କରୋନା ପଜିଟିଭ ହେଲେ Ollywood ହିରୋଇନ Ushasi Mishra, ସୋସିଆଲ ମିଡିଆରେ Live ଆସି ସମସ୍ତଙ୍କୁ ଅନୁରୋଧ କରି କହିଲେ କିଛି ଏମିତି…ଦେଖନ୍ତୁ Video

ଲୋକ ପ୍ରିୟ ଅଭିନେତ୍ରୀ ଉଷସୀ ମିଶ୍ର କ-ରୋ-ନାରେ ପୀଡିତ ହୋଇଛନ୍ତି । ତେବେ ସେ ପୀଡିତ ହେବା ପରେ ମେସେଜ ସମସ୍ତଙ୍କୁ ଦେଇଛନ୍ତି । ଯଦି କେହି ତାଙ୍କ ସହିତ ଦଶ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ତୁରନ୍ତ ସେ ତାଙ୍କର କୋ-ଭି-ଡ ଟେଷ୍ଟ କରାଇ ନିଅନ୍ତୁ । ସେ ନିଜେ ତାଙ୍କ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରିଛନ୍ତି ଓ ସମସ୍ତଙ୍କୁ ସତର୍କ କରିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ନିକଟରେ ଉଷସୀ ମିଶ୍ରଙ୍କ ଫିଲ୍ମ ଶୁ-ଟି-ଙ୍ଗ ହେଉଥିଲା ଯାହାର ନାମ ହେଉଛି ରଙ୍ଗିଲା ବୋହୁ । ଏବେ ସେ ଶୁ-ଟି-ଙ୍ଗ ଛାଡି ଚିକିତ୍ସ୍ୟ ରେ ଅଛନ୍ତି ।


ଏଥିରେ ଦେବଶିସ ଙ୍କ ସହିତ ଓ ଲିପ୍ସା ମିଶ୍ର ମଧ୍ୟ ତାଙ୍କ ସହିତ ରହିଥିଲେ । ଶୁ-ଟି-ଙ୍ଗ ସେ-ଟରେ ସେ ବହୁତ ଲୋକଙ୍କ ସହିତ ମିସିଥିଲେ ଏବଂ ବର୍ତମାନ ତାଙ୍କର କୋ-ଭି-ଡ ପ-ଜେ-ଟି-ଭ ଆସିଛି ଏହା ଜାଣି ସେ ଲୋକ ମାନଙ୍କୁ ଏହିଭଳି ଭାବରେ ସତର୍କ କରାଇଛନ୍ତି । ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି କହିଛନ୍ତି । ତେବେ ଆମେ ଠାକୁରଙ୍କ ନିକଟରେ ପ୍ରାଥନା କରିବା ସେ ଜଲ୍ଦି କ-ରୋ-ନାରୁ ସୁସ୍ଥ ହୋଇଯାଆନ୍ତୁ ।

ଆଉ ଏମିତି ଭଲ ଖବର ଜାଣିବା ପାଇଁ ଏହାକୁ ବହୁତ ମାତ୍ରାରେ ସେୟାର ଆଉ ଲାଇକ କରନ୍ତୁ । ସେ ଜଣେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି ଆଉ ତାଙ୍କ ଅଭିନୟ ବହୁତ ଲୋକ ମାନଙ୍କ ମନକୁ ଚୁଇଞ୍ଚି ମଧ୍ୟ । ସେ ତାଙ୍କର ଅଭିନୟ ଦ୍ଵାରା ଲୋକ ମାନଙ୍କୁ ମଧ୍ୟ ବହୁତ ଖୁସି କରାଇଛନ୍ତି । ସେ ଜଣେ ଆଗ ଧାଡିର ନାୟିକା ଅଟନ୍ତି । ସେ ଦର୍ଶକ ମାନଙ୍କୁ ମଧ୍ୟ ବହୁତ ଭଲ ଭଲ ଫିଲ୍ମ ମଧ୍ୟ ଦେଇଛନ୍ତି । ତାଙ୍କ ଅଭିନୟ ବହୁତ ଦମଦାର ଅଟେ ।

ତାଙ୍କ ଅଭିନୟ ବହୁତ ଜୀବନ୍ତ ଓ ମନୋରଞ୍ଜନ ଯୁକ୍ତ ଅଟେ । ତାଙ୍କ ଅଭିନୟରେ ଦର୍ଶକଙ୍କ ମନ ମଧ୍ୟ କିଣିଛନ୍ତି । ଆଉ ଏବେ ମଧ୍ୟ ସେ ତାଙ୍କ ଶୁ-ଟି-ଙ୍ଗରେ ବ୍ୟସ୍ତ ଥିଲେ ତାଙ୍କର ଶରୀର ଅସୁସ୍ଥ ହୋଇପଡିଛି । ସେ କୋ-ଭି-ଡ ସଂକ୍ରମିତ ଅଟନ୍ତି । ଆଉ ସମସ୍ତଙ୍କୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି । ଆଉ ଯେଉଁମାନେ ତାଙ୍କ ସହିତ ଗତ କିଛି ସପ୍ତାହ ହେବ ମିସିଥିଲେ ତାଙ୍କୁ ମଧ୍ୟ ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *