ଓସ୍ତ ପତ୍ରକୁ ଛୁଇଁକି କହିଦିଅ ବାସ ଏହି ମନ୍ତ୍ର, ଯାହା ବି ଥାଉ ଇଚ୍ଛା ସବୁ ହେବ ପୂର୍ଣ୍ଣ

ଓସ୍ତ ଗଛକୁ ବହୁତ ମହତ୍ଵପୂର୍ଣ ବୋଲି କୁହାଯାଇଛି । ଏହା ଗୋଟେ ଏମିତି ଗଛ ଯେଉଁଠି ତିନୋଟି ଦେବତା ବାସ କରନ୍ତି । ବ୍ରହ୍ମା, ବିଷ୍ଣୁ ମହେଶ୍ଵର ତିନୋଟି ଦେବତା ବାସ କରନ୍ତି । ଯେଉଁ ଲୋକଙ୍କ ଉପରେ ପିତୃ ଡୋସା ଓ କାଳସର୍ପ ଦୋଷ ରହିଥାଏ କି ଶନି ଦୋଷ ଥାଏ । ଓସ୍ତ ଗଛ ସହିତ ଜଡିତ ଉପାୟ ବହୁତ ଶକ୍ତିଶାଳୀ ହୋଇଥାଏ ଓ ବହୁତ ଜଲ୍ଦି ପ୍ରଭାବ ଦେଖାଇ ଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଶକ୍ତିଶାଳୀ ମନ୍ତ୍ର କହିବୁ ଯାହାକୁ ଓସ୍ତ ଗଛକୁ ଛୁଇଁକି କହିଲେ ସବୁ ଇଛା ପୁରା ହୋଇଥାଏ । ଏହି ପ୍ରୟୋଗ କରିବା ପାଇଁ ଆପଣଙ୍କୁ ଲାଲ ରଙ୍ଗର ପେନ ବ୍ୟବହାର କରିବେ ନହେଲେ ଲାଲ ସ୍କେଚ ପେନ ବ୍ୟବହାର କରିପାରିବେ ।

ଏହି ଉପାୟ ପାଇଁ ଏହା ବହୁତ ଠିକ ରହିବ । ଏହି ଅସ୍ତଗଛର ପତ୍ରରେ ବହୁତ ସହଜରେ ଯାହାବି ଆପଣଙ୍କ ଇଛା ଥିବ ଆପଣ ଲେଖିବେ, କେବଳ ଶନିବାର ଦିନ ଏହି ଉପାୟ କରିବେ । ଓସ୍ତ ପତ୍ରକୁ ଗଛରୁ ଛିଣ୍ଡେଇବ ନହିଁ ସେଗଛରେ ଥିବା ପତ୍ରରେ ହିଁ ଆପଣ ଏହି ପ୍ରୟୋଗକୁ କରିବେ । ପୁରା ସଫା ପତ୍ରରେ ନିଜର ମନୋକାମନା ଲେଖି ପତ୍ରକୁ ମୋଡି ତାକୁ କଲାବାରେ ବାନ୍ଧିଦେବେ । ନାଲି ଫିତା ଯାହା ପୂଜା ପାଇଁ ବ୍ୟବହାର କରାଯାଏ । ଧ୍ୟାନ ରଖିବେ ଯଦି ଆପଣଙ୍କ ଇଛା ପଇସା ସହିତ ଜଡିତ ଥିବ କି ପ୍ରେମ ସହିତ ଜଡିତ ଥିବ ତେବେ ଲାଲ ସୂତାରେ ବାନ୍ଧିବେ ।

ଯଦି କୌଣସି ଶତ୍ରୁ ସମସ୍ୟା ଥିବ ଆପଣଙ୍କୁ ନାଲି ରଙ୍ଗର ସୂତା ବାନ୍ଧିବନି କଳାରଙ୍ଗର ସୂତା ବ୍ୟବହାର କରାଯିବ । ଯଦି ଏହି ଛୋଟ ଛୋଟ କଥା ଉପାୟ କଲାବେଳେ ଧ୍ୟାନରେ ରଖିବେ ଆପଣଙ୍କର ଯାହାବି ମନୋକାମନା ଥିବା ଅତିଶୀଘ୍ର ପୁରା ହେବ । ଧ୍ୟାନ ରଖିବେ ପତ୍ର ଟାଇଟ କରି ବାନ୍ଧିବେନି ନହେଲେ ପତ୍ର ଫାଟିଯାଇ ପାରେ ତାକୁ ହାଲକାରେ ବାନ୍ଧି ଗଣ୍ଠି ପକାଇବେ । ଧ୍ୟାନ ରଖିବେ ଯେତେବେଳେ ଆପଣ ଓସ୍ତ ପତ୍ରରେ ନାମ ଲେଖୁଛନ୍ତି, ସେତେବେଳେ ଆପଣଙ୍କୁ କିଛି କହିବାର ଅଛି ।

ସେହି ସମୟରେ ଆପଣଙ୍କୁ ଓସ୍ତ ଗଛର ମାଟିକୁ ଅଳ୍ପ ଛୁଇଁକି  ନିଜ ମସ୍ତକରେ ଲଗେଇବେ ଓ ଆଉ ଟିକେ ଘରର ମନ୍ଦିରରେ ନେଇ ରଖିବେ । କେବଳ ଟିକେ ମାଟି ଏହି ଉପାୟ ପାଇ କାଫି ଅଟେ । ଯେତେବେଳେ ଘରର ମନ୍ଦିରରେ ନେଇ ରଖୁଛନ୍ତି ଏହି ମାଟି ସେତେବେଳେ ଗୋଟେ ଘିଅର ଦୀପ ଲଗାନ୍ତୁ । ସେହି ସମୟରେ ହନୁମାନଙ୍କ ଧ୍ୟାନ କରନ୍ତୁ ଓ ଯେଉଁ ଇଛା ଲେଖିଥିଲେ ତାକୁ ମଧ୍ୟ କହିବେ । ପ୍ରାର୍ଥନା କରିବାକୀ ଆପଣଙ୍କ ଏହି ଇଛା ବହୁତ ଜଲ୍ଦି ପୁରା ହେଉ ।   ଏହା ସହିତ ଆପଣଙ୍କୁ ଏହି ମନ୍ତ୍ରବୀ କହିବାର ଅଛି, ” ଓଂ ହ୍ଳୀ ବଟ ସ୍ଵାହା ” ଏହି ମାନତରକୁ ଆପଣଙ୍କୁ ଆଠଥର କହିବାର ଅଛି ।

ଏହି ପ୍ରକାର ଆପଣଙ୍କୁ ଆର ଶନିବାର ପର୍ଯ୍ୟନ୍ତ କରିବାର ଅଛି । ଆପଣ ସନିବାରରୁ ଏହି ଉପାୟ ଆରମ୍ଭ କରି ଆସୁଥିବା ଶୁକ୍ରବାର ମାନେ ସାତ ଦିନ ପର୍ଯ୍ୟନ୍ତ କରିପାରିବେ । ଶନିବାର ଦିନ ହିଁ ସେଇ ଓସ୍ତ ପତ୍ର ଛିଣ୍ଡେଇ ଆଣିବେ ଯେଉଁଠି ଆପଣ ନିଜର ମନୋକାମନା ଲେଖିଥିଲ । ଯେଉଁ ମାଟି ଆପଣ ସାତଦିନ ପର୍ଯ୍ୟନ୍ତ ଆଣିଥିଲ ଓସ୍ତଗଛ  ମୂଳରୁ ସେଇ ମାଟିକୁ ଓ ଓସ୍ତ ପତ୍ରକୁ ନେଇ ଓସ୍ତ ଗଛ ମୂଳରେ ଗାତ ଖୋଳି ଯେଉଁଥିରେ ମନୋକାମନା ଲେଖା ଥିଲା ସେଇ ପତ୍ରକୁ ପୋତି ଘରେ ଯେଉଁ ମାଟି ରଖିଥିଲ ତା ଉପରେ ପକାଇ ପୋତିଦେବେ । ଏହି ଉପାୟ କରିବା ଦ୍ଵାରା ତୁରନ୍ତ ସବୁ ମନୋକାମନା ପୂର୍ଣ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *