ହୃଦୟରୁ ବହୁତ ସଚ୍ଚୋଟ ହୋଇଥାନ୍ତି ଏହି 2ଟି ନାମର ଝିଅମାନେ- Jyotisha Shastra

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣିବା ପାଇଁ ବହୁତ ସାରା ଉପାୟ ରହିଥାଏ । ବ୍ଯକ୍ତିର ଭଲ ଓ ମନ୍ଦ ବିଷୟରେ ଜାଣିବା ଏତେବୀ ସହଜ ହୋଇନଥାଏ ।ଜ୍ଯୋତିଷ ଶାସ୍ତ୍ରା ଜରିଆରେ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି ଜାଣି ପାରିବେ । ଯଦି ଆମେ ବ୍ଯକ୍ତିର ପ୍ରଥମ ଅକ୍ଷର ବିଷୟରେ ଆଲୋଚନା କରିବା ବାସ୍ତବରେ ବ୍ଯକ୍ତିର ପୁରା ଜୀବନ ଏହା ଉପରେ ନିର୍ଭର କରିଥାଏ ।

ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ଦ୍ଵାରା କୌଣସି ବ୍ଯକ୍ତିର କୁଣ୍ଡଳୀ ବନାଯାଇଥାଏ । କେଉଁ ଝିଅ ଭୁଲ କଥା କହୁଛି ଆଉ କେଉଁ ଝିଅ ଭୁଲ କଥା କହୁଛି ତାହା ବିଶ୍ଵାସ କରିବା କଠିନ ହୋଇଥାଏ । ଆଉ ପୁଅ ମାନେ ମଧ୍ୟ କେଉଁ ଝିଅକୁ ବିଶ୍ଵାସ କରିବେ ଆଉ କାହାକୁ କରିବେ ତାହା ମଧ୍ୟ ଜାଣି ପାରନ୍ତି ନହିଁ । ଶେଥି ଲାଗି ଏହି ଲେଖା ମାଧ୍ୟମରେ ଏହି ଦୁଇଟି ନାମର ଝିଅ ବିଷୟରେ ଆଲୋଚନା କରିବା । ଯେଉଁ ମାନଙ୍କର ହୃଦୟ ଏକଦମ ସଫା ହୋଇଥାଏ ।

ଆପଣ ଏମାନଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା । ପ୍ରଥମେ ଆମେ ପି ନାମର ଝିଅ ବିଷୟରେ ଆଲୋଚନା କରିବା । ପି :- ଏହି ଝିଅମାନେ ନିଜ ନାମ ଭଳି ବହୁତ ଭଲ ଓ ହୃଦୟରୁ ବହୁତ ସଫା ହୋଇଥାନ୍ତି । ସେମାନେ ବହୁତ ମିଳିମିଶି କାମ କରିବା ପାଇଁ ପସନ୍ଦ କରିଥାନ୍ତି ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ରଖିବା ପାଇଁ ଚେଷ୍ଟା କରିଥାନ୍ତି ।

ଏହା ସହିତ ସେମାନେ ଭଗବାନଙ୍କ ଉପରେ ମଧ୍ୟ ବହୁତ ବିଶ୍ବାସ ରଖିଥାନ୍ତି । ଏହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି । ଶେଠୀ ପାଇଁ ସେମାନକୁ ପ୍ରେମତ ମିଳିଯାଇଥାଏ କିନ୍ତୁ ସେଇ ପ୍ରେମକୁ ନିଭାଇବା ପାଇଁ ବହୁତ କଠିନତାର ସାମ୍ନା କରିବାକୁ ପଡିଥାଏ । ତାଙ୍କର ସବୁଠୁ ଭଲ ଗୁଣ ଏହା ହୋଇଥାଏ ଏମାନେ ଯାହାକୁବୀ ପ୍ରେମ କରିଥାନ୍ତି । ଜୀବନ ସାରା ତାର ସହିତ ରହିଥାନ୍ତି ।

ଆର :- ଯେଉଁ ଝିଅଙ୍କ ନାମ ଆର ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏହି ଝିଅ ମାନେ ନିଜ ଦୁନିଆରେ ସବୁ ବେଳେ ରହିଥାନ୍ତି । କିନ୍ତୁ ଏମାନକୁ ପଇସା ଓ ଭଲ ଜୀବନ ସବୁବେଳେ ମିଳିଥାଏ । ଏମାନଙ୍କର ଭାବନାର ଦୁନିଆ ହିଁ ଏମାନକୁ ସଫଳତା ଶିଖରରେ ପହଞ୍ଚାଇ ଥାଏ । ଏହି ଝିଅ ମାନେ ଅନ୍ୟକୁ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଏମାନଙ୍କର ସବୁଠୁ ଭଲ ଗୁଣ ଏହା ହୋଇଥାଏ ଏମାନେ ସବୁବେଳେ ନୂଆ ନୂଆ ଜିନିଷ ଖୋଜିବାରେ ଲାଗିଥାନ୍ତି । ଏକ ମଧ୍ୟ ହୋଇଥାଏ ଏମାନେ ବହୁତ ଜିଜ୍ଞାସୁ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *