ଆସୁଛି ନୂଆବର୍ଷ ୨୦୨୨ । ଏହି ନୂଆବର୍ଷରେ କିଛି ରାଶି ମାନଙ୍କ ପାଇଁ ଶୁଭ ସମୟର ଆଗମନ ହେବାକୁ ଯାଉଛି ବୋଲି ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି । କେଉଁ ରାଶି ମାନଙ୍କ ପାଇଁ କିଛି ଖରାପ ରହୁଛି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ୧୨ ଗୋଟି ରାଶି ମାନଙ୍କ ବିଷୟରେ ।
ମେଷ ରାଶି : ଆପଣଙ୍କର ସମୟ ଭଲ ରହିବ । ଅଚାନକ ଧାନ ଲାଭ ହେବ । ଭାଗ୍ୟର ସାଥ ମିଳିବ । ଆପଣ ଯେଉଁ କାମ ହାତକୁ ନେବେ ସଫଳ ହେବେ । ଆପଣଙ୍କର କର୍ମ କ୍ଷେତ୍ରରେ ଉନ୍ନତି ହେବ ।
ବୃଷ ରାଶି : ଆପଣଙ୍କର ନୂଆବର୍ଷଟି ବେସ ଭଲରେ କଟିବ । ଆପଣଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଦେଖାଯିବ । ଦାଂପତ୍ଯ ଜୀବନ ସୁଖମୟ ରହିବ । ଆପଣଙ୍କର ଉନ୍ନତି ଓ ଉଜ୍ବଲ ହେବ ।
ମିଥୁନ ରାଶି : ଆପଣଙ୍କର ସମୟ ବିଶେଷ ଫଳପ୍ରଦ ହେବ ନାହି । କୌଣସି ସମସ୍ୟା ସୃଷ୍ଟି ହୋଇପାରେ । କୌଣସି ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ । ବୁଝି ବିଚାରୀ କାର୍ଯ୍ୟ କରିବେ ।
କର୍କଟ ରାଶି : ଆପଣ ଅନେକ ପ୍ରକାରର ଉନ୍ନତି ମୂଳକ କାମ କରି ପ୍ରଶଂସା ପାଇବେ । ଭାଗ୍ଯର ସାଥ ଇଲିବ । ଯେମିତି କର୍ମ କରିବେ ସେମିତି ଫଳ ପାଇବେ ।
ସିଂହ ରାଶି : ଆପଣଙ୍କର ସମୟ ଭଲ ରହିବା ସହ ପଦ ପ୍ରତିଷ୍ଠା ହେବ । ସମାଜରେ ଖ୍ଯାତି ବୃଦ୍ଧି ହେବ । ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି ।
କନ୍ୟା ରାଶି : ଆପଣଙ୍କର ଭାଗ୍ଯ ସାଥ ଦେବ । କଠିନ ପରିଶ୍ରମ କରନ୍ତୁ । ସାଙ୍ଗ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ବିବାହ ଯୋଗ ରହିଛି ।
ତୁଳା ରାଶି : ଆପଣଙ୍କର ନୂଆବର୍ଷରେ ସୁଖ ସମୃଦ୍ଧି ଆସିବ । ପାରିବାରିକ କଳହ ଦୂର ହେବ । ଅଚାନକ ଧନ ଲାଭ ହେବ । ନୂଆ ଯାନବାହାନ କ୍ରୟ କରିବେ ।
ବିଛା ରାଶି : ଆପଣଙ୍କର ସମୟ ସୁଖ ଅମୃଦ୍ଧି ଭରା ରହିବ । ଯାନବାହନ କିଣିବାର ଯୋଗ ରହିଛି । ଅଚାନକ ଧନ ଲାଭ କରିବେ । କୌଣସି କ୍ଷେତ୍ରରେ ନିବେଶ କରିବେ ।
ଧନୁ ରାଶି : ଆପଣଙ୍କର ସବୁ ମନାନ୍ତର ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟୀ ମାନଙ୍କର ଉନ୍ନତି ହେବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିବ ।
ମକର ରାଶି : ଆପଣଙ୍କର ଅଯଥାରେ ଖର୍ଚ୍ଚରେ ପଡିବେ । ଆପଣଙ୍କର ଆୟ କରିଲେ ମଧ୍ୟ ବ୍ୟୟ ଅଧିକ ହେବ । ଧନ ଜନିତ ସମସ୍ୟା ରହିବ । ବିଦେଶ ଯାତ୍ରା କରିଲେ ଲାଭବାନ ହେବେ ।
କୁମ୍ଭ ରାଶି : ଆପଣଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଅଚାନକ ଧନ ଲାଭ ହେବ । ଆର୍ଥିକ ସ୍ଥିତି, ଦାଂପତ୍ଯ ଜୀବନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭ ପରିଣାମ ରହିବ ।
ମୀନ ରାଶି : ଆପଣଙ୍କର ଜୀବନରେ ସଫଳତା ଆସିବା ସହ ସମାଜରେ ମାନ ସମାନ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ଭାଗ୍ୟ ଆପଣଙ୍କର ସାଥ ଦେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।