ଓଲିଉଡ ଗାୟିକା Asima Pandaଙ୍କ କୁନି ଝିଅ ଗାଇଲେ ସୁନ୍ଦର ଗୀତ, Video ହେଉଛି ଭାଇରାଲ

ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନେତା ଓ ଅଭିନେତ୍ରୀ ମାନେ ଯେତିକି ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଠିକ ସେତିକି ଗାୟକ ଓ ଗାୟିକା ମାନେ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଓଡିଶାରେ ଅନେକ ସଂଗୀତକାର ଅଛନ୍ତି ଯେଉଁ ମାନେ ନିଜର ସୁମଧୁର କଣ୍ଠ ରେ ଗାନ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଗାୟିକା ଅସୀମା ପଣ୍ଡା ଗୋଟେ କୁନି ଝିଅ ସହ ଗୀତ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ପଛରେ କଣ ରହିଛି ପୁରା ଘଟଣା କହିବାକୁ ଯାଉଛୁ ।

ଆପଣ ମାନେ ଓଡିଶାର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠ ରେ ସଙ୍ଗୀତ ଗାନ କରି ଖୁବ ଚର୍ଚ୍ଚା ରେ ରହିଛନ୍ତି । ତାଙ୍କର ସଙ୍ଗୀତ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ସେ ଓଡିଆ ଭଜନ ଠାରୁ ଆରମ୍ବ କରି ଆଧୁନିକ ଗୀତ ଗାଇଛନ୍ତି । ସେ ତାଙ୍କର ସୁମଧୁର ସଙ୍ଗୀତ ପାଇଁ ଘରେ ଘରେ ପରିଚିତ ଅଟନ୍ତି । ଏହି ଭିଡିଓ ରେ ଅସୀମା ପଣ୍ଡା ଙ୍କ ସହ କୁନି ଝିଅ ଟି ଗୀତ ଗାଉଛି ଯାହା ଏବେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ଯେଉଁ କୁନି ଝିଅ ସହ ଅସୀମା ପଣ୍ଡା ଗୀତ ଗାଉଛନ୍ତି ତହ ଦେଖି ତାଙ୍କ ଫ୍ୟାନ୍ସ ମାନେ କହିଛନ୍ତି ଯେ ସେ ଅସୀମା ପଣ୍ଡାଙ୍କର ଝିଅ । କିନ୍ତୁ ଏହା ସତ ନୁହେଁ । କାରଣ ଅସୀମା ପଣ୍ଡା ମ୍ୟାରେଜ କରିଛନ୍ତି ସତ କିନ୍ତୁ ତାଙ୍କର କୌଣସି ସନ୍ତାନ ନାହି ।

ତେବେ ଏହି ଭିଡିଓ ରେ ଯେଉଁ କୁନି ଝିଅ ଟି ଦୃଶ୍ୟ ହେଉଛି ସେ ଅସୀମା ପଣ୍ଡା ଙ୍କୁ ଆଣ୍ଟି କହି ସମ୍ବୋଧନ କରିଛି । ଏଥିରୁ ଏହା ସ୍ପଷ୍ଟ ହେଉହୀ ଯେ ସେହି କୁନି ଝିଅ ଟି ଅସୀମା ପଣ୍ଡା ଙ୍କର କୌଣସି ସମ୍ପର୍କୀୟ । ଅସୀମା ପଣ୍ଡା ସେହି ଝିଅ ସହ କିଛି ଫୋଟୋ ଉଠାଇବାର ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଏହି ଭିଡିଓ ରେ କୁନି ଝିଅ ଟି ଅସୀମା ଙ୍କ ସହ ଖୁବ ସୁନ୍ଦର କଣ୍ଠ ରେ ଗୀତ ଗାଇବାର ନଜର ଆସୁଛନ୍ତି । ଦେଖିଲେ ଲାଗୁଛି ଯେ ଦୁହେଁ ପରସ୍ପରକୁ ବହୁତ ଦିନ ହେଲା ଜାଣିଛନ୍ତି । ତେବେ ଅସୀମାଙ୍କର ଯେଉଁ ସବୁ ଗୀତ ରିଲିଜ ହୋଇଛି ତାହା ସୁପର ହିଟ ହୋଇଛି । ସେ ବହୁତ କମ ସମୟରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କର ସୁମଧୁର କଣ୍ଠ ରେ ସେ ଲୋକ ମାନଙ୍କର ହୃଦୟ କୁ ଛୁଇଁ ପାରିଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅସୀମା ପଣ୍ଡାଙ୍କ ସଙ୍ଗୀତ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *