ଗୁରୁତ୍ଵର ଅବସ୍ଥାରେ ICUରେ ଭର୍ତ୍ତି ହେଲେ ଓଡିଆ ସିଙ୍ଗର ତପୁ ମିଶ୍ର

ଆପଣ ସମସ୍ତେ ଓଡିଆ ଗାୟିକା ତପୁ ମିଶ୍ରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ଜଣେ ଗାୟିକା ଅଟନ୍ତି । ସେ ଆମ ଓଡିଶାର ଜଣେ ଜଣା ଶୁଣା କଣ୍ଠଶିଳ୍ପୀ ଅଟନ୍ତି । ତାଙ୍କର ସୁ ମଧୁର ଗୀତର ସମସ୍ତେ ଦିବାନା ଅଅଟନ୍ତି ।

ସେ ଓଡିଆ ଭାଷାରେ ବହୁତ ଗୀତ ଗାଇଛନ୍ତି ଓ ପ୍ରାୟତଃ ତାଙ୍କର ସମସ୍ତ ଗୀତ ବହୁତ ହିଟ ମଧ୍ୟ ହୋଇଥାଏ । ଓଡିଶାର ପ୍ରତ୍ୟକ ବ୍ୟକ୍ତି ବୁଢାର ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଗୀତା ଶୁଣିବାକୁ ଭଲ ପାଆନ୍ତି । ତପୁ ମିଶ୍ର ଓଲିଉଡର ପ୍ରାୟତଃ ଫିଲ୍ମରେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଗୀତା ଥାଏ । ଏହା ସହିତ ସେ କେତେକ ଆଲବମ ଓ ଭଜନ ପାଇଁ ବି ଗୀତ ଗାଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କ ସହ ଜଡିତ ଗୋଟିଏ ବଡ ଦୁଃଖ ଖବର ସାମ୍ନାକୁ ଆସୁଛି । କୁହାଯାଉଛି କି ତପୁ ମିଶ୍ରଙ୍କୁ ଗୁରୁତ୍ଵର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏମିତିରେ ତାଙ୍କର ପରିବାର ଲୋକମାନେ ଓ ତାଙ୍କର ଫ୍ୟାନମାନେ ତାଙ୍କର ଆରୋ-ଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ତେବେ ଚାଳନ୍ତୁ ଜାଣିବା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟ କେମିତି ଅଛି । କହିଦେଉଛୁ କି ପ୍ରଖ୍ୟାତ ଓଡିଆ ଗାୟକ ତପୁ ମିଶ୍ରଙ୍କୁ ୧୯ ମେ ସନ୍ଧ୍ୟା ସମୟରେ ଏକ ପ୍ରାଇବେଟ ହସ୍ପିଟାଲରେ ବହୁତ ଗୁରୁତ୍ଵର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କ କୋବିଡ – ୧୯ର ଚିକିତ୍ସା ଚାଲୁଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ଡାକ୍ତରଙ୍କ କହିବା ଅଟେ କି ସେ ଏବେ ସୁସ୍ଥ ଅଛନ୍ତି ଓ ଭୟ କରିବାର କୌଣସି କଥା ନାହିଁ । ଗାୟିକା ତପୁ ମିଶ୍ରଙ୍କ ଜଣେ ସମ୍ପର୍କୀୟଙ୍କ ଠାରୁ ଜଣା ପଡିଛି କି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ପରିବାର ଲୋକମାନଙ୍କୁ କହିଛନ୍ତି କି ତପୁ ମିଶ୍ରଙ୍କ ଅକ୍ସିଜେନ ସ୍ତରରେ ସୁଧାର ଆସୁଛି ଓ ଆଗ ଅପେକ୍ଷା ସେ ବହୁତ ସୁସ୍ଥ ଅଛନ୍ତି । କହିଦେଉଛୁ କି ତପୁ ମିଶ୍ର କିଛି ଦିନ ପୂର୍ବେ ହିଁ ନିଜର କୋବିଡ ପରୀକ୍ଷା କରିଥିଲେ ଓ ତାଙ୍କର ରିପୋର୍ଟ ପଜିଟିବ ଆସିଥିଲା । ଏମିତିରେ ସେ ଘରେ ହିଁ ନିଜର ଚିକିତ୍ସା କରୁଥିଲେ ।

କିନ୍ତୁ ୧୯ ମେ ସନ୍ଧ୍ୟା ସମୟରେ ତାଙ୍କର ଅବସ୍ଥା ଖରାପ ହେବା କାରଣରୁ ତାଙ୍କୁ ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା ଓ ଏହା ପରେ ସଙ୍ଗେ ସଙ୍ଗେ ତାଙ୍କୁ ICUରେ ଭର୍ତ୍ତି କରାଗଲା । ଅନ୍ୟ ପଟେ ତପୁ ମିଶ୍ରଙ୍କ ପ୍ରଶଂସକ, ଗାୟକମାନେ, ସଙ୍ଗୀତ ନିର୍ଦେଶକ, ଅଭିନେତା ଓ ଓଡିଆ ଫିଲ୍ମ ଜଗତ ସହ ଜଡିତ ଅନ୍ୟ ସମସ୍ତେ ବ୍ୟକ୍ତି ତାଙ୍କର ସୁସ୍ଥ କାମନା କରିଛନ୍ତି । ଏହା ମଧ୍ୟରେ ସବୁଠୁ ବଡ ଦୁଃଖର କଥା ହେଉଛି କି ତପୁ ମିଶ୍ରଙ୍କ ପିତା ଚିକିତ୍ସା ସମୟରେ ୧୦ ମେ ରେ କୋବିଡ ୧୯ କାରଣରୁ ନିଜର ପ୍ରାଣ ହରାଇଛନ୍ତି ।

କହିଦେଉଛୁ କି ତପୁ ମିଶ୍ର ନିଜର ଗୀତ ପାଇଁ ଜଣା ଯାଆନ୍ତି ଓ ସେ କେତେକ ପୁରସ୍କାର ମଧ୍ୟ ଜିତିଚନୀ । ସେ ୧୬ ବର୍ଷ ବୟସରୁ ହିଁ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୬୦ ରୁ ବି ଅଧିକ ଓଡିଆ ଫିଲ୍ମ ଓ ୨୨ ଟି ବେଙ୍ଗଲି ଫିଲ୍ମରେ ନିଜର କଣ୍ଠଦାନ କରିଛନ୍ତି । ଏହା ସହିତ ସେ ବହୁତ ଭଜନ ମଧ୍ୟ ଗାଇଛନ୍ତି । ତାଙ୍କୁ ନିଜର ଗୀତ ‘ତୁ ମୋ ଶୁଣା ତୁ ମୋ ହୀରା’ ଯାହାକି ଲଭ ମାଷ୍ଟର ଫିଲ୍ମର ଗୀତା ଥିଲା ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଗାୟିକା ଓଡିଶା ଫିଲ୍ମ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *