ବାଛନ୍ତୁ ଗୋଟେ ହାର୍ଟ ଓ ଜାଣନ୍ତୁ ନିଜ ବିଷୟରେ 1 ନୂଆ ରହସ୍ୟ

ବନ୍ଧୁଗଣ ବାଛନ୍ତୁ ଗୋଟେ ହାର୍ଟ ଏବଂ ଜାଣନ୍ତୁ ନିଜ ବିଷୟ ରେ ଏକ ନୂଆ ରାଜ । ଗୋଟେ ବ୍ୟକ୍ତି ର ପସନ୍ଦ ନିଜର ବିଚାର ଓ ସ୍ଵଭାବ ର ଆଇନ ଅଟେ । ଏହା ଦ୍ଵାରା ସ୍ଵଭାବ ର ବିଭିନ୍ନ ଉପହାସ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଜନ୍ମଦିନ ଅନୁସାରେ ଅଲଗା ଅଲଗା ପ୍ରକାର ର ଦେଖେଇଛୁ । ଯାହା ଆପଣଙ୍କୁ ନିଜ ପସନ୍ଦ ର ଏକ ହାର୍ଟ ବାଛନ୍ତୁ । ଏହି ହାର୍ଟ ଜଣେଇବା ଆପଣଙ୍କୁ ଆପଣଙ୍କ କିଛି ନୂଆ କଥା ।

ପ୍ରଥମ ହାର୍ଟ:

ଯଦି ଆପଣ ପ୍ରଥମ ହାର୍ଟ ଟି ବାଛିଛନ୍ତି ତେବେ ଆପଣ ସ୍ଵଭାବ ରୁ ବହୁତ ଶାନ୍ତ ଅଟନ୍ତି । ଏବଂ ଏକ ଭଲ ମଣିଷ ମଧ୍ୟ ଅଟନ୍ତି । ଆପଣ ଆପଣଙ୍କ ଭାବନା କୁ ଲୁଚେଇ ରଖିବା ରେ ବିଶ୍ୱାସ ରଖନ୍ତି ନାହିନ । ଏବଂ ଯାହା ଆପଣଙ୍କ ମନ ରେ ଥାଏ ତାହା ଆପଣଙ୍କ ମୁହଁ ରେ ମଧ୍ୟ ଥାଏ । ଆପଣ ନିଜ କାମ ପୁରା ବିଶ୍ୱାସ ର ସହିତ କରନ୍ତି । ଆପଣଙ୍କ ମଧ୍ୟରେ ଗୋଟେ ଖାସ କଥା ହେଉଛି ଆପଣ ନିଜକୁ କୌଣସି ବି ପରିସ୍ଥିତି ରେ ସମ୍ଭାଳି ନିଅନ୍ତି ।

ଦ୍ଵିତୀୟ ହାର୍ଟ:

ଯଦି ଆପଣ ଦ୍ଵିତୀୟ ହାର୍ଟ ଟି ବାଛିଛନ୍ତି ତେବେ ଆପଣ ସ୍ଵଭାବ ରେ ହାର୍ଟ ବ୍ରେକିଙ୍ଗ ଓ ବହୁତ ଭାବୁକ ହୋଇଥିବେ । ନିଜ ଜୀବନରେ କୌଣସି ପ୍ରକାର ର ଏଣ୍ଟର୍ଫାୟର ପସନ୍ଦ କରନ୍ତି ନାହିଂ ଏବଂ ବୀନା କାରଣ ରେ କାହା ଜୀବନରେ ମଧ୍ୟ ଏଣ୍ଟର୍ଫାୟର କରନ୍ତି ନାହିଂ । ଆପଣଙ୍କୁ କାହା ଉପରେ ନିର୍ଭର ରହିବା ପସନ୍ଦ ନଥାଏ । ଅତଃ ଆପଣାକୁ ସେଲ୍ଫ ମେଡ ପରସନ କହିବା ବି ଭୁଲ ହେବ ନାହିଂ । ନିଜ କର୍ତ୍ତବ୍ୟ ପାଇଁ କେବେ ଅବହେଳା ମଧ୍ୟ କରନ୍ତି ନାହିଂ ।

ତୃତୀୟ ହାର୍ଟ:

ଯଦି ଆପଣ ତୃତୀୟ ହାର୍ଟ ବାଛିଛନ୍ତି ତେବେ ଆପଣ ମାନେ ସ୍ଵଭାବ ରେ ବହୁତ ଇମୋସନାଲ ଓ ଶାନ୍ତ ଅଟନ୍ତି । ଇମୋସନାଲି ହର୍ଟ ହେବା ପରେ ଆପଣଙ୍କୁ ଦୁଃଖ ରୁ ବାହାରକୁ ଆସିବାକୁ ବହୁତ ଲାମ୍ବା ସମୟ ଲାଗିଥାଏ । ଆପଣଙ୍କ ମଧ୍ୟ ରେ ଅନ୍ୟ ପ୍ରତି ଦୟା ର ଭାବନା ବହୁତ ଅଧିକ ଥାଏ । ଆପଣ ଆପଣଙ୍କ ଚାରି ପାଖରେ ଥିବା ଲୋକଙ୍କୁ ବହୁତ ଖୁସି ଦେଇଥାନ୍ତି ।

ଚର୍ତୁଥ ହାର୍ଟ:

ଯଦି ଆପଣ ଚର୍ତୁଥ ହାର୍ଟ ଟି ବାଛିଛନ୍ତି ତେବେ ଆପଣମାନେ ରହସ୍ୟମୟ ସ୍ଵଭାବ ର ଅଟନ୍ତି । ଆପଣଙ୍କୁ ବୁଝିବା ବହୁତ କଷ୍ଟକର ଅଟେ । ଆପଣଙ୍କ ଭିତରେ ଏକ ଗଜବ ଆତ୍ମବିଶ୍ଵାସ ରହିଥାଏ । ଯଦି କେବେ ଆପଣ କାହା ଉପରେ ଭରସା କରିଥାନ୍ତି ତେବେ ଏହି ଭରସା ଜୀବନ ସାରା ରଖନ୍ତି ।

ପଞ୍ଚମ ହାର୍ଟ:

ଯଦି ଆପଣ ପଞ୍ଚମ ହାର୍ଟ ଟି ବାଛିଛନ୍ତି ତେବେ ଆପଣମାନେ ସ୍ଵଭାବ ରେ ବହୁତ ପରିଶ୍ରମୀ ଓ ଜିଦଦି ହୋଇଥାନ୍ତି । ଏବଂ ଜିଦ୍ଦି ରେ ଆସି ଆପଣ ବହୁତ ପରିଶ୍ରମ କରିଥାନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି । ଆପଣଙ୍କ ଜୀବନ ସଂଘର୍ଷ ପୂର୍ଣ ହୋଇଥାଏ । କିଛି ବି ଜିନିଷ ପାଇବାକୁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ତାହା କ୍ୟାରିୟର ରେ ହେଉ କିମ୍ବା ଆପଣଙ୍କ ଭଲ ପାଇବା ରେ ।

ଷଷ୍ଠ ହାର୍ଟ:

ଯଦି ଆପଣ ଷଷ୍ଠ ହାର୍ଟ ଟି ବାଛିଛନ୍ତି ତେବେ ଆପଣମାନେ ସ୍ଵଭାବ ରେ ବହୁତ ମିଳାପୀ ହୋଇଥାନ୍ତି । ଯେଉଁ କାରଣ ରୁ ଆପଣନ ସାମ୍ନା ଲୋକକୁ ବହୁତ ଜଲ୍ଦି ସାଙ୍ଗ ବନେଇନିଅନ୍ତି । ଆପଣଙ୍କ ଚାରି ପାଖରେ ଥିବା ଲୋକଙ୍କୁ ଆପଣ ଖୁସି ରଖିଥାନ୍ତି । ଆପଣଙ୍କୁ ନୂଆ ସାଙ୍ଗ ବନେଇବା ଓ ବୁଲାବୁଲି କରିବାକୁ ବହୁତ ପସନ୍ଦ ଆସିଥାଏ ।

ସପ୍ତମ ହାର୍ଟ:

ଯଦି ଆପଣ ସପ୍ତମ ହାର୍ଟ ଟି ବାଛିଛନ୍ତି ତେବେ ଆପଣମାନେ ସ୍ଵଭାବ ରେ ବହୁତ ଦିଲବାଲା ଓ ସମସ୍ତଙ୍କ ବିଷୟରେ ଭଲ ଭାବୁଥାନ୍ତି । ଆପଣ ଯେଉଁ ବି କାର୍ଯ୍ୟ କରନ୍ତି ତାକୁ ପୁରା ମନ ରୁ କରିଥାନ୍ତି । ଆପଣଙ୍କ ଜୀବନ ରେ ପରିବାର ର ବହୁତ ମହତ୍ଵ ଥାଏ । ଆପଣମାନେ ସମସ୍ତଙ୍କ କଥା ରେ ରାଜି ହୋଇଥାନ୍ତି କିନ୍ତୁ କରନ୍ତି ନିଜ ମନ କଥା ଶୁଣି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *