ଏହି ପୋଲିସ ମାନଙ୍କ ଲଜ୍ୟାଜନକ କାମ ଦେଖି ଆପଣ ବି କହିବେ, ଛିଃ… ଛିଃ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପୋଲିସ ମାନଙ୍କର ଯେତିକି ପ୍ରଶଂସା କରା ଯାଉଛି ସେତିକି ନି-ନ୍ଦା ମଧ୍ୟ କରା ଯାଉଛି । କିଛି ପୋଲିସ ନିଜର ଭଲ କର୍ମ ପାଇଁ ଫ୍ୟମ୍ସ ହେଉଛନ୍ତି ତ ଆଉ କିଛି ନିଜର ଖ-ରା-ପ କର୍ମ ପାଇଁ ଅ-ପ-ମା-ନ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପୋଲିସ ମାନଙ୍କର କାର୍ଯ୍ୟ କଳାପ ବିଷୟରେ କହିବାକୁ ଯାଉଛୁ ଯାହା ବାସ୍ତବରେ ନି-ନ୍ଦ-ନୀ-ୟ ଅଟେ ।

ଏହି ଭିଡିଓ ରେ ଦୁଇ ଜଣ ପୋଲିସ ଏତେ ମାତ୍ରା ରେ ନି-ଶା କରିଛନ୍ତି ଯେ ନିଜର କର୍ତ୍ତବ୍ୟ ଭୁଲି ରାସ୍ତା ମଝିରେ ଗାଡି ଉପରେ ବସି ମ-ଦ୍ୟ-ପା-ନ କରୁଛନ୍ତି । ଯାହା ଆମ ଦେଶ ପାଇଁ ଲ-ଜ୍ୟା ଜ-ନ-କ କଥା ଅଟେ ।

ଅନ୍ୟ ଏକ ଭିଡିଓ ରେ ୟୁପିରେ ଜଣେ ପୋଲିସ ଏତେ ମାତ୍ରାରେ ନି-ଶା ରେ ଥିଲେ ଲୋକ ମାନେ ସେଠାରେ ଟଏଲେଟ କରୁଥିଲେ ଯେଉଁଠାରେ ସେହି ପୋଲିସ ଶୋଇଥିଲେ ଯାହାର ଭିଡିଓ ଲୋକ ମାନେ କରିଥିଲେ । ଏହି ଭିଡିଓ ଦେଖିବା ପରେ ପୁରା ପୋଲିସ ପ୍ରଶାସନକୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

ଅନ୍ୟ ଏକ ଭିଡିଓ ରେ ୩ ଜଣ ପୋଲିସ କର୍ମୀ ବିନା ହେଲମେଟରେ ଗାଡି ଚଲାଉଥିଲେ । ଜେଣ ବ୍ୟକ୍ତି ଏହାର ବି-ରୋ-ଧ କରିବାରୁ ପୋଲିସ ମାନେ ନିଜର ବର୍ଦିର ରୁଆପ ଦେଖାଇଥିଲେ ଯାହା ବାସ୍ତବରେ ନି-ନ୍ଦ-ନୀୟ- କଥା ଅଟେ ।

ଅନ୍ୟ ଏକ ଭିଡିଓ ରେ ଜଣେ ପୋଲିସ କନେଷ୍ଟବଳ ଏତେ ମାତ୍ରାରେ ନି-ଶା-ରେ ଚୁର ଥିଲେ ଯେ ଠିକ ଭାବେ ଠିଆ ମଧ୍ୟ ହୋଇପାରୁ ନ ଥିଲେ । ଏ ଘଟଣା ବାବଦରେ ଜାଣିବା ପରେ ପୋଲିସ ପ୍ରଶାସନ ତାଙ୍କୁ ରିମାଣ୍ଡରେ ନେଇଥିଲା । ଏଭଳି ଘଟଣା ପାଇଁ ପୁରା ପୋଲିସ ଡିପାର୍ଟମେଣ୍ଟ କୁ ନି-ନ୍ଦା ହେବାକୁ ପଡୁଛି ।

ଅନ୍ୟ ଏକ ଭିଡିଓ ରେ ଝାଡଖଣ୍ଡର ଜଣେ ପୋଲିସ ଏତେ ମାତ୍ରା ରେ ମ-ଦ୍ୟ-ପା-ନ କରିଛନ୍ତି ଯାହାକୁ ଦେଖିଲେ ପୋଲିସ ପ୍ରଶାସନ ଉପରୁ ଭରସା ଉଠି ଯିବ । ଏହି ପୋଲିସ ଜଣକ ଏତେ ନି-ଶା-ରେ ଅଛନ୍ତି ଯେ ନିଜର ଡିୟୁଟି ସମୟରେ ମ-ଦ୍ୟ-ପା-ନ କରି ରାସ୍ତା ମଝିରେ ଲୋକ ମାନଙ୍କୁ ଗା-ଳି ଗୁ-ଲ-ଜ କରୁଛନ୍ତି ଯାହା ଭିଡିଓ ରୁ ଜଣା ପଡୁଛି ।

ଏହି ପୋଲିସ ଜଣକ ଅଟେ ନି-ଶା-ରେ ଅଛନ୍ତି ଯେ ନର୍ଦମାରେ ପଡିଥିଲେ ମଧ୍ୟ ତାଙ୍କର ହୋସ ନାହି । ଏହି ଘଟଣା ର ଭିଡିଓ ଭାଇରାଲ ହେବା ପରେ ଝାଡଖଣ୍ଡ ପୋଲିସ ପ୍ରଶାସନ କ୍ଷମା ମାଗିବା ସହ ଏହି ଭ୍ରଷ୍ଟ ପୋଲିସ କୁ ତୁରନ୍ତ ସସପେଣ୍ଡ କରା ଯାଇଥିଲା । ଶେଷରେ ଏତିକି କୁହା ଯାଇପାରେ ଯେ ଏହି ଭଳି କିଛି ପୋଲିସ ମାନଙ୍କ ପାଇଁ ପୁରା ପୋଲିସ ପ୍ରଶାସନକୁ ନି-ନ୍ଦା ଓ ଅ-ପ-ମା-ନ ହେବାକୁ ପଡୁଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *