ଓଡିଆ ଅଭିନେତା ‘ସ୍ଵୋରାଜ’ ଗୋବିନ୍ଦା ଙ୍କୁ ଦେଖି କାହିଁକି କାନ୍ଦି କାନ୍ଦି ଧରିଲେ ତାଙ୍କ ପାଦ

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ଗୁଡିଏ ଏଭଳି ଅଭିନେତା ଅଭିନେତ୍ରୀ ରହିଛନ୍ତି ଯେ କି ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାରେ ରହିଛନ୍ତି । କଳାକାର ମାନେ ନୂତନ କରି ସିନେମା ଜଗତରେ ପାଦ ଦିଅନ୍ତୁ କିଅବା ଅନେକ ସମୟ ଧରି ଇଣ୍ଡଷ୍ଟ୍ରି ରେ କାମ କରି ଆସନ୍ତୁ, ନିଜର ସୌନ୍ଦର୍ଜ୍ୟ, ବ୍ୟବହାର, ସ୍ଵୋଭାବ ତଥା ଅଭିନୟ ରେ ଦର୍ଶକଙ୍କ ମନରେ ନିଜର ଗୋଟିଏ ସ୍ଵୋତନ୍ତ୍ର ଜାଗା ବନାଇ ରହିଥାନ୍ତି । ଦର୍ଶକ ମାନେ ସେହି ଅଭିନେତା ଅଭିନେତ୍ରୀ ଙ୍କୁ ଏତେ ମାତ୍ରାରେ ନିଜର ଭଲ ପାଇବା ଦେଇଥାନ୍ତି ଯେ, ତାହା ବର୍ଣ୍ଣନା କରିହେବ ନାହିଁ ।

ବନ୍ଧୁଗଣ ପ୍ରତିଟି ମନୁଷ୍ୟର କିଛି ଭଲ ଗୁଣ ରହିଥାଏ ଏବଂ କିଛି ଖରାପ ଗୁଣ ମଧ୍ୟ ରହିଥାଏ । କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ହୃଦୟରୁ ସ୍ଵୋଛଳ ଲୋକ ଏମିତି ଅଛନ୍ତି, ଯାହାଙ୍କୁ ବାକି ଦର୍ଶକ ଅଥବା କଳାକାର ନିଜର ଗୁରୁ ଅଥବା ଆଦର୍ଶ ମାନି ନେଇଥାନ୍ତି । ଆଜ୍ଞା ହଁ ଆମ୍ଭେ ଆଜି ଆପଣଙ୍କୁ ଏମିତି ଏକ କଳାକାରଙ୍କ ସମ୍ବନ୍ଧରେ ଜଣେଇବାକୁ ଯାଉଛୁ ଯାହାଙ୍କୁ ଭେଟ କରି ଆଲିଉଡ ର କଳାକାର ଅତ୍ୟନ୍ତ ଭାବୁକ ହୋଇଗଲେ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ସେହି ବ୍ୟକ୍ତି ଜଣଙ୍କ କିଏ ଅଟନ୍ତି ?

ବନ୍ଧୁଗଣ ସେହି ପ୍ରସିଦ୍ଧ କଳାକାର ଜଣଙ୍କ ହେଉଛନ୍ତି, ବଲିଉଡ ର ଅଭିନେତା “ଗୋବିନ୍ଦା” । ଦର୍ଶକ ବନ୍ଧୁ ଏହି ଅଭିନେତା ଙ୍କୁ କିଏ ବା ନ ଜାଣେ ? ସେ ନିଜର ଅଭିନୟ ଏବଂ ସ୍ଵୋଭାବ ଦ୍ଵାରା ସମସ୍ତଙ୍କ ହୃଦୟରେ ଘର ବନାଇ ରହିଛନ୍ତି । ବନ୍ଧୁଗଣ ନିକଟରେ ତରଙ୍ଗ ପରିବାରର ଗୋଟିଏ ପୋଗ୍ରାମ ଆରମ୍ଭ ହୋଇଥିଲା ସେହିଥିରେ ବଲିଉଡ ର ଅଭିନେତା ଗୋବିନ୍ଦା ଅତିଥି ଭାବେ ଯାଇଥିଲେ । ସେଠାରେ ଓଡିଆ ଫିଲ୍ମୀ ଦୁନିଆରା ନୂତନ ଧାଡିର କଳାକାର “ସ୍ଵୋରାଜ” ତାଙ୍କୁ ଭେଟି ଥିଲେ ।

ସେହି ସମୟରେ ସେ ବହୁତ ଭାବୁକ ହୋଇଯାଇଥିଲେ, କାରଣ ସେ ପିଲାଦିନୁ ଗୋବିନ୍ଦା ଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରି ଆସିଛନ୍ତି । ତେଣୁ ତାଙ୍କୁ ହଟାତ ନିଜ ସମୁଖରେ ଦେଖି ସେ ଭାବୁକ ହୋଇଗଲେ । ସ୍ଵୋରାଜ ତାଙ୍କ ନିକଟକୁ ଯାଇ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ, ଏବଂ ତାହା ପରେ ଅଭିନେତା ଗୋବିନ୍ଦା ଙ୍କର ହାତକୁ ଧରି ଆଖିରେ ଲୁହ ଛଳଛଳ କରୁଥିବାର ଦ୍ରୁଶ୍ଯ ମିଡିଆ ସମୁଖରେ କେଇଦ ହୋଇଥିଲା । ବନ୍ଧୁଗଣ କେବଳ ସେ ନୁହେଁ ଏଲିନା ମଧ୍ୟ ଗୋବିନ୍ଦା ଙ୍କ ସହିତ ଫୋଟୋ ଉଠାଇଥିଲେ, ଏହା ବ୍ଯତୀତ ଅଭିନେତ୍ରୀ ଭୂମିକା, ଏବଂ ଶ୍ରିତମ ମଧ୍ୟ ଗୋବିନ୍ଦା ଙ୍କ ସହିତ ଫୋଟୋ ଉଠାଇଥିଲେ ।

ଦର୍ଶକବନ୍ଧୁ କିଛି ଦିନ ହେବ ଓଡିଆ ଫିଲ୍ମ ଦୁନିଆର ପ୍ରସିଦ୍ଧ କଳାକାର ସବ୍ୟସଚ୍ଚି ଏବଂ ଅର୍ଚ୍ଚିତାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଅଭିନେତା ଗୋବିନ୍ଦା ଉଭୟଙ୍କୁ ଶୁଭେଛା ଜଣାଇବା ସହିତ, ଦୁହିଜଣଙ୍କୁ ଭେଟ କରିଥିଲେ । ଗୋବିନ୍ଦା ଙ୍କୁ ଭେଟ କରି ସବ୍ୟ ଏବଂ ଅର୍ଚ୍ଚିତା ବହୁତ ଆନନ୍ଦ ପ୍ରକାଶ କରି ସୋସିଆଲ ମିଡିଆରେ ସେହିଠାରେ ଉଠାଇଥିବା ଫୋଟ ଗୁଡିକ ଶେୟାର କରିଥିଲେ । ବନ୍ଧୁଗଣ ଏହାଥିଲା ଅଭିନେତା ସ୍ଵୋରାଜ ବଲିଉଡ ଇଣ୍ଡଷ୍ଟ୍ରି ର ମହାନ କଳାକାର ଗୋବିନ୍ଦା ଙ୍କୁ ଭେଟ କରିଥିବା ର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *