ଗୋଟିଏ ପୋଲରେ କେବଳ ଗୋଟିଏ କାର ଯାଇ ପାରିବ । ଗୋଟିଏ ଧଳାକାର ଏବଂ ଗୋଟିଏ କଳାକାର ଏକାବେଳେ କେମିତି ଯିବେ ?

ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ ।

ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।

Image Courtesy: Google

୧. ତାହା କଣ ଯାହା ଭାଙ୍ଗିବା ପାଇଁ ତିଆରି ହୁଏ ?

ଉତ୍ତର : ରେକର୍ଡ

୨. ଜେନ ଧନୀ ଲୋକ ଏବଂ ଜଣେ ଗରିବ ଲୋକର ଘରେ ନିଆଁ ଲାଗିଛି । ପୋଲିସ ଆସିବା ପରେ ପ୍ରଥମେ କାହାଘର ନିଆଁ ଲିଭେଇବ ?

ଉତ୍ତର : ପୋଲିସ ନିଆଁ ଲିଭାଏ ନାହିଁ ।

୩. ଆପଣ ଅନ୍ଧାରରେ ଅଛନ୍ତି । ଆପଣଙ୍କ ପାଖରେ ଗୋଟିଏ ମହମବତି ଏବଂ ଗୋଟିଏ ଲଣ୍ଠନ ଅଛି । ଦିଆସିଲରେ କେବଳ ଗୋଟିଏ କାଠି ଅଛି । ପ୍ରଥମେ କଣ ଜଳେଇବେ ?

ଉତ୍ତର : ଦିଆସିଲ କାଠି

Image Courtesy: Google

୪. ଗୋଟିଏ ବସଷ୍ଟାଣ୍ଡରେ ଜଣେ ଅନ୍ଧ, ଜଣେ କାଲା ଏବଂ ଜଣେ ଛୋଟା ଛିଡା ଦେଇଛନ୍ତି । ବସ ଆସିଲେ ପ୍ରଥମେ କିଏ ବସଟିକୁ ଅଟକାଇବ ?

ଉତ୍ତର : ବସ ଡ୍ରାଇଭର

୫. ଡକ୍ଟର ଆପଣଙ୍କୁ ୩ଟି ବଟିକା ଦେଲେ ଏବଂ ପ୍ରତି ଅଧ ଘଣ୍ଟାରେ ଗୋଟିଏ ଖାଇବାକୁ କହିଲେ । ୩ଟି ବଟିକା ଖାଇବା ପ୍ପାଇନ ଆପଣଙ୍କୁ କେତେ ସମୟ ଲାଗିବ ?

ଉତ୍ତର : ଏକ ଘଣ୍ଟା ।

୬. ରାମୁକୁ ସ୍ଵପ୍ନରେ ଜଣେ ଝିଅ ଚପଲରେ ମାରିଲା । ତେଣୁ ସେ ୧୦ ଦିନ ପର୍ଯ୍ୟନ୍ତ ବ୍ଯାଙ୍କ ଗଲା ନାହିଁ । କାହିଁକି ?

ଉତ୍ତର : କାରଣ ତା ବ୍ଯାଙ୍କରେ ଲେଖାଥିଲା ଆମେ ଆପଣଙ୍କ ସ୍ଵପ୍ନକୁ ସତରେ ପରିଣତ କରୁ ।

Image Courtesy: Google

୭. ଗୋଟିଏ ଦଉଡିକୁ ଥରେ କାଟିଲେ ଦୁଇଖଣ୍ଡ ହୁଏ । ସେହି ଦଉଡିକୁ ତିନି ଥର କାଟିଲେ କେତେ ଖଣ୍ଡ ହେବ ?

ଉତ୍ତର : ଚାରି ଖଣ୍ଡ ।

୮. ମାଆ ବାପାଙ୍କ ପରେ ଆଉ କିଏ ଯିଏ ଆଗକୁ ଯିବା ପାଇଁ ପ୍ରେରଣା ଦେଇଥାନ୍ତି ?

ଉତ୍ତର : ବସ କଣ୍ଡକ୍ଟର ।

୯. ସେ କିଏ ଯିଏ ଆପଣଙ୍କ ଜିନିଷ ନିଏ ଏବଂ ବଦଳରେ ଆପଣ ତାକୁ ପଇସା ଦେଇଥାନ୍ତି ?

ଉତ୍ତର : ବାରିକ

Image Courtesy: Google

୧୦. ଗୋଟିଏ ପୋଲରେ କେବଳ ଗୋଟିଏ କାର ଯାଇ ପାରିବ । ଗୋଟିଏ ଧଳାକାର ଏବଂ ଗୋଟିଏ କଳାକାର ଏକାବେଳେ କେମିତି ଯିବେ ?

ଉତ୍ତର : କଳାକାର ଜଣକ ଧଳାକାରଟିକୁ ଚଲେଇବେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *