କରୋନା ର ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ Naveen Patnaik, କହିଲେ- “ରାଜ୍ୟରେ ପୁଣି ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌”

ଭାରତ ରେ ଆମେ ଜାଣିଛେ କି ଅନେକ ପ୍ରକାର ରୋଗ ବ୍ୟାଧି ଖୁବ ଜୋର ସେ ବ୍ୟାପିଜୀବ ଏହାର କାରଣ ହେଉଛି କି ଏଠି କାର ଜନସଂଖ୍ୟା ଖୁବ ଅଧିକ ଏହି କିଛି ବର୍ଷ ଭିତରେ ଏହା ଖୁବ ଅଧିକ ବଢି ଯାଇଛି । ତେବେ ଯଦି ଦେଖିବା ପାଇଁ ଯିବା ତ ଜାଣି ହେବ କି ଏହା ଧୀରେ ଧୀରେ ଏତେ ଅଧିକ ହୋଇ ଯାଇଛି କି ଲୋକମାନେ କ ଜାଗାରେ ଶାନ୍ତି ରେ ଠିଆ ମଧ୍ୟ ହୋଇ ପାରୁନାହାନ୍ତି ।

ତେବେ ଏହି ପରିସ୍ଥିତି ରେ ଲୋକମାନେ ଅଧିକ ଗୁରୁତର ହୋଇ ପଡିଲେଣି କାରଣ ଏହା ଏକ ଭୂତାଣୁ ଜନିତ ରୋଗ ଏହି ଭୂତାଣୁ ଭ୍ୟାକସିନ ନେବା ପରେ ଭି ହେବାର ଆଶଙ୍କା କରା ଯାଉଛି । ଏହା ସାଧାରଣ ଇମ୍ୟୁନିଟି କମ ଥିବା ଲୋକଙ୍କୁ ଖୁବ ଜଲ୍ଦି ହୋଇ ଯାଉଛି ।

ଏହା ପାଇଁ ଅନେକ ଲୋକ ନିଜର ବ୍ୟାପାର କୁ ହରାଇ ସାରିଲେଣି କିଛି ଲୋକ ନିଜ କୁ ମୃ-ତ୍ୟୁ ମୁଖରେ ପକାଇଆ ସାରିଲେଣି । ଏହା ପାଇଁ ଅନେକ ଲୋକ ଖୁବ ହଇରାଣ ହେବା ପରେ ଏବେ ସରକାର ଧୀରେ ଧୀରେ ଲକଡାଉନ ଖୋଲିବାରେ ଲାଗିଛି । କିନ୍ତୁ ଏହା କୁ ନେଇ ମଧ୍ୟ ମୁଖ୍ୟ ମନ୍ତ୍ରୀ ଆମକୁ ସଚେତନ କରାଇ ସାରିଛନ୍ତି କି ଏହା ମଧ୍ୟ ଖୁବ ଶୀଘ୍ର ଲକଡାଉନ କରାଇ ଦେବେ ଯଦି ଲୋକମାନେ ନିଜକୁ କୋଭିଡ ଗାଇଡ ଲାଇନ ଅନୁସାରେ ନ ରାଖୀ ମନ ଇଚ୍ଛା କାମ କରିବେ ତ ।

କାରଣ କିଛି ଜାଗାରେ ତୃତୀୟ ଲହର ଖୁବ ଅଧିକ ହେବାରେ ଲାଗିଛି ତେଣୁ ଏହାକୁ ଅଟକାଇବା ଅପାଇନ ଆମେ ଛାଡି ଛାଡି ହୋଇ ଠିଆ ହେବା ଆବଶ୍ୟକ କେବଳ ସେୟା ନୁହେଁ ଆମେ ମାସ୍କ ଓ ସାନିଟାଇଜର ମଧ୍ୟ ବ୍ୟବହାର କରିବା ଆବଶ୍ୟକ ଅଟେ । କିଛି ଜଟିଳ ପରିସ୍ଥିତି ପାଇଁ ଏହି ଲକଡାଉନ ଫିତୁଛି ଯଦି ଲୋକ ମାନେ ଏହି ଭଳି ଗହଳି କରିବେ ତାହେଲେ ସରକାର ଏହାକୁ ହଟାଇବା ନିସ୍ପତି ନେଇଛି ।

କିନ୍ତୁ ଯଦି ଏହା ଜଟିଳ ପରିସ୍ଥିତି ରେ ଆଣିକି ଠିଆ କରି ଦେବ କିମ୍ବା ଓଡିଶାରେ ତୃତୀୟ ଲହର ଆସିବ ତାହେଲେ ଓଡିଶା କୁ ପୁଣି ଲକଡାଉନ କରିବା ପାଇଁ କହିଛନ୍ତି ମୁଖ୍ୟ ମନ୍ତ୍ରୀ । ସେ ଏହି କଥାକୁ ଗତ କାଲୀ ରାତିରେ କହିଛନ୍ତି । କିଛି ରାଜ୍ୟରେ ଏହା ଖୋଲି ଯାଇଥିଲେ ଅମଧ୍ୟ କିଛି ରାଜ୍ୟରେ ଏହା ବଳବତର ଅଛି ବୋଲି କୁହା ଯାଉଛି ।

ନବୀନ ବାବୁ ଦେଶ ବାସୀଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ତାଙ୍କ କଥା ମାନି କାମ କରନ୍ତୁ ଓ ସବୁ ନିୟମ କୁ ପାଳନ କରନ୍ତୁ । ଯେଉଁ ଜାଗାରେ ଅଧିକ ଭିଡ ହେଉଛି ସେହି ଜାଗାରେ ଲୋକ ମାନେ ନିଜେ ସଚେତନ ହୋଇ ନ ଯିବା ପାଇଁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *