ACF ଡେଥ ମିଷ୍ଟ୍ରି– ଶାଶୁ କଲେ ବୋହୁ ଉପରେ ସଙ୍ଗିନ ଆରୋପ, କଣ କହୁଛନ୍ତି ସୋମ୍ୟଙ୍କ ମା’, ଦେଖନ୍ତୁ ଏହି Video

ପାରଳାଖେମୁଣ୍ଡି ACF ର ମୃ-ତ୍ୟୁ ବିଷୟରେ ଆପଣମାନେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି । ମୃ-ତ୍ୟୁ ପରେ ବର୍ତ୍ତମାନ ପୋ-ଲି-ସ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ଏହା ଯା-ଞ୍ଚ କରୁଛି । ଅନ୍ୟ ପଟେ ପୁଅ ଘର ଲୋକମାନେ ବୋହୁ ଉପରେ ଆ-ରୋ-ପ ଲଗାଇଛନ୍ତି କି ସେ ହିଁ ତାଙ୍କ ପୁଅକୁ ହ-ତ୍ୟା କରିଛି ।

ପୁଅର ମା ମିଡିଆ ସହ କଥା ହୋଇ କହିଲେ କି ସେହି ଦିନ ରାତିରେ ସେମାନେ କେଉଁଠିକୁ ଯାଇଥିଲେ । ଘରକୁ ଆସିଲା ପରେ ଦୁଇ ଜଣ ପୁଅ ଓ ବୋହୁ ମଧ୍ୟରେ ଝ-ଗ-ଡା ହେଲା । ଏହା ପରେ ବୋହୁ ଶଙ୍ଖା ଚୁଡି ଭାଙ୍ଗି ଦେଇ, ମୁଣ୍ଡରୁ ସିନ୍ଦୁର ପୋଛି ଦେଇ କୁଆଡେ ଚାଲି ଗଲା । ମୋ ପୁଅ ଏକୁଟିଆ ଥିଲା ଓ ସେ ବହୁତ ନରମ ପିଲା । ଏମିତିରେ ସେ ଖୋଜିବା ଆରମ୍ଭ କରିଲା । କିନ୍ତୁ ମୋର ବୋହୁ କେଉଁଠି ଯାଇ ଲୁଚିଗଲା କି କୁଆଡେ ଚାଲିଗଲା ସେ ଦେଖି ପାରିଲା ନାହିଁ ।

ଏହା ପରେ ବହୁତ ଖୋଜାଖୋଜି ପରେ ମୋର ପୁଅ ଦେଖିଲା କି ସେ DFO ଘରେ ଲୁଚି ଥିଲା । ଏମିତିରେ ମୁଁ DFOକୁ ସନ୍ଦେହ କରୁଛି । ପୁଅର ମା ଆଗକୁ କହିଲେ କି ମୋ ବୋହୁର ଖରାପ ଚରିତ୍ର ଅଛି । ମୋ ପୁଅ ସହ ତାହାର ସମ୍ପର୍କ ନ ଥିଲା । ବାହାଘର ପୂର୍ବରୁ ସେମାନେ ଏଗ୍ରୀମେଣ୍ଟ କରିଛନ୍ତି କି ବର୍ଷେ ପର୍ଯ୍ୟନ୍ତ ତାଙ୍କର ସମ୍ପର୍କ ରହିବ ନାହିଁ । ମୋ ବୋହୁ ମୋ ପୁଅର ଟଙ୍କା, ସମ୍ପତ୍ତି ନେଇ ଆଉ କାହା ସହିତ ଚାଲି ଯାଇ ଥାନ୍ତା ।

ଏବେ ଏବେ ଶୁଣିବାକୁ ମିଳୁଛି କି ମୋ ବୋହୁ ପୂର୍ବରୁ କାହାକୁ ଭଲ ପାଉଥିଲେ । କିନ୍ତୁ ତାଙ୍କର ଘର ଲୋକମାନେ ଏହା ବିଷୟରେ ଜାଣିଛନ୍ତି । କିନ୍ତୁ ଏହା ସତ୍ବେ ବି ସେମାନେ ଆମକୁ କିଛି କହି ନ ଥିଲେ ଓ ଅନ୍ୟ ପଟେ ଏଗ୍ରୀମେଣ୍ଟ ସେଥିପାଇଁ ମୁଁ ବୋହୁ ଉପରେ ସନ୍ଦେହ କରୁଛି ।

ଏମିତିର ଗୋଟିଏ ଅନୁରୋଧ କି ମୋତେ ନ୍ୟାୟ ମିଳୁ ।ପୁଅର ମା ଆଗକୁ କହିଲେ କି ମୋ ପୁଅ ସହ ମୋର ବୋହୁ କଥା କହିବାକୁ ଦିଏ ନାହିଁ ।

ଏତିକି ନୁହେଁ ପୁଅର ଜଣେ ପରିଜନଙ୍କ କହିବା ଅଟେ କି ଏହା ଏକ ହ-ତ୍ୟା ଅଟେ । କାରଣ DFO, ଘରର ରୋଷେଇଆ, ବୋହୁ ଯାହା ବି ସବୁ ବୟାନ ଦେଉଛନ୍ତି ତାହା କେଉଁ ସ୍ଥାନରୁ ସତ୍ୟ ପ୍ରମାଣିତ ହେଉ ନାହିଁ । ପରିଜନଙ୍କ କହିବା ଅଟେ କି ଯେଉଁ ସ୍ଥାନରେ ଆମର ପୁଅ ପୋଡି ହୋଇଛି ସେହି ସ୍ଥାନରେ କୌଣସି ବି ପ୍ରକାରର ଚିହ୍ନ ନାହିଁ ।

ଏହା କେମିତି ସମ୍ଭବ । ଏହିଭଳି ବହୁତ କିଛି ଆ-ରୋ-ପ ଲଗାଇଛନ୍ତି ସେ ସମସ୍ତଙ୍କୁ ଉପରେ । ଯାହା ଦ୍ଵାରା ଏହା ପ୍ରମାଣିତ ହେଉଛି କି କେଉଁଠି ନା କେଉଁଠି ଏହା ହ-ତ୍ୟାର ମାମଲା ହୋଇପାରେ । କହିଦେଉଛୁ କି ବର୍ତ୍ତମାନ ପାରଳାଖେମୁଣ୍ଡିର ଏହି ମାମଲା ବହୁତ ଭା-ଇ-ରା-ଲ ହେଉଛି ।

Leave a Reply

Your email address will not be published. Required fields are marked *