ନୂଆବର୍ଷ 2024 ଜାନୁଆରୀ 1 ରେ ଘରକୁ ଆଣନ୍ତୁ ଏହି 1 ଜିନିଷ, ପୁରା ବର୍ଷ ଧନ ପ୍ରାପ୍ତି ହେବ ।

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଚାହିଁଥାଏ ଏକ ନୂଆ ସକାଳ ସହ ଦିନର ଆରମ୍ଭ କରିବା ପାଇଁ । କାହିଁକି ନା ବିତି ଯାଇଥିବା ଦିନରେ ଯେଉଁ କଷ୍ଟ ସମସ୍ଯା ବ୍ୟକ୍ତି ଭୋଗିଥାଏ ତାହା ଯେମିତି ଆଉ ଥରେ ନ ଆସୁ । ସେଥିପାଇଁ ପ୍ରତେକ ବ୍ୟକ୍ତି ଚାହିଁଥାଏ ଏକ ନୂଆ କାଲିର ଆରମ୍ଭ କରିବାକୁ । ପ୍ରତେକ ବ୍ୟକ୍ତି ଚାହିଁବେ ବି 2023 ବର୍ଷ ରେ ଯେଉଁ କଷ୍ଟ ସମସ୍ୟା ଭୋଗିଥାନ୍ତି ତାହା 2024 ନୂଆବର୍ଷ ରେ ନ ଆସୁ । ଆଜି ଆମେ ଜାଣିବା 1 ଜାନୁଆରୀ ରେ ଏମିତି କେଉଁ ଜିନିଷ ଆଣି ଗଳା ରେ ଧାରଣ କରିଲେ ସବୁ ସମସ୍ଯା ଦୂର ହୋଇଥାଏ ।

1- ତମ୍ବାପାତ୍ର : ଏହାକୁ ସୂର୍ଯ୍ୟ ସମ୍ବଧିତ କୁହାଯାଏ । ଜାନୁଆରୀ 1 ରେ ତମ୍ବାପାତ୍ର ରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଲେ ଆରୋଗ୍ଯ ଲାଭ ହୁଏ ।

2- ଗୁଡ : ନୂଆବର୍ଷ ରେ ଗୁଡ କିଣିକି ଆଣିଲେ ଧନ ପ୍ରାପ୍ତ ହୋଇଥାଏ । ଏହି ଗୁଡକୁ ପିମ୍ପୁଡି ବା ଜନ୍ଦା ଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ ।

3- ଗହମ : ଗହମ ଦ୍ଵାରା ଅନେକ ପ୍ରକାରର ସୁଖ, ଭୌତିକ ସୁଖ ପ୍ରାପ୍ତ ହୋଇଥାଏ । ନୂଆବର୍ଷ ଦିନ ଗହମ କିଣି ଆଣି ଯେବେ ପେସା ହେବ ସେହି ଅଟା ରେ ରୁଟି ତୁଆରି କରି ଗୋମାତା ଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ସମସ୍ତ ଦେବା ଦେବୀ ପ୍ରସନ୍ନ ହୋଇଥାନ୍ତି ।

4- ମସୁର ଡାଲି ; ସଫଳତା ପ୍ରାପ୍ତ କରିବା ପାଇଁ ଜାଣୁଆରି 1 ରେ ମସୁର ଡାଲି ଦାନ କରନ୍ତୁ । ଜୀବନରେ ଆଗକୁ ବଢିବା ପାଇଁ ନବବର୍ଷରେ ମସୁର ଡାଲି କିଣି ଆଣି ଏହାକୁ ଦାନ କରନ୍ତୁ ଓ ଏହାକୁ ଖାଆନ୍ତୁ ।

5- ଘିଅ : ନବବର୍ଷରେ ଘିଅ ଘରକୁ କିଣି ଆଣିଲେ ସବୁ ପ୍ରକାରର ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଏହି ଘିଅକୁ ଗୋବରରେ ତିଆରି ହୋଇଥିବା ଘଷି ରେ ଘିଅ ଢାଳିବା ଉଚିତ ।

6- ମୟୂର ପଙ୍ଖ : ନୂଆବର୍ଷ ଦିନ ଘରକୁ ମୟୂର ପଙ୍ଖ ନିଶ୍ଚୟ କିଣିକି ଆଣନ୍ତୁ । ଏହାର ଉପର ଭାଗରେ ଯାହାକୁ ଚନ୍ଦ୍ରିକା କୁହାଯାଏ ସେହି ଭାଗକୁ କାଟି ପର୍ସ ରେ ରଖନ୍ତୁ । ଏହା ଦ୍ଵାରା ଶରୀରରେ ଆକର୍ଷଣ ଶକ୍ତି ବଢିଯିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ବିଦ୍ୟା ବୃଦ୍ଧି ଓ ଊର୍ଜାବାନ ହେବେ । ବୁଦ୍ଧି ପ୍ରଖର ହେବ । ଭୌତିକ ସୁଖ ପ୍ରାପ୍ତ ପାଇଁ ମୟୂର ପଙ୍ଖ ରେ ଅତର ଲଗାଇ ପର୍ସ ରେ ରଖନ୍ତୁ ।

7- ହଳଦୀ : ଜାନୁଆରୀ 1 ରେ ଘରକୁ ନିଶ୍ଚୟ ହଳଦୀ ନେଇ ଆସନ୍ତୁ । ଏହା ଦ୍ଵାରା ବୃହସ୍ପତି ମଜବୁତ ହୋଇଥାନ୍ତି । ହଳଦୀ ର ଛୋଟ ଖଣ୍ଡ ପର୍ସ ରେ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ହଳଦୀ ଅଶୁଭ ଦ୍ରୁଷ୍ଟି ରୁ ବଞ୍ଚାଇ ଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *