ପ୍ରଥମ ଥର ପାଇଁ ଦେଖନ୍ତୁ Ollywoodର ବରିଷ୍ଠ କଳାକାର Raimohan Paridaଙ୍କ ପୁରା ପରିବାର… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ବରିଷ୍ଠ କଳକର ରାଇମୋହନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଭିଲିଆନ ଚରିତ୍ର ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର ଅଭିନୟ ଏତେ ନିଖୁଣ ଭାବେ ସେ ପ୍ରଦର୍ଶନ କରିଥାନ୍ତି ଯାହାକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥାନ୍ତି । ତେବେ ସେ ଫିଲ୍ମ ଜଗତରେ ଲୋକପ୍ରିୟତା ହାସଲ କରିବା ସହ ଗତ କିଛି ବର୍ଷ ତଳେ ଯାତ୍ରା ଦୁନିଆରେ ମଧ୍ୟ ନିଜର ଜଲୱା ଦେଖାଇବାରେ ସକ୍ଷମ ହୋଇଥିଲେ । ତାଙ୍କର ଯାତ୍ରା ଦୁନିଆରେ ଅଭିୟନକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ ।

ତେବେ ବର୍ତ୍ତମାନର ସବୁଠାରୁ ଦୁଃଖଦ ଖବର ଆସି ପହଞ୍ଚିଛି କି ଅଭିନେତା ରାଇମୋହନ ଆଉ ଏ ଦୁନିଆରେ ନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କ ମଞ୍ଚେଶ୍ଵର ସ୍ଥିତ ବାସ ଭବନରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ତେବେ ଏହାର କାରଣ କଣ ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି । ତେବେ ଆଜି ଆମେ ଆପଣଙ୍କୁ ମାନଙ୍କୁ ତାଙ୍କର ପରିବାର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କି ଅଭିନେତା ରାଇମୋହନ ପରିଡା ଙ୍କ ପୁରା ପରିବାରର ଉପସ୍ଥିତ ଅଛନ୍ତି । ତେବେ ରାଇ ଭାଇ ନିଜ ପରିବାର ସହ କୌଣସି ସ୍ଥାନକୁ ବୁଲି ଯିବାର ଏହା ହେଉଛି ଭିଡିଓ । ଯେଉଁଥିରେ ତାଙ୍କ ମା, ଭଉଣୀ, ସ୍ତ୍ରୀ, ଭାଇ, ଭାଉଜ ଓ ଅନ୍ୟାନ୍ୟ ପରିବାରର ସଦସ୍ୟ ଉପସ୍ଥିତ ଅଛନ୍ତି ।

ରେବେ ରାଇ ଭାଇ ନିଜ ପୁରା ପରିବାର ସହ ବେଶ ହସ ଖୁସି ରେ ସମୟ ବ୍ଯତୀତ କରିବାର ମଧ୍ୟ ନଜର ଆସୁଛନ୍ତି । ତେବେ ତାଙ୍କର ଅକାଳ ବିୟୋଗରେ ପୁରା ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏମିତିକି ଓଡିଆ କଳାକାର ମାନେ ତାଙ୍କର ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ତେବେ କେଉଁ କାରଣ ପାଇଁ ବା ପାରିବାରିକ ସମସ୍ଯା ପାଇଁ ବା ଅନ୍ୟ କିଛି କାରଣ ପାଇଁ ରାଇ ଭାଇ ଏମିତି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାହା ପୋଲିସ ତଦନ୍ତ କରିବା ପରେ ଜଣା ପଡିବ । ସେ ୯୦ ଦଶକର ଏମିତି ଜଣେ କଳକର ଥିଲେ ଯିଏ ଓଡିଆ ଜଗତ ରେ ଅନେକ ସାରା ଓଡିଆ ଫିଲ୍ମ ଭେଟି ଦେଇଛନ୍ତି । ଯାହା ସୁପର ହିଟ ହୋଇଥିଲା ।

ଅନେକ କଳାକାର ମାନଙ୍କର ତାଙ୍କ ଅଭିନୟକୁ ଅଧିକ ରହିଥିଲା । ଆଜି ବି ଲୋକ ମାନେ ତାଙ୍କର ଅଭିନୟକୁ ମାନେ ରଖିଛନ୍ତି ଆଉ ଆଗକୁ ମଧ୍ୟ ମନେ ରଖିବେ । ତେବେ ଆମେ ମାନେ ସମସ୍ତେ ଭଗବାନଙ୍କ ନିକଟରେ ରାଇ ଭାଇଙ୍କ ଆତ୍ମାର ସଦଗତି ନିମନ୍ତେ ପରାର୍ଥନା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ଙ୍କ ପରିବାର କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *