ଦେଖନ୍ତୁ Video, ହାଇଦ୍ରାବାଦରେ ସ୍ଵାମୀଙ୍କ ସହ କେମିତି ରହୁଛନ୍ତି ଅଭିନେତ୍ରୀ Janklin

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ପର୍ଫୋମାଂସ ପାଇଁ ବେଷ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ସୋ-ସି-ଆ-ଲ ମି-ଡି-ଆରେ ନିଜର ଭଲ କାମ ପାଇଁ ମଧ୍ୟ ପ୍ରଶଂସାର ପାତ୍ର ସାଜିଛନ୍ତି । କିଛି କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ କରି ବିବାହ ବନ୍ଧନରେ ଆବଦ୍ଧ ହୋଇ ବେଶ ହସ ଖୁସିରେ ଜୀବନ ବିତାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଜ୍ୟାକଲିନ ପରିଡା ଓ ଅରିନ୍ଦମଙ୍କ ମ୍ୟାରେଡ ଲାଇଫ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ପରିଡାଙ୍କୁ ବେଷ ଭଲ ଭାବେ ଜାଣିଥିବେ ।

ସେ ଅନେକ ଓଡିଆ ସିରିଏଲରେ ଜବରଦସ୍ତ ଅଭିନୟ କରିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି । ଏହା ସହ ଜ୍ୟାକଲିନ ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ମଧ୍ୟ ପାଇଛନ୍ତି । ସେ ଅରବିନ୍ଦଙ୍କୁ ପ୍ରେମ ବିବାହ କରିଛନ୍ତି ।

ଦୁହେଁ ମ୍ୟାରେଜ ପରେ ସୋ-ସି-ଆ-ଲ ମି-ଡି-ଆରେ ଖୁବ ସକ୍ରିୟ ରହୁ ଥିବାର ନଜର ଆସୁଛନ୍ତି । ଦୁହେଁ ନିଜର ପର୍ଶନାଲ କଥା ଠାରୁ ଆରମ୍ଭ କରି ନିଜର ପରିବାର ବିଷୟରେ ମଧ୍ୟ ଗଣ ମାଧ୍ୟମରେ ଶେୟାର କରୁଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖିବେ ଯେ ଜ୍ୟାକଲିନ ଅରବିନ୍ଦ ଙ୍କୁ କହୁଛନ୍ତି ଯେ କଣ ନିଦ ଛାଡିଣି ଆହୁରି ଶୋଇବାକୁ ଇଚ୍ଛା ହାଉଛି ।

ଯଦି ଏତେ ସମୟ ଶୋଇବ ତେବେ ଅଫିସ କାମ କିଏ କରିବା । କଣ ମୁଁ ତମ ଅଫିସ କାମ କରିବି ? ଏହି ଭଳି ଭାବେ ଜ୍ୟାକଲିନ ଅରବିନ୍ଦଙ୍କୁ କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖିବାକୁ ପାଇବେ । ଦୁହେଁ ମ୍ୟାରେଜ ପରେ ବହୁତ ମଜାମସ୍ତି କରି ସମୟ ଅତିବାହିତ କରୁଛନ୍ତି । ଦୁହେନ ନିଜର ଅନେକ କଥା ସୋସିଆଲ ଆକାଉଣ୍ଟରେ ଶେୟାର କରିବାର ନଜର ଆସୁଛନ୍ତି । ତେବେ ଅରବିନ୍ଦ ଜଣେ ଇଞ୍ଜିନିୟର ଭାବେ କାମ କରନ୍ତି । କୋରୋନା ମହାମାରୀ ଯୋଗୁ ତାଙ୍କର ଅଫିସ କାମ ବନ୍ଦ ଥିବାରୁ ସେ ଘରେ ରହୁଥିଲେ ।

ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ସବୁ କାର୍ଜ୍ୟାଳୟ ଖୋଲି ସାରିଛି । ତେବେ ଏହି ଦୁଇ ଦମ୍ପତି ବର୍ତ୍ତମାନ ନିଜ ନିଜର କର୍ମ ଜୀବନରେ ବ୍ୟସ୍ତ ରହୁଛନ୍ତି । ସେହି ସମୟ ମଧ୍ୟରେ ଦୁହେଁ ନିଜର ବ୍ୟକ୍ତିଗତ ସମୟ ମଧ୍ୟ ବାହାର କରୁଛନ୍ତି । ଆଶା କରୁଛୁ ଯେ ଅଭିନେତ୍ରୀ ଜ୍ୟାକଲିନ ପରିଡା ଓ ଅଭିନେତା ଅରବିନ୍ଦ ଙ୍କ ଯୋଡି ଏମିତି ହସ ଖୁସିରେ ରହିଥାଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଦମ୍ପତିଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *