ଟିଭି ଜଗତର ଏହି Actor ମାନେ ନିଜ ସ୍ତ୍ରୀଙ୍କୁ ରଖିଛନ୍ତି ରାଣୀ ପରି, ନମ୍ବର 4ଯୋଡିଙ୍କୁ ଦେଖି ହେବେ ଆଶ୍ଚର୍ଯ୍ୟ

ଆପଣ ମାନେ ଟେଲିଭିଜନ ଜଗତର ମସୁର ଯୋଡି ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତି ପଡ଼ିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ର ଏମିତି କିଛି ନମ୍ବର ୱାନ ଯୋଡି ଅଛନ୍ତି ଯିଏ ଛୋଟ ପରଦା ଠାରୁ ଆରମ୍ଭ କରି ବଡ ପରଦା ଯାଏଁ ଅନ ସ୍କ୍ରିନ ନିଜର କୋ-ଆକ୍ଟର ଙ୍କ ସହ ଜବରଦସ୍ତ ଅଭିନୟ କରି ଖୁବ ପାପୁଲାରୀଟି ହାସଲ ଅକରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଯୋଡି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ରିୟଲ ଲାଇଫରେ ନିଜ ପାର୍ଟନରଙ୍କୁ ରାଣୀ ପରି ରଖିଛନ୍ତି ।

୧- “ରଜତ ଟୋକାଶ” : ଅଭିନେତା ରଜତ ଟିଭି ସିରିଏଲ “ଯୋଦ୍ଧା ଅକବର” ରେ ଅକବର ଭୂମିକାରେ ନଜର ଆସିଥିଲେ । ସେ ଟିଭି ଇଣ୍ଡଷ୍ଟ୍ରିର ହ୍ୟାଣ୍ଡସମ ଓ ସଫଳ ଅଭିନେତା ଭାବେ ପରିଚିତ ଅଟନ୍ତି । ସେ ଷ୍ଟାର ପ୍ଲସ ଚ୍ଯାନେଲରେ ପ୍ରସାରିତ ହୋଇଥିବା “ପୃଥିରାଜ ଚୌହାନ” ସିରିଏଲରେ ଜବରଦସ୍ତ ଅଭିନୟ କରିଥିଲେ । ସେ ୨୦୧୫ରେ ସୃଷ୍ଟି ନାୟକଙ୍କ ସହ ମ୍ୟାରେଜ କରିଥିଲେ । ସେ ତାଙ୍କ ସ୍ତ୍ରୀ ସୃଷ୍ଟିଙ୍କୁ ବହୁତ ଭଲ ପାଇବା ସହ ରାଣୀ ପରି ରଖିଛନ୍ତି ।

୨- “ଧିରଜ ଧୂପର” : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଭାବେ ଅଭିନେତା ଧିରଜ ପରିଚିତ ଅଟନ୍ତି । ସେ ଜି ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ “କୁଣ୍ଡଳୀ ଭାଗ୍ୟ”ରେ କରଣ ଭୂମିକାରେ ନଜର ଆସୁଛନ୍ତି । ସେ ୨୦୧୬ରେ ଟିଭି ଅଭିନେତ୍ରୀ ବିନି ଆରୋଡାଙ୍କ ସହ ମ୍ୟାରେଜ କରିଥିଲେ । ସେ ବିନିଙ୍କୁ ବହୁତ ଭଲ ପାଇବା ସହ ତାଙ୍କର ସମ୍ମାନ ମଧ୍ୟ କରନ୍ତି ।

୩- “ରବି ଦୂବେ” : ଟିଭି ଜଗତର ମସୁର ଅଭିନେତା ଭାବେ ରବି ଦୂବେ ପରିଚିତ ଅଟନ୍ତି । ଜି ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ “ଜମାଇ ରାଜା”ରୁ ତାଙ୍କୁ ପାପୁଲାରୀଟି ମିଳିଥିଲା । ସେ ୨୦୧୩ରେ ସରଗୁଣ ମେହେତାଙ୍କ ସହ ମ୍ୟାରେଜ କରିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ସହ ତାଙ୍କୁ ରାଣୀ ପରି ନିଜ ଲାଇଫରେ ରଖିଛନ୍ତି ।

୪- “ଦୀପିକା କକ୍କଡ” : ଟିଭି ଜଗତର ମସୁର ଅଭିନେତ୍ରୀ ଭାବେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଲୋକପ୍ରିୟ ହୋଇଥିବା ଦୀପିକା କକ୍କଡଙ୍କୁ କିଏ ନ ଜାଣିଛନ୍ତି । ସେ ଟିଭି ଅଭିନେତା ସୋହେବ ଇବ୍ରାହିମଙ୍କୁ ମ୍ୟାରେଜ କରିଛନ୍ତି । ଅଭିନେତା ସୋହେବ ଦୀପିକାଙ୍କୁ “ବିଗ ବସ” ସୋ ରେ ପ୍ରପୋଜ କରିବା ପରେ ଦୁହେଁ ମ୍ୟାରେଜ କରିଥିଲେ । ଦୁହିଙ୍କର ମ୍ୟାରେଜ ବହୁତ ଚର୍ଚ୍ଚାରେ ରହିଥିଲା କାରଣ ଦୀପିକା ନିଜର ଧର୍ମ ପରିବର୍ତ୍ତନ କରିଥିଲେ ।

୫- “ସବିର ଆଲୁବାଲିୟା” : ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଯିଏ କି “କୁମକୁମ ଭାଗ୍ୟ”ରେ ଅଭିଷେକ ଭୂମିକାରେ ଜବରଦସ୍ତ ଅଭିନୟ କରୁଛନ୍ତି ସେ ହେଉଛନ୍ତି ଅଭିନେତା ସବିର । ସେ ୨୦୧୧ରେ କାଞ୍ଚି କୋଲଙ୍କ ସହ ମ୍ୟାରେଜ କରିଥିଲେ । ଦୁହିଙ୍କ ବିବାହର ଏତେ ବର୍ଷ ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବେଶୁମାର ପ୍ରେମ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଯୋଡି ମାନଙ୍କ ମଧ୍ୟରୁ କେଉଁ ଯୋଡି ବେଶୀ ଭଲ ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *