ଏହି ପାକିସ୍ଥାନୀ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ହେଲା ଭାଇରାଲ, ଏହି ଅଭିନେତ୍ରୀଙ୍କ ବୋଲଡ଼ ଅନ୍ଦାଜ ଦେଖି ଭୁଲିଯିବେ ବଲୀଉଡ ଅଭିନେତ୍ରୀମାନଙ୍କୁ – ଥରେ ନିଶ୍ଚୟ ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣଙ୍କୁ ଆଜି ଆମେ ଏକ ପାକିସ୍ତାନୀ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛନ୍ତି । ଆପଣମାନେ ଜାଣିଥିବେ ମୁସଲିମ ଝିଅମାନେ ପ୍ରାୟତଃ ବୁର୍ଖା ଭିତରେ ନିଜକୁ ଘୋଡେଇ ରଖନ୍ତି । କିନ୍ତୁ ପାକିସ୍ତାନର ଏହି ଅଭିନେତ୍ରୀଙ୍କ ବୋଲ୍ଡ ଅନ୍ଦାଜ ଦେଖି ଆପଣ ବଲୀଉଡ ର ଅଭିନେତ୍ରୀ ମାନଙ୍କୁ ବି ଭୁଲିଯିବେ । ଆପଣମାନେ ମାହିରା ଖାନଙ୍କୁ ତ ଚିହ୍ନି ଥିବେ, ସେ ବହୁତ ସୁନ୍ଦର ଓ ଏକ ନାମିଦାମି ପାକିସ୍ତାନୀ ଅଭିନେତ୍ରୀ ଅଟନ୍ତି ।

ତେବେ ଏବେ କିଛି ଦିନ ହେବ ଅଭିନେତ୍ରୀ ମାହୀରା ଖାନଙ୍କ ଗୋଟିଏ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଏଥିରେ ତାଙ୍କୁ ଖୁବ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଛି । ସେ ନିଜର ଏହି ବୋଲ୍ଡନେସ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି ସବୁବେଳେ ।

ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ସୁପର ସେକ୍ସି ଗୀତ ୟୁଟୁବରେ ଦେଖିବାକୁ ମିଳୁଛି । ଯେଉଁଥିରେ ତାଙ୍କୁ ଖୁବ ପ୍ରସିଦ୍ଧି ମିଳିଛି । ଏଥିରେ ସେ ବୋଲଡ଼ନେସର ସବୁ ସୀମା ପାର କରିଦେଇଛନ୍ତି । ତେବେ ତାଙ୍କର ସୁନ୍ଦରତା ପାଇଁ ତାଙ୍କର ନା କେବଳ ପାକିସ୍ଥାନରେ ବରଂ  ସାରା ବିଶ୍ୱରେ ମାହୀରାଙ୍କ ଅନେକ ପ୍ରଶଂସକ ଅଛନ୍ତି ।

‘ମାହୀରା ନିୟାତ, ହମସଫରସ ସଦକେ ତୁମହାରେ ଏବଂ ବିନ ରୋଏ’ ସହିତ ଅନେକ ପାକିସ୍ଥାନୀ ଧାରାବାହିକରେ ଅଭିନୟ କରି ଖୁବ ନାମ ଅର୍ଜନ କରିଛନ୍ତି । କେବଳ ଧାରାବାହିକ ନୁହେଁ ଫିଲ୍ମ ରେ ମଧ୍ୟ ସେ ଖୁବ ନାମ କମେଇଛନ୍ତି । ବଲୀଉଡ ଫିଲ୍ମ “ରଇସ”ରୁ ସେ ବଲିଉଡରେ ପାଦ ରଖିଥିଲେ । ସେ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ରୁହନ୍ତି ଓ ରାଜନୀତି ରେ ମଧ୍ୟ ଖୁବ ଇଣ୍ଟରେଷ୍ଟ ନିଅନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *