5 ଟଙ୍କାର ଏହି ଜିନିଷ କେଶକୁ ଏତେ ଲମ୍ବା, ଘନ, ମୋଟା ଏବଂ ମଜବୁତ କରିବ କି ଆପଣ ବିଶ୍ଵାସ କରି ପାରିବେନି

ଆଜି ଆମେ ଆପଣ ମାନଙ୍କୁ କେଶ ଲମ୍ବା ଓ ମଜବୁତ କରିବା ପାଇଁ ପିଆଜର ତେଲ କିପରି ତିଆରି କରାଯାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି କେଶ ପୁରା ଝଡି ଯାଇଛି ବା ନୂଆ କେଶ ଉଠିବା ପାଇଁ ଚାହୁଛନ୍ତି ବା ବୟସ ପୂର୍ବରୁ ପ୍ରିମ୍ଯାଚର ସମସ୍ଯା ହେଉଛି ତେବେ ପିଆଜ ତେଲ ବ୍ୟବହାର କରିବା ଦ୍ଵାରା ଏହି ସମସ୍ୟାର ସମାଧାନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ପିଆଜ ତେଲ କିପରି ତିଆରି କରି ହେବ । ଯେଉଁ ପିଆଜ ଅଧିକ ରାଗ ହେବା ସହ ପୁରା ନାଲି ରଙ୍ଗର ହୋଇଥିବେ ସେହି ପିଆଜ ଦ୍ଵାରା ଏହି ତେଲ ପ୍ରସ୍ତୁତ କରାଯିବ । ଯେଉଁ ପିଆଜରେ ତଡକା ଲଗାଯାଏ ସେଥିରେ ଅଧିକ ସଲଫର ଥିବାରୁ ସେହି ପିଆଜ ନେବା ଉଚିତ । ପିଆଜ ତେଲ ତିଆରି କରିବା ପାଇଁ ନଡିଆ ଓ ସୋରିଷ ତେଲ ଉଭୟର ଆବଶ୍ୟକତା ରହିଛି । ସୋରିଷ ତେଲର ବ୍ୟବହାର ସେମାନେ କରିବା ଉଚିତ ଯେଉଁ ମାନେ ଗରମ ବା ଅଧିକ ଥଣ୍ଡା ଜାଗାରେ ରହୁଥିବେ । ୫୦ ଗ୍ରାମର ସୋରିଷ ତେଲକୁ ଏକ ଲୁହା କଢେଇରେ ନେଇ ସ୍ଲୋ ଆଞ୍ଚରେ ରଖିବା ଉଚିତ ।

ଏହା ପରେ ସୋରିଷ ତେଲ ୫୦ ଗ୍ରାମରୁ ୨୫ ଗ୍ରାମ ଯାଏଁ ହେବା ଯାଏଁ ଏହାକୁ ଆଞ୍ଚରେ ରଖିବା ଉଚିତ । ଏହା ପରେ ସୋରିଷ ତେଲକୁ ବାହାର କରି ଏଥିରେ ପିଆଜ ରସ ମିଶାଇବା ଉଚିତ । ଏହା ପରେ ନଡିଆ ତେଲକୁ ସେହି ମାନେ ବ୍ୟବହାର କରିବା ଉଚିତ ଯେଉଁ ମାନେ ଏମିତି ଜାଗାରେ ରହୁଥିବେ ଯେଉଁଠାରେ ୧୨ ମାସ ଯାଏଁ ଗରମ ରହୁଥିବ । ପୂର୍ବ ଭଳି ୫୦ ଗ୍ରାମର ନଡିଆ ତେଲ ସହ ଭେରଡର ଛତା ଅର୍ଥାତ ହଳଦିଆ ମହୁମାଛି ଯାହାର ମହୁ ହୁଏ ନାହି ତାକୁ ନେବା ଉଚିତ ।

ଏହା ପରେ ଲୁହା କଢେଇରେ ନଡିଆ ତେଲ ସହ ଭେରଡର ଛତା ନେଇ ଏହାକୁ ୨୫ ଗ୍ରାମ ହେବା ଜାଣେ ଆଞ୍ଚରେ ବସାଇବା ଉଚିତ । ଏହା ପରେ ନଡିଆ ତେଲକୁ ବାହାର କରି ଛାଣି ଏଥିରେ ପିଆଜ ରସ ମିଶ୍ରଣ କରିବା ଉଚିତ । ଏହି ପରି ଭାବେ ପିଆଜର ତେଲ ପ୍ରସ୍ତୁତ କରାଯାଇ ସପ୍ତାହକୁ ୩ ଥର ଲଗାଇବା ଉଚିତ । କେବେ ବି ଭୁଲରେ ପ୍ରତି ଦିନ ପିଆଜ ତେଲକୁ କେଶରେ ଲଗାଇବେ ନାହି ।

ଏହା ଦ୍ଵାରା କେଶ ସମସ୍ଯା ଅଧିକ ହୋଇଥାଏ । ପିଆଜ ତେଲ ଲଗାଇ ଗୋଟେ ଘଣ୍ଟା ଯାଏଁ କେଶ ରଖିବା ପରେ ଏହାକୁ ଧୋଇ ପାରିବେ । ଏହା ଛଡା ସୋରିଷ ଓ ନଡିଆ ତେଲରେ ପ୍ରସ୍ତିତ ହୋଇଥିବା ପିଆଜ ତେଲରେ କିଛି ଲେମ୍ବୁ ମିଶାଇ କେଶରେ ଲଗାଇଲେ ଏହା ଗଜବ ଉପାୟ ଭଳି କାମରେ ଆସିଥାଏ । ଏହାକୁ କେଶରେ ଲଗାଇବା ଦ୍ଵାରା କେଶ ମଜବୁତ ହେବା ସହ କେଶ ଝଡିବା ସମସ୍ଯା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *