ସିରିୟଲ “ଯୋଦ୍ଧା ଅକବର” ର ଯୋଦ୍ଧା ଅଭିନୟ କରୁଥିବା ଏହି ଅଭିନେତ୍ରୀଙ୍କୁ ଦେଖି ଆପଣ ବିଶ୍ଵାସ କରିବେ ନାହିଁ ଯେ ସେ ଏମିତି ଦେଖା ଯାଉଛନ୍ତି

ଟିଭି ରେ ଆସୁଥିବା ଏକତା କପୁରଙ୍କ ସିରିୟଲ “ଯୋଦ୍ଧା ଅକବର” ଆପଣ ସମସ୍ତଙ୍କୁ ମନେ ଥିବ, ଏହି ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ଅଭିନୟ ଯୋଦ୍ଧା ବାଇ ବହୁତ ସୁନ୍ଦର ଥିଲେ ତାଙ୍କ ନା ପରିଧି ଶର୍ମା ଅଟେ । ଯୋଦ୍ଧା ଅକବର ରେ ଅଭିନୟ କରିଥିବା ଏହି ଅନ ସ୍କ୍ରିନ ଯୋଡି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଓ ଟିଭି ରେ ଆସୁଥିବା ଏହି ଶୋ ନଂ ୧ ଶୋ ହୋଇ ଯାଇଥିଲା । ଏହି ଶୋ ରେ ଯୋଦ୍ଧା ଭୂମିକାରେ ଅଭିନୟ କରୁଥିବା ପରିଧି ବହୁତ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ଏବେ ଯଦି ଆପଣ ପରିଧିଙ୍କୁ କେଉଁଠି ଦେଖନ୍ତି ତେବେ ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ ।

Image Courtesy: Google

“ଯୋଦ୍ଧା ଅକବର” ଶୋ ୨୦୧୩ରେ ଟିଭି ରେ ଦେଖା ଯାଇଥିଲା, ଏହି ସିରୟଲ ଦ୍ଵାରା ଘରେ ଘରେ ଲୋକ ତାଙ୍କୁ ଯୋଦ୍ଧା ନା ରେ ଜାଣୁ ଥିଲେ । ତାଙ୍କ ଜନ୍ମ ୧୯୮୭ ରେ ହୋଇଥିଲା ଓ ତାଙ୍କୁ ଯେତେ ପପୁଲାରୀଟି ଏହି ସିରିୟଲ ଦ୍ଵାରା ପ୍ରାପ୍ତ ହୋଇଥିଲା ସେତେ ଅନ୍ୟ କୌଣସି ଶୋ ଦ୍ଵାରା ତାଙ୍କୁ କେବେ ହୋଇ ନଥିଲା ।

Image Courtesy: Google

ପରିଧି ଯେତିକି ଦେଖିବା ପାଇଁ ସୁନ୍ଦର ସେତିକି ତାଙ୍କ ଅଭିନୟ ଭଲ ଥିଲା କିନ୍ତୁ ଏବେ ଆପଣ ପରିଧିଙ୍କୁ ଦେଖିଲେ ଜାଣି ପାରିବେ ନାହିଁ ଯେ ସେ ସେଇ ପରିଧି ଯିଏ ଅଭିନେତ୍ରୀ ଥିଲେ । ଏବେ ପରିଧି ଗୋଟେ ବିବାହିତା ସ୍ତ୍ରୀ ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି, କେବଳ ଏତିକି ନୁହଁ ବିବାହ ପରେ ପରିଧି କୌଣସି ସିରିୟଲ ରେ କାମ କରି ନାହାନ୍ତି ଓ ପୁଅ ଜନ୍ମ ହେଲା ପରେ ସେ ବହୁତ ଓଜନ ବଢେଇ ନେଇଛନ୍ତି ।

Image Courtesy: Google

ପରିଧି ଶର୍ମା ଏବେ ନିଜ ସ୍ଵାମୀ ଓ ପୁଅ ସହ ବହୁତ ସୁନ୍ଦର ଓ ସୁଖ ଜୀବନ ବ୍ୟତୀତ କରୁଛନ୍ତି । ପରିଧିଙ୍କ ଅନୁଯାଇ ଏବେ ସେ ଟିଭି ଦୁନିଆ ଠାରୁ ଟିକେ ଦୂରେଇ ରହିବା ପାଇଁ ଚାହନ୍ତି କାହିଁକିନା ଏବେ ତାଙ୍କ ପୁଅ ବହୁତ ଛୋଟ ଅଛି ଓ ସେ ନିଜ ପୁରା ସମୟ ନିଜ ପୁଅକୁ ଦବା ପାଇଁ ଚାହାନ୍ତି । ଏବେ ସେ ନିଜ ପର୍ଶନଲ ଲାଇଫ ଏନଜୟ କରିବା ପାଇଁ ଚାହାଁନ୍ତି ଓ ନିଜ ଛୁଆ ସହ ତା ପିଲାବେଳ ଦେଖିବା ପାଇଁ ଚାହାଁନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *