2024 ନୂଆବର୍ଷ ରେ ଆପଣଙ୍କ ଜୀବନରେ ଧନ କେବେ ଆସିବ ବାଛନ୍ତୁ କୌଣସି ଗୋଟେ ସଂଖ୍ୟା ।

ବନ୍ଧୁଗଣ ଆପଣଙ୍କ ଜୀବନରେ ଯଦି କିଛି ସମସ୍ଯା ଚାଲୁଅଛି । ତେବେ ସେହି ଭାବନା କୁ ନେଇ ବାଛନ୍ତୁ 3ଟି ସଂଖ୍ୟା ମଧ୍ୟ ରୁ କୌଣସି ଗୋଟିଏ । ଯଦି ଆପଣ ନିଜର ପରିବାର, ଦାମ୍ପତ୍ୟ ଜୀବନ, ଲଭ ଲାଇଫ କୁ ନେଇ ଚିନ୍ତାରେ ଅଛନ୍ତି କିମ୍ବା ଆପଣଙ୍କ ମନରେ ଯାହା ବି ପ୍ରଶ୍ନ ରହିଛି । ତାହାର ସମାଧାନ ଜାଣିବା ପାଇଁ ଏହି 3ଟି ସଂଖ୍ୟା ମଧ୍ୟ କୌଣସି ଗୋଟିଏ ବାଛି ନିଅନ୍ତୁ । ଏହା ରାଶି ଚକ୍ର ଉପରେ ଆଧାରିତ ଅଟେ । ତେବେ ବାଛନ୍ତୁ ଏକ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ଜୀବନରେ ଟଙ୍କା କେବେ ଆସିବ ଏବଂ ସମସ୍ଯା କେବେ ଦୂର ହେବ ।

1- ଆପଣ ପ୍ରଥମ ନଜର ରେ 1 ନମ୍ବରକୁ ବାଛିଥିଲେ କେତେ ମାସ ହେଲାଣି ଆପଣ ସେହି କର୍ମରେ ବ୍ୟାସ୍ତତା ସ୍ଵୀକାର କରିଲେ ବି ପ୍ରତେକ କାମରେ ବାଧା ଆସୁଛି । ଆପଣଙ୍କୁ ମନ୍ଦ ଫଳ ମିଳୁଛି । ବହୁତ କ୍ଲେଶ ଓ ଚିନ୍ତା ଅନେକ ଗୁଡାଏ କାର୍ଯ୍ୟ ବାକି ଅଛି । ଏହି ସବୁ ବିଷୟକୁ ନେଇ ଚିନ୍ତାରେ ରହୁଛନ୍ତି । ଧନ କେଉଁଠି ଆସିବ କେଉଁ ବୃତ୍ତି ରେ ଆପଣ ଅଛନ୍ତି ତାହାର ଉନ୍ନତି ଏଇ ମଧ୍ୟ ଅଧିକ ଚିନ୍ତିତ ଅଛନ୍ତି । ଜାତକ ଦେଖାଇ ମନ୍ଦ ଗ୍ରହ ପାଇଁ ରତ୍ନ ଧାରଣ କରନ୍ତୁ ଓ ହୋମ ଯଜ୍ଞ କରନ୍ତୁ । ଠିକ 45 ଦିନ ପରେ ଆପଣଙ୍କ ଜୀବନରେ ସମସ୍ୟାର ସମାଧାନ ହେବ । ଜୀବନରେ ନୂଆ ଖୁସି ଆସିଯିବ ।

2- ଆପଣ 2 ନମ୍ବରକୁ ବାଛିଛନ୍ତି ତେବେ ଆପଣ ଚାହୁଁ ଥିବା ବିଛେଦ କାରଣରୁ ତାହା ଶୁଭ ହେବ ନାହିଁ । ଆପଣ ସନ୍ତାନର ଉନ୍ନତି ପାଇଁ ଆସା ପ୍ରାପ୍ତ କରୁଛନ୍ତି ତେବେ ଏହି କ୍ଷେତ୍ରରେ ବ୍ଯାକୁଳ କି ଚିନ୍ତା ହୁଅନ୍ତୁ ନାହିଁ । କିନ୍ତୁ ଜାଣି ନିଅନ୍ତୁ ଆପଣଙ୍କ ସନ୍ତାନଙ୍କ ଜୀବନରେ ଆଗକୁ ଭଲ ଉନ୍ନତି ହେବ । ଅଶ୍ଵଗନ୍ଧା ଓ ମେଥି ମୋଦକ 3 ମାସ ଯାଏଁ ସେବନ କରନ୍ତୁ । ଏହା ସ୍ତ୍ରୀ ମାନେ ସେବନ କରିଲେ ଅଧିକ ଭଲ ହେବ । କୌଣସି ବି କ୍ଷେତ୍ରରେ ଯଶସ୍ଵୀ ହେବେ । ଏବେ ଆପଣ ଇଶ୍ଵର ଚିନ୍ତା ସେତେ କରୁ ନାହାନ୍ତି । କାହିନୀ ଏପରି କରୁଛନ୍ତି ତାହା ଜାଣି ହେଉ ନାହିଁ ।

3- ଆପଣ 3 ନମ୍ବର ଟି ବାଛିଛନ୍ତି ତେବେ ଆପଣ ଚିନ୍ତାରେ ଥାଇ ବହୁ ମୂଲ୍ୟବାନ ସମୟ ନଷ୍ଟ କରି ଦେଉଛନ୍ତି । କାର୍ଯ୍ୟରେ ବାଧା ଦେଖା ଯାଉଛି । ଅଯଥା ବିପଦରେ ପଡ଼ୁଛନ୍ତି । ରାଜତ୍ବରେ ପୂର୍ବରୁ ଯେଉଁ ସମ୍ମାନ ଥିଲା ବର୍ତ୍ତମାନ ସେଥିରୁ ବଞ୍ଚିତ ହେଉଛନ୍ତି । ନିଜ ଲୋକ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି । ସେ ଥିଲେ ମଧ୍ୟ ଆପଣଙ୍କ ପାଖରେ ମନ ନାହିଁ । ଅତୀତକୁ ଭୁଲି ଆଗକୁ ବଢନ୍ତୁ । ଧର୍ମ ବୃଦ୍ଧି ଘଟୁଛି । ବିଦ୍ୟା କ୍ଷେତ୍ରରେ ଜୟ ଲଭ କରିବେ । ପାରିବାରିକ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବନି । ଆଗାମୀ ଦିନରେ ସମସ୍ୟାର ସମାଧାନ ହୋଇଯିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *