ବନ୍ଧୁଗଣ ଆମେ ସମସ୍ତେ ଓଡିଆ ଚଳଚିତ୍ର କୁ ଦେଖିଥାଉ । ପସନ୍ଦ ଅନୁସାରେ ଆମ୍ଭେମାନେ ହିରୋ ତଥା ହିରୋଇନ କୁ ଚଳଚିତ୍ର ରେ ଦେଖିବାକୁ ଖୁବ ଭଲ ଲାଗିଥାଏ । ବନ୍ଧୁଗଣ ଦର୍ଶକ ଯଦି କୌଣସି ଅଭିନେତା ଅଥବା ଅଭିନେତ୍ରୀ ଙ୍କର ଫ୍ୟାନ ପାଲଟି ଯାଇଥାନ୍ତି, ତେବେ ତାଙ୍କର ବ୍ୟକ୍ତିଗତ ଜୀବନଶୈଳୀ, ତଥା ତାଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣିବାକୁ ଉତ୍କଣ୍ଠା ଦେଖାଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଓଡିଆ ଫିଲ୍ମ ଜଗତର କିଛି ନାୟିକା ମାନଙ୍କର ରିୟଲ ବୟସ ବିଷୟରେ କହିବାକୁ ଯାଉଛୁ ।
୧- ରିୟା ଦେ;- ଏହି ଅଭିନେତ୍ରୀ ଜଣଙ୍କ ୧୨ ଅକ୍ଟୋବର ୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ, ବର୍ତମାନ ତାଙ୍କୁ ୩୦ ବର୍ଷ ବୟସ । ସେ ବହୁତ ଭଲ ଅଭିନୟ କରି ଆସିଛନ୍ତି । ତାଙ୍କ ଅଭିନୟ ବହୁତ ଦର୍ଶକଙ୍କ ମନ ମୁଗ୍ଧ କରିଅଛି । ୨- ଶିବାନୀ ସଙ୍ଗୀତା;- ଏହି ଅଭିନେତ୍ରୀ ଜଣଙ୍କ ଜନ୍ମ ୧୨ ଜୁଲାଇ ୨୦୦୧ ମସିହାରେ ହୋଇଥିଲା । ବର୍ତମାନ ତାଙ୍କୁ ୨୦ ବର୍ଷ । ସେ ବହୁତ କମ ବୟସରୁ ଆକଟିଂ ଦୁନିଆରେ ପାଦ ଦେଇଛନ୍ତି । ତାଙ୍କ ଅଭିନୟ ବହୁତ ଦର୍ଶକଙ୍କୁ ପ୍ରଭାବିତ କରିଛି ।
୩- ରଚନା ବାନାର୍ଜୀ;- ବନ୍ଧୁଗଣ ଏହି ଅଭିନେତ୍ରୀଙ୍କୁ କିଏ ନଜାଣେ, ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ବିସ୍ମୟ ଜନକ ଅଭିନୟରୁ ସେ ଘରେ ଘରେ ପରିଚିତ । ସେ ଜେନ ବେଙ୍ଗୋଲି ନାୟିକା ଅଟନ୍ତି । ତାଙ୍କ ଜନ୍ମ ୨ ଅକ୍ଟୋବର ୧୯୭୪ ମସିହାରେ ହୋଇଥିଲା । ବର୍ତ୍ତମାନ ତାଙ୍କ ବୟସ ୪୬ ବର୍ଷ ରେ ପହଞ୍ଚିଛି । ୪- ପ୍ରକୃତି ମିଶ୍ର;- ଏହି ଚୂଲବୁଲି ଅଭିନେତ୍ରୀ ଜନକଙ୍କ ଜନ୍ମ ୩ ମାର୍ଚ୍ଚ ୧୯୯୫ ମସିହାରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୨୬ ବର୍ଷ ବୟସ । ସେ ବହୁତ ଗୁଡିଏ ଚଳଚିତ୍ର ତଥା ଆଲବମରେ ମଧ୍ୟ କାମ କରିଛନ୍ତି ।
୫- ଅପରାଜିତା ମହାନ୍ତି;- ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ଜନ୍ମ ୧୫ ମେ, ୧୯୬୫ ମସିହାରେ ହୋଇଥିଲା । ବର୍ତମାନ ତାଙ୍କୁ ୫୬ ବର୍ଷ ବୟସ ଅଟେ । ସେ ଚଳଚିତ୍ର ଜଗତରେ ବହୁତ କମ ବୟସରୁ କାମକରି ଆସିଛନ୍ତି । ନିଜର ଅଦ୍ଭୁତ୍ତ ପ୍ରତିଭାଶାଳି ଅଭିନୟରେ ଲକ୍ଷାଧିକ ଦର୍ଶକଙ୍କ ମନମୋହୀ ନେଇଛନ୍ତି । ସେ ସମସ୍ତ ପ୍ରକାର ର କିରଦାର କୁ ବେଶ ଭଲଭାବେ ନିଭାଇ ଆସିଛନ୍ତି । ଏଣୁ ଦାର୍ଶକେ ତାଙ୍କର ଅଜିଭଳି ଦିନରେ ମଧ୍ୟ ଦିବାନା ଅଟନ୍ତି ।
୬- ଅନୁ ଚୌଧୁରୀ;- ଏହି ଅଭିନେତ୍ରୀ ଜନକଙ୍କର ଜନ୍ମ ୩୦ ଅଗଷ୍ଟ ୧୯୭୯ ମସିହାରେ ହୋଇଥିଲା । ବର୍ତମାନ ତାଙ୍କୁ ୪୨ ବର୍ଷ ବୟସ ଅଟେ । ଏହି ଅଭିନେତ୍ରୀ ଜନକ ମଧ୍ୟ ନିଜର ଅଭିନୟ ଏବଂ ଅଦା ସେ ସମସ୍ତଙ୍କ ମନକୁ ମୋହିନେଇଛନ୍ତି । ୭- ମେଘା ଘୋଷ;- ଏହି ବେଙ୍ଗୋଲି ଅଭିନେତ୍ରୀ ଜଣଙ୍କର ଜନ୍ମ ୧୧ ଜୁଲାଇ ୧୯୮୭ ମସିହାରେ ହୋଇଥିଲା । ଏହି ଅଭିନେତ୍ରୀଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ । ସେ ଖୁବ କମ ସମୟ ମଧ୍ୟରେ ବହୁତ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି ।
୮- ଅର୍ଚ୍ଚିତା ସାହୁ;- ଏହି ଅଭିନେତ୍ରୀ ଜଣଙ୍କର ଆଜିଭଳି ଦିନରେ ଲକ୍ଷାଧିକ ଦିଵାନା ଅଛନ୍ତି । ତାଙ୍କ ଜନ୍ମ ୨୯ ଜୁନ ୧୯୯୦ ମସିହାରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୩୧ ବର୍ଷ ବୟସ ଅଟେ । ବନ୍ଧୁଗଣ ଏହା ଥିଲା ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ମନରେ ଜାଗା କରି ରହିଥିବା ଅଭିନେତ୍ରୀଙ୍କ ସମ୍ବନ୍ଧରେ ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।