ନୂଆ ବିବାହ କରିଥିବା ଓଡିଆ ସେଲିବ୍ରେଟି

ବନ୍ଧୁଗଣ ଓଡିଆ ଫିଲ୍ମି ଜଗତର କଥା କାହାକୁ ବା ଅଛପା, ସମସ୍ତେ ବେସ ଭଲ ଭାବରେ ପରିଚିତ । କାହାକୁ ଅଭିନେତା ଭଲ ଲାଗିଥାନ୍ତି ତ ଆଉ କାହାକୁ ଅଭିନେତ୍ରୀ । ଦର୍ଶକ ମାନେ ଯାହାଙ୍କର ଅଭିନୟକୁ ପସନ୍ଦ କରନ୍ତି ସାଧାରଣତ ତାକୁ ସ୍କ୍ରୀନ ଉପରେ ଦେଖିବାକୁ ପ୍ରାଏ ଭଲ ପାଇଥାନ୍ତି । ବନ୍ଧୁଗଣ ଆଜି ଆମେ ସେହି ଓଡିଆ କଳାକାରଙ୍କ ବିବାହ ସମବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ବନ୍ଧୁଗଣ ଆସନତୁ ଜାଣିବା ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଡିଆ ସେଲିବ୍ରିଟି ମାନଙ୍କ ସମ୍ବନ୍ଧରେ,-

୧- ଆହାନା;- ବନ୍ଧୁଗଣ ଆହାନା ଙ୍କୁ ଆପଣ ମାନେ ଅନେକ ଗୁଡିଏ ଫିଲ୍ମ ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚିତ ଦେଖିଥିବେ । ଦର୍ଶକବନ୍ଧୁ ଆହାନା କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଅନେକ ଦିନ ଧରି ଭଲପାଉଥିବା ତାଙ୍କ ପ୍ରେମିକ ଙ୍କୁ ବିବାହ କରିଛନ୍ତି ।

୨- ରାକେଶ ଜୁବି;- ବନ୍ଧୁଗଣ ରାକେଶ ଜୁବି କୁ ଆପଣ ମାନେ ସମସ୍ତେ ଓଡିଆ ସିରିୟଲ କୁଆଁରୀ ବୋହୁ ରେ ନିଶ୍ଚିତ ଦେଖିଥିବେ । ସେଥିରେ ଶିବା ଚରିତ୍ରରେ ଅଭିନୟ କରୁଥିବା ରାକେଶ ଙ୍କର ଅଭିନୟ ଆପଣ ମାନେ ବେସ ଭଲଭାବେ ଦେଖିଥିବେ । ବନ୍ଧୁଗଣ ରାକେଶ ମଧ୍ୟ ଶୁଟିଙ୍ଗ ସେଟ ରୁ ତାଙ୍କ ଜୀବନ ସାଥି ଙ୍କୁ ଭଲପାଇଥିଲେ । ଗତକିଛି ଦିନ ହେବ ସେ ତାଙ୍କ ସହିତ ବିବାହ କରିଛନ୍ତି ।

୩- ଦିପ୍ତିରେଖା;- ବନ୍ଧୁଗଣ ଓଡିଉଡ ରେ ନମ୍ବର ୧ ଗାୟିକା ଦୀପ୍ତି ରେଖା ପାଢୀଙ୍କୁ ଆପଣ ସମସ୍ତେ ବେସ ଭଲ ଭାବେ ଜାଣିଛନ୍ତି । ଆପଣ ମାନେ ତାଙ୍କର ଜବରଦସ୍ତ ଗୀତ ସାଙ୍ଗେ ଜବରଦସ୍ତ ଆକଟିଂ ମଧ୍ୟ ନିଶ୍ଚିତ ଭାବେ ଦେଖିଥିବେ । ବନ୍ଧୁଗଣ ସେ ଗତ କିଛି ଦିନ ହେବ ଭୁବନେଶ୍ବରର ଜେନ ବିଖ୍ୟାତ ଶିଲ୍ପପତି ସୌମ୍ଯ ରଞ୍ଜନ ଙ୍କୁ ବିବାହ କରିଛନ୍ତି ।

୪- ଷୋନାଲୀ;- ବନ୍ଧୁଗଣ କୁଆଁରୀ ବୋହୁ ସିରିୟଲରେ କବିତା ଅପା ଚରିତ୍ରରେ ଅଭିନୟ କରୁଛନ୍ତି ଷୋନାଲୀ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତାଙ୍କର ଜବରଦସ୍ତ ଆକଟିଂ ନିଶ୍ଚିତ ରୂପେ ଦେଖିଛନ୍ତି । ବନ୍ଧୁଗଣ ଷୋନାଲୀ କଟକର ପ୍ରଜ୍ଞା ସାଗର କୁ ବିବାହ କରିଛନ୍ତି । ସେ ବର୍ତ୍ତମାନ କଟକରେ ହିଁ ରହୁଛନ୍ତି ।

୫- ସବ୍ୟସାଚୀ ଏବଂ ଅର୍ଚ୍ଚିତ;- ବନ୍ଧୁଗଣ ଏହି ଦୁହିଜଣ ଆଜିଭଳି ଦିନରେ ଘରେ ଘରେ ପରିଚିତ । ଉଭୟ ନିଜ ର ଅଭିନୟ ଯୋଗୁଁ ଆଜି ସାରା ଦୁନିଆରେ ବେସ ପରିଚିତ । ଉଭୟଙ୍କ ଫ୍ୟାନ୍ସ ସହିତ ମଧ୍ୟ ଆପଣ ମାନେ ସମସ୍ତେ ଉଭୟଙ୍କୁ ବେସ ପସନ୍ଦ କରନ୍ତି । ଏହି କିଛିଦିନ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ଦୁହିଙ୍କୁ ଶୁଟିଙ୍ଗ ସେଟ ରୁ ଭଲ ପାଉଥିଲେ । ଭଲପାଇବା ସହିତ ଆଗକୁ ବଢିବା ପରେ ଦୁହେଁ ଦୁହିଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ବନ୍ଧୁଗଣ ସବ୍ୟ ଜଣେ ଅଭିନେତା ସହିତ ଜଣେ ସମାଜ ସେବି ମଧ୍ୟ ଅଟନ୍ତି ଆଜିଭଳି ଦିନରେ ସେ ଅନେକ ମହତ କାର୍ଯ୍ୟ କରି ଓଡିଶା ବାସୀଙ୍କ ହୃଦୟରେ ଜାଗା କରି ରହିଛନ୍ତି । ଦର୍ଶକ ବନ୍ଧୁ ଶେଷରେ ଆମ୍ଭର ଜଗନ୍ନାଥ ଙ୍କ ପାଖରେ ଗୋଟିଏ ପ୍ରାର୍ଥନା ଯେ, ଏହି ନବ ବିବାହିତା ଯୋଡି ମାନେ ନିଜର ବୈବାହିକ ଜୀବନରେ ଆନନ୍ଦରେ ଜୀବନ ଜାପନ କରନ୍ତୁ । ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *