Babushanଙ୍କୁ ଛାଡିବା ପରେ ଏବେ Prakruti Mishraଙ୍କୁ ମିଳିଗଲା ନୂଆ ବନ୍ଧୁ, ଦେଖନ୍ତୁ କେମିତି କରୁଛନ୍ତି ଜବରଦସ୍ତ Dance… ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ତେବେ ଆମ ଓଡିଆ କଳାକାର ମାନେ ଚର୍ଚ୍ଚିତ ଚେହେରା ଅଟନ୍ତି । ଯେଉଁ ମାନଙ୍କର କେବଳ ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଖୁବ ପ୍ରସିଦ୍ଧି ରହିଛି । କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିଗତ ଦିନ ମାନଙ୍କରେ ଓଲିଉଡ ହିରୋ ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତିତୁ ମିଶ୍ର ଙ୍କ ପ୍ରେମ ସମ୍ପର୍କ କୁ ନେଇ ବିବାଦ ଦେଖା ଯାଇଥିଲା । ଯାହାର ଖୁଲାସା କରିଥିଲେ ସ୍ତ୍ରୀ ତୃପ୍ତି ଶତପଥି ଯାହା ପରେ ଏହି ଘଟଣା ଲୋକଲୋଚକୁ ଆସିବା ସହ ଚର୍ଚ୍ଚା ରେ ବିଷୟ ହୋଇ ପଡିଥିଲା । ତେବେ ଅନେକ ବାଦ ବିବାଦ ପରେ ପ୍ରକୃତି ଓ ବାବୁସାନ ନିଜ ନିଜ ଘରକୁ ଫେରିଛନ୍ତି ଆଉ ଭଲରେ ମଧ୍ୟ ଅଛନ୍ତି । ତେବେ ଦୁହିଙ୍କ ସମ୍ପର୍କର ଚର୍ଚ୍ଚା ସାରିବା ପରେ ଏବେ ପୁଣି ଥରେ ପ୍ରକୃତି ଙ୍କୁ ନେଇ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭୂରି ବୁଲିବାରେ ଲାଗିଛି ।

ଏହି ଭିଡିଓ ରେ ପ୍ରକୃତି ଙ୍କୁ ମିଳି ଯାଇଛି ତାଙ୍କର ନୂଆ ସାଥି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ପ୍ରକୃତି ନିଜର ନୂଆ ପୁରୁଷ ବନ୍ଧୁ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିବାରେ ଲାଗିଛନ୍ତି । ଦୁହେଁ ତାଳ କୁ ତାଳ ମିଶାଇ ନାଚିବାରେ ଲାଗିଛନ୍ତି । ଦୁହିଙ୍କର ସ୍ଟେପ ମଧ୍ୟ ଖୁବ ଆକର୍ଷକ ହୋଇଛି ଯାହା ପ୍ରକୃତି ଙ୍କ ଫ୍ୟାନ୍ସ ମାନଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ଏମିତିକି ଦୁହେଁ ପରସ୍ପର ର ହାତ ଧରାଧରି ହୋଇ କପଲ ଙ୍କ ଭଳି ଡ୍ୟାନ୍ସ କରୁଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ପ୍ରକୃତି ଏମିତିରେ ବି ଦେଖିବାକୁ ହଟ ଆଉ ସୁନ୍ଦର ।

ଆଉ ତାଙ୍କର ଏହି ନୂଆ ଷ୍ଟାଇଲ ରେ ଡ୍ୟାନ୍ସ ତାଙ୍କ ବ୍ୟକ୍ତିତ୍ବ କୁ ବେସ ସୁଟ ମଧ୍ୟ କରୁଛଇ । ତାଙ୍କର ପୁରୁଷ ବନ୍ଧୁ ମଧ୍ୟ ଜଣେ ଭଲ ଡ୍ୟାନ୍ସର ବୋଲି ଜଣା ପଡ଼ୁଛନ୍ତି । କାରଣ ଦୁହିଙ୍କର ଡ୍ୟାନ୍ସ ଏତେ କ୍ଲିୟର ଆଉ କ୍ଳିନ ତାହା ସ୍ପଷ୍ଟ ବାରି ହେଉଛି । ଦୁହେଁ ନିଜର କଳା ପ୍ରଦର୍ଶନ ଏତେ ସୁନ୍ଦର ଆଉ ନିଆରା ଢଙ୍ଗ ରେ କରିଛନ୍ତି ଯାହା କୁ ନେଇ ଏବେ ଚର୍ଚ୍ଚା ପୁଣି ଥରେ ଆରମ୍ଭ ହୋଇଛି ।

ତେବେ ବାବୁସାନ ଙ୍କ ପରେ ଏବେ ପ୍ରକୃତି ଆଉ ଜଣେ ପୁରୁଷ ବନ୍ଧୁ କରି ସାରିଛନ୍ତି ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ଓ ତାଙ୍କର ପୁରୁଷ ବନ୍ଧୁ ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *