ଓଡିଆ ହାସ୍ୟ ଅଭିନେତା Jairam Samal ଙ୍କ ନାତୁଣୀ କିଏ ଜଣାଇଲେ ବିଶ୍ଵାସ କରି ହେବନି, ବଡ ବଡ Heroin ମାନେ ତାଙ୍କ ଆଗରେ ଫେଲ ମାରନ୍ତି 

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବିଶେଷ କରି ହାସ୍ୟ ଅଭିନେତା ମାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଜଗତର ଏମିତି ଜଣେ କମେଡି କିଙ୍ଗଙ୍କ ବିଷୟରେ ସଂପୂର୍ଣ୍ଣ କଥା କହିବାକୁ ଯାଉଛୁ ଯେଉଁଥିରେ ତାଙ୍କର ପୁଅ ଓ ଝିଅ ବିଷୟରେ କିଛି ଅନୋଖା ତଥ୍ୟ ରହିଛି ।

ତେବେ ଆସନ୍ତୁ ଜଣାଇବା ସେହି କମେଡିଆନ ଅଭିନେତା କିଏ ଓ ତାଙ୍କର ପୁଅ ଓ ଝିଅ କିଏ ଅଟନ୍ତି । ଓଡିଆ ଜଗତରେ ହାସ୍ୟ ଅଭିନେତା ବା କମେଡି କିଙ୍ଗ ଭାବେ ଜୟୀରାମ ସାମଲଙ୍କୁ କିଏ ନ ଜାଣିଛନ୍ତି । ତାଙ୍କୁ ଲୋକେ ମାନେ ଜୟୀ ବୋଲି ମଧ୍ୟ ଡାକନ୍ତି । ବର୍ତ୍ତମାନ ତାଙ୍କର ବୟସ ହେଉଛି ୭୨ ବର୍ଷ ଅଟେ । ଜୟୀ କଟକ ଜିଲ୍ଲା ର ମହଙ୍ଗା ଗାଁ ରେ ଜନ୍ମଗ୍ରହଣ କରିଥିଲେ । ଆପଣ ମାନେ ଜୟୀରାମ ସାମଲଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଓଡିଆ ଚଳଚ୍ଚିତ୍ରରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି ।

ଜୟୀଙ୍କର କମେଡି ଏତେ ସୁନ୍ଦର ହୋଇଥାଏ ଯେ ଦରସକ ମାନେ ତାଙ୍କର ସବୁ ଫିଲ୍ମ ଦେଖିବା ପରେ ହସି ହସି ଗାଡି ଯାଆନ୍ତି । ଅଭିନେତା ଜୟୀରାମ ସାମଲଙ୍କୁ ୨୦୦୮ରେ ତାଙ୍କର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ୩୦ ବର୍ଷର କନଟ୍ରିଭୂସନ ପାଇଁ ଫାଇଲ ଟାଇମ ଆଚିଭ ମେଣ୍ଟ ଆୱାର୍ଡରେ ସମାନୀତ କରା ଯାଇଥିଲା ।

ଓଡିଆ ଜଗତରେ ସେ କେବଳ ହାସ୍ୟ ଅଭିନେତା ଭାବେ କାମ କରି ନାହାନ୍ତି ବରଂ ଖଳନାୟକ ଚରିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଯାହା ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରି ପାରିଛି । ଏହା ବ୍ଯତୀତ ଜୟୀରାମ ସାମଲ ଓଡିଆ ଚଳଚ୍ଚିତ୍ରରେ ୩୦୦ ଟି ଓଡିଆ ଫିଲ୍ମ, ସିରିଏଲ ଓ ନାଟକରେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି । ତାଙ୍କର ସ୍ତ୍ରୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଏଠାରେ ଯେଉଁ ଫୋଟୋ ରହିଛି ତାହା ହେଉଛି ଜୟୀରାମ ସାମଲଙ୍କର ଅତି ପ୍ରିୟ ନାତୁଣୀଙ୍କର ଯାହାଙ୍କର ନାଁ ହେଉଛି ଅନିତା ସାମଲ ଅଟେ । ଅନିତା ସାମଲ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହା ଥିବା ଅଭିନେତା ଜୟୀରାମ ସାମଲଙ୍କର ପ୍ରକୃତ ନାତୁଣୀ ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *