ପେଟ୍ରୋଲ ଓ ଡିଜଲର ଦାମ କମିଲା- ଜାଣନ୍ତୁ କେତେ କମିଛି

ଇଣ୍ଟରନେସନଲ ବଜାର ରେ କୃଡ ଅଏଲ ଦାମ ଲଗାତାର କମିବାକୁ ଲାଗିଛି, ଶୁକ୍ରବାର ଦିନ ବ୍ରେଣ୍ଟ କୃଡ ଅଏଲ ଦାମ ୫୦ ଡଲାର ପ୍ରତି ବେରେଲ ତଳୁକୁ ଆସି ଯାଇଛି । ଏହା ପରେ ଡବ୍ଲୁଟିଆଇ କୃଡ ଅଏଲ ଦାମ ୪୫ ଡଲାର ପ୍ରତି ବେରେଲ କମି ଯାଇଛି । ଯଦି ଆମେ ଭାରତ କଥା କହୁ ତେବେ ଆୟୋସିଅଲ ଖବର ଅନୁଯାଇ ଭାରତ ୪ଟି ମହାନଗର ରେ ପେଟ୍ରୋଲ ଦାମ ୭ ପଇସା ପ୍ରତି ଲିଟର କମିଛି ଏବଂ ଡିଜଲ ୯ ପଇସା ପ୍ରତି ଲିଟର କମିଛି ।

ଖବର ଅନୁଯାଇ ଆସନ୍ତା ସମୟ ରେ ପେଟ୍ରୋଲ ଓ ଡିଜଲ ଦାମ କମିବାକୁ ଲାଗିବ ।

ତେବେ ଆସନ୍ତୁ ଜାଣିବା ଆମ ଭାରତ ୪ଟି ମହାନଗର ବିଷୟରେ ଯେଉଁଠି ଆଜି ଲୋକଙ୍କୁ ପେଟ୍ରୋଲ ଓ ଡିଜାଲ ପାଇଁ କମ ଟଙ୍କା ଖର୍ଚ କରିବାକୁ ପଡିବ । ତେବେ ଭାରତ ୪ଟି ମହାନଗର ଯେଉଁଠି ପେଟ୍ରୋଲ ଓ ଡିଜାଲ ଦାମ କମି ଅଛି ତାହା ନ୍ୟୂ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନେଇ ଅଟେ ଏଠାରେ ଡିଜାଲ ଦାମ ଏହି କ୍ରମାଙ୍କ ଅନୁଯାଇ ରହିବ : ୬୪.୫୧, ୬୬.୮୩, ୬୭.୬୦ ଏବଂ ୬୮.୧୨ ଟଙ୍କା ପ୍ରତି ଲିଟର ।

ଆସନ୍ତା ସମୟରେ ଡିଜାଲ ଦାମ ୧୦ ଟଙ୍କା ପ୍ରତି ଲିଟର କମିବାର ଆଶଙ୍କା ଅଛି, ଖବର ଅନୁଯାଇ ଆସନ୍ତା ସମୟରେ ଦାମ କବିବାର ଅଛି । ଆୟୋସିଏଲ ଖବର ଅନୁଯାଇ ଦେଶ ୪ଟି ମହାନଗର ରେ ପେଟ୍ରୋଲ ଦାମ ୭ ପଇସା ପ୍ରତି ଲିଟର କମି ଯାଇଛି । ତେବେ ଯେଉଁ ମହାନଗର ରେ ଦାମ କମିଛି ତାଙ୍କ କ୍ରମାଙ୍କ ଏହି ଭଳି ଅଟେ ରାଜଧାନୀ ଦିଲ୍ଲୀ, କୋଲକାତା ଓ ଚେନେଇ ରେ ପେଟ୍ରୋଲ ଦାମ କ୍ରମାଙ୍କ ଏହି ଭଳି ଅଟେ : ୭୧.୮୯, ୭୪.୫୩ ଏବଂ ୭୪.୬୮ ଟଙ୍କା ପ୍ରତି ଲିଟର ଅଟେ ।

ଏହା ପରେ ମୁମ୍ବାଇ ରେ ପେଟ୍ରୋଲ ଦାମ ୬ ପଇସା ପ୍ରତି ଲିଟର କମିଛି ଯାହା ପରେ ମୁମ୍ବାଇ ରେ ପେଟ୍ରୋଲ ଦାମ ୭୭.୫୬ ଟଙ୍କା ପ୍ରତି ଲିଟର ହୋଇ ଯାଇଛି । ପେଟ୍ରୋଲ ଓ ଡିଜାଲ ଦାମ କମିବାରୁ ଜନତାକୁ କିଛି ସୁବିଧା ପ୍ରାପ୍ତ ହୋଇଛି, ଇଣ୍ଟରନେସନଲ ବ୍ରାଣ୍ଡ ବଜାର ରେ କୃଡ ଅଏଲ ଭାବ ୪ % କମିବାକୁ ଲାଗିଛି ଯାହା ପରେ ବେରଲ ଦାମ ୪୯.୬୭ ଡଲାର ପ୍ରତି ଲିଟର ହୋଇ ଯାଇଛି । ତେବେ ଆଜି ଓଡିଶାରେ କଟକ ଜିଲ୍ଲାର ପେଟ୍ରୋଲ ଦର ଅଛି ୬୦.୩୫ ।

Leave a Reply

Your email address will not be published. Required fields are marked *