ହେଲା ଚମତ୍କାର…ମଲା ବ୍ୟକ୍ତି ହେଲା ଜୀବନ୍ତ !! ତା ପରେ ଯାହା ହେଲା ଜାଣି ଉଡିଯିବ ଆପଣଙ୍କ ହୋସ

ପ୍ରକୃତିର ନିୟମ ଅନୁସାରେ ବ୍ୟକ୍ତି ଜନ୍ମ ହୋଇଛି ମାନେ ତାର ମୃତ୍ଯୁ ନିଶ୍ଚିନ୍ତ ଅଟେ । ଏହାକୁ ବଦାଳାଇବା କାହା ପକ୍ଷେ ସମ୍ଭବ ନୁହେ । କିନ୍ତୁ କଣ ଆପଣ ମାନେ କେବେ ଦେଖିଛନ୍ତି ଯେ ମୃତ ବ୍ୟକ୍ତି ପୁଣି ଠାରେ ଜୀବନ ହେବା । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଜଣେ ମୃତ ବ୍ୟକ୍ତି ଶ୍ମଶାନରେ ପୁଣି ଥରେ ଜୀବନ୍ତ ହୋଇ ପାରିଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ପଛରେ କଣ ରହିଛି ସତ୍ୟତା ।

ଏହି ଘଟଣା ଟି ଗଞ୍ଜାମ ଜିଲ୍ଲା ର ହରିପୂର ଗାଁ ରେ ଘଟିଛି ଯେଉଁଠି ମୁଖାଗ୍ନି ଦେବା ସମୟରେ ହଟାତ ଶବ ଉଠି ପଡି ଜୀବନ୍ତ ହୋଇ ପଡିଛି । ସେହି ଗାଁ ର ସୀମାଞ୍ଚଳ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ହଟାତ ଖରାପ ହୋଇ ଯାଇଥିଲା ।

ସନ୍ଧ୍ୟା ହେବା ପରେ ଛେଳି ସବୁ ଘରକୁ ଫେରିଥିଲେ ମଧ୍ୟ ସିମାଞ୍ଚଳ ଘର କୁ ଫେରି ନ ଥିଲେ । ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପର ଦିନ ସକାଳେ ଜଙ୍ଗଲ କୁ ଖୋଜିବାକୁ ଯାଇଥିଲେ । ସେଠାରେ ତାଙ୍କ ପରିବାର ଲୋକେ ସିମାଞ୍ଚଳ ଙ୍କୁ ମୁର୍ମୁଷ ଅବସ୍ଥାରେ ପାଇଥିଲେ । ଏହା ପରେ ତାଙ୍କୁ ଘର କୁ ଆଣିବା ପରେ ଗାଁ ର ବଇଦ ଓ ଡାକ୍ତରଙ୍କୁ ଡାକି ତାଙ୍କର ଚିକିତ୍ସା କରାଇ ଥିଲେ । ଏହା ପରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା ।

ଏହା ପରେ ସିମାଞ୍ଚଳ ଙ୍କର ସମସ୍ତ କ୍ରିୟା କର୍ମ ସରିବା ପରେ ତାଙ୍କୁ ଶ୍ମଶାନ କୁ ନିଆ ଯାଇଥିଲା । କିନ୍ତୁ ଶ୍ମଶାନ ରେ ଗାଁ ଲୋକ ମାନେ ଏମିତି କିଛି ଦେଖିବାକୁ ପାଇଲେ ଯାହାକୁ ସେମାନେ ବିଶ୍ଵାସ କରି ପାରିଲେ ନାହି । ଅଚାନକ ସିମାଞ୍ଚଳ ଙ୍କୁ ମୁଖାଗ୍ନି ଦେବା ସମୟରେ ସେ ଜୁଇ ଉପରେ ଉଠିକି ବସି ପଡିଲେ ।

ସିମାଞ୍ଚଳ ଙ୍କୁ ହଟାତ ଶବ ରୁ ଜିଅନ୍ତା ମଣିଷ ଭାବେ ଦେଖି ସେଠାରେ ଥିବା ଗାଁ ଲୋକ ମାନେ ଭୟରେ ଥଋ ଉଠିଥିଲେ । ଏହା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ସେ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲେ ଜଣା ପଡିଥିଲା । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *