ଓଡିଆ ଘରେ ଛୁତକ ଏବଂ ମୃତକ ସମୟରେ କେଉଁ ବ୍ୟକ୍ତି ଓ କେଉଁ ଜିନିଷ ଛୁଆଁ ହୋଇଥାଏ ? Ajira Anuchinta

ଓଡିଆ ପରିବାରେ ଅନେକ ପ୍ରକାରର ନୀତି ନିୟମ ଅଛି ଯାହାକୁ ଆମେ ଜାଣିକି ମଧ୍ୟ ଠିକ ସେ ଜାଣି ନଥାଉ । ଆଜି ଆମେ ସେହି ବିଷୟରେ କହିବା କି ମୃତକ ଓ ଛୁତକ ମତ ମଧ୍ୟରେ କଣ ଫରକ ହୋଇଥାଏ । ଆଜି ଆମେ କହିବାକୀ ଆମେ କେଉଁ କେଉଁ ପ୍ରକାର ନିୟମ କୁ ପ୍ପାଳନ କରିବା ଭଲ ହୋଇଥାଏ । କିଛି ଜଣ ଜାଣି ପାରି ନଥାନ୍ତି ଏବଂ ସେମାନେ ସବୁ ବେଳେ ଭାବି ଥାନ୍ତି କି ସେମାନେ ବୋଧେ ହୁଏ ଛୁଆଁ ରେ ଅଛନ୍ତି ମନରେ ଅନେକ ପ୍ରକାର ସନ୍ଦେହ ଥାଏ ଆଜି ଆମେ ତାକୁ ହିଁ କହିବା ଆପଣଙ୍କୁ ।

ଆଜି ଆମେ କହିବା କି ଆପଣଙ୍କ ଘରେ ଯଦି କେହି ଜନ୍ମ ହୋଇ ଥାଏ ତେବେ ଏହାକୁ ଛୁତିକିଆ କୁହାଯାଏ । ଆପଣଙ୍କ ଘରେ ନୂଆ ସନ୍ତାନ ଆସିବା ମାନେ ହେଉଛି କି ଏହା ଛୁତିକିୟା । ଆଜି ଆମେ କହିବା କି ଆପଣଙ୍କ ପରିବାର ଲୋକମାନେ ଏବେ ଏହାକୁ ମାନିବେ କିନ୍ତୁ ଆପଣଙ୍କ କୁଟୁମ୍ବର ସବୁ ପାଳି ପାରନ୍ତି କିନ୍ତୁ ସବୁ ବନ୍ଧୁ ବାନ୍ଧବ ମାନେ ଏହାକୁ ମାନିବେନି ।

କାରଣ ଆପଣଙ୍କ ରକ୍ତ ସମ୍ପର୍କୀୟ ନୁହଁନ୍ତି । ସେମାନେ ଆପଣଙ୍କ କୁଳ ଓ ଗୋତ୍ରର ନୁହଁନ୍ତି । କିନ୍ତୁ ଯଦି ଆପଣ ଏହାକୁ ନାହି ପକାଇବା କହିବା କିମ୍ବା ଆପଣଙ୍କ ସଜ ଉଠାଇବା କାମ ହେବ ଯଦି ଆପଣ ଏହାକୁ କେଉଁ ଦିନରେ ପଡିଲେ ହେବ । ଆପଣ ଯଦି ନଖ କାଟିବା ପାଇଁ ପଡିବ ଓ ଏହା ଗୁରୁବାର ହେବ ତେବେ ଏହାକୁ ଆପଣ ଆଉ କିଛି ଦିନ ଯାଏ ଘୁଞ୍ଚାଇ ପାରିବେ ।

ଆପଣ ଜଦି ଚାହିଁବେ ତ ଏହାକୁ କିଛି ଦିନ ଯାଏ ଘୁଞ୍ଚାଇ ପାରିବେ । ଆପଣଙ୍କ ଘରେ ଯଦି ମୃତିକିଆ ଥାଏ ମାନେ ହେଉଛି କି ଆପଣଙ୍କ ଘରେ ଯଦି କେହି ମରିଯାଇଛନ୍ତି ତ ସବୁ ଏହା ପାଳନ କରିବା ପାଇଁ ବାଧ୍ୟ ଥାଏ । ଆଜି ଆମେ କହିବାକି ଯଦି କେହି ବଡ ପରିବାରରୁ ଚାଲି ଯାଇଛନ୍ତି ମାନେ ସବୁ ଙ୍କ ଠାରୁ ବଡ ତେବେ ସବୁ ମାନିବେ ।

କିନ୍ତୁ ଯଦି କେହି ଛୋଟ ଚାଲି ଯାଇଛନ୍ତି ତେବେ ବଡମାନେ ଏହାକୁ ପାଳନ କରିବା ଭଲ ହୋଇ ନଥାଏ । ଆପଣ ଯଦି ଭାବୁଛନ୍ତି କି ଏହି ଦିନ ମଧ୍ୟରେ ଆପଣଙ୍କ 10 କର୍ମ ରେ ଗୁରୁବାର ପଡୁଛି ତେବେ ଆପଣଙ୍କୁ ନଖ କାଟିବା ଆପଣଙ୍କୁ ପଡିବ ।

ଆପଣଙ୍କ ଘରେ ଯଦି ଦୁଇ ଦୁଇଟା ମୃତ୍ୟୁ ହୋଇଛି ମାନେ ଆପଣଙ୍କ ଘରେ ଯଦି ପ୍ରଥମେ ବୋହୁ ଚାଲି ଯାଇଛି ଓ ତା ପରେ ସାସୁ ଚାଲିଯାଏ ତେବେ ଆପଣ କିଛି ଦିନ ଯାହା ଚାଲି ଯାଇଥିବା ଆପଣ ତାକୁ ଗଣିବେ କିନ୍ତୁ ଯଦି ଆଗ ସାସୁ ମରିଯାଏ ତା ପରେ ବୋହୁ ମାରି ଯାଇଥାଏ ତେବେ ଆପଣ ସାସୁ ପାଇଁ ହିଁ ପାଳିବେ ବୋହୁ ପାଇଁ ନୁହେଁ । ଉଭୟଙ୍କ କମ ଏକା ସହ ହେବ ।

ଯେଉଁ ଦିନ ଶାସୁର କାମ ସାରିବା ସେହି ଦିନ ବୋହୁର କମ ମଧ୍ୟ ସରିବ । ଏହା ଟିକେ ଧ୍ୟାନରେ ଆପଣ ଦେଖିଲେ ଆପଣ ଜାଣି ପାରିବେ । ଆପଣ ଯଦି ଏହି ସମୟରେ ବ୍ରତ ଧାରଣ କରିଥିବେ ଓ କାହାକୁ ଛୁଇଁ ଛନ୍ତି ତେବେ ଏହା ମଧ୍ୟ ଛୁଆ ହେବ । ଆପଣଙ୍କୁ ଉଜାଇବା କୁ ପଡିବ ଶୁଦ୍ଧି ହେବା ଦିନ ପରେ ଏହାକୁ ଆପଣ ଆଉ ଥରେ ଧାରଣ କରି ପାରିବେ ଆଉ ଏକ ନୂଆ ପୂଜା କରିକି ।

Leave a Reply

Your email address will not be published. Required fields are marked *