙ୍କର ପରିବର୍ତ୍ତନର ଲାଭ ଉଠାଇବେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବୟସ୍କ ମାନେ ଖୁସି ହେବେ । ଛାତ୍ରଙ୍କ ପାଇଁ ରାଶିର ପରିବର୍ତ୍ତନ ଅନେକ ଖୁସି ନେଇକି ଆସିବ । ଯେଉଁ ମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ଏହି ମାସରେ ସଫଳ ହେବେ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆକସ୍ମିକ ଧନ ଲାଭ ହେବ ।
ମକର ରାଶି : କ୍ଯାରିୟର ଦୃଷ୍ଟିରୁ ମକର ରାଶିର ଲୋକଙ୍କ ପାଇଁ ନଭେମ୍ବର ମାସ ବହୁତ ଫଳପ୍ରଦ ହେବାକୁ ଯାଉଛି । ପ୍ରତେକ କାର୍ଯ୍ୟ ଭଲ ଭାବେ ସଂପୂର୍ଣ୍ଣ ହେବ । ଆୟ ଅଧିକ ଓ ଖର୍ଚ୍ଚ ହେବ । ଆର୍ଥିକ ସ୍ଥିତି ଦୃଢ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତି ଚାକିରି ପାଇବେ । ବ୍ୟବସାୟୀ ମାନେ ବହୁତ ଲାଭ ପାଇବେ ।
କନ୍ୟା ରାଶି : ଏହି ମାସରେ ଆପଣ ଅନେକ ଲାଭ ପାଇବାର ଅଶା କରାଯାଉଛି । ଭାଗ୍ଯର ସହଯୋଗରେ ସବୁ କମରେ ଭଲ ଆରମ୍ଭ ହେବ । ଚାକିରି ଖୋଜୁଥିଲେ ନୂଆ ଚାକିରି ପାଇବେ । ଚାକିରି ସହ ଜଡିତ ଯେଉଁ ମାନେ ଇଚ୍ଛାକୃତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ସେମାନଙ୍କର ସ୍ଵପ୍ନ ପୂରଣ ହେବ । ବିଦ୍ୟାର୍ଥୀ ପରିକ୍ଷାରେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।
ବିଛା ରାଶି : ଆପଣଙ୍କ ପାଇଁ ନଭେମ୍ବର ମାସଟି ଲାଭଦାୟକ ହେବ । ମିଡିଆ ଓ ଚଳଚିତ୍ର ସହ ଜଡିତ ବ୍ୟକ୍ତି ଆଶାନୁରୂପ ଫଳ ପାଇବେ । ଏହି ରାଶିର ଲୋକଙ୍କ ପାଇଁ ମାସଟି ଭଲ ହେବ । ଆୟର ନୂଆ ଉଶ୍ଚ ଖୋଲିବ । ପାରିବାରିକ ଜୀବନ ସୁଖଦ ରହିବ । ଜୀବନରେ ଅଚାନକ ଗୁପ୍ତ ଧନ ପ୍ରାପ୍ତ ହେବ । ବେପାର କ୍ଷେତ୍ରରେ ଲାଭବାନ ହେବେ ।
ସିଂହ ରାଶି : ଆପଣ ମାନେ କ୍ଯାରିୟର କ୍ଷେତ୍ରରେ ସଫଳ ହେବେ । ଅର୍ଥ ଲାଭ କରିବେ । ଯାହା ପାଇଁ ଆର୍ଥିକ ସ୍ଥିତି ଦୃଢ ହେବ । ଏହି ମାସରେ ବ୍ୟବସାୟୀ ମାନେ ଲାଭ ପାଇବେ । ଘର କିଣିବାର ସ୍ଵପ୍ନ ଶାକାର ହେବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପ୍ରେମ ଜୀବନରେ ସଫଳତା ପାଇବେ । ଯାହା ବି କାର୍ଯ୍ୟ କରିବେ ବିଚାର କରି କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।