ଆପଣଙ୍କର ପରିସ୍ରା ଝରିବା ସମସ୍ୟା ରହିଛି କି : ତେବେ ଆପଣାନ୍ତୁ ଏହି ଟିପ୍ସ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଦେବାକୁ ଯାଉଛୁ । ତେବେ ଏହି ସ୍ୱାସ୍ଥ୍ୟ ସମସ୍ଯା ହେଲା ପରିସ୍ରା ଝରିବା । ଆଜିକାଲି କେହି ଗୋଟେ ବି ମଣିଷ ସୁସ୍ଥ ନୁହେଁ । ସମସ୍ତେ କିଛି ନା କିଛି ରୋଗରେ ପୀଡିତ । ସେହେଭଳି ଏକ ରୋଗ ହେଲା ପରିସ୍ରାର ଝରିବା । ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କର କାଶ ବା ଛିଙ୍କ ହେଲେ ପରିସ୍ରା ବାହାରିଥାଏ । ତେବେ ଏହା ଏକ ସାଧାରଣ ସମସ୍ଯା, କିନ୍ତୁ ଲୋକେ ଏହାକୁ ଲଜ୍ଜାରେ ଲୁଚେଇ ଥାନ୍ତି । କୌଣସି ବ୍ୟକ୍ତି ଏହାକୁ ଅନ୍ୟ ଆଗରେ ଶେୟାର କରିବାକୁ ଭଲ ପାଆନ୍ତି ନାହିଁ ।

କିନ୍ତୁ ଏଥିରେ ଲଜ୍ଜା କରିବାରର କିଛି ନାହିଁ । ବରଂ ଏହି କଥା ଲୁଚାଇ ଆପଣ ଭୁଲ କରୁଛନ୍ତି । ଏହା ଦ୍ଵାରା ଆପଣଙ୍କର ମୂତ୍ର ସଂକ୍ରମଣ ହୋଇଥାଏ । ତେବେ ଏହି ସମସ୍ଯା ହେଉଛି ଏକ ସାଧାରଣ ସମସ୍ଯା ଯାହା ଓଜନ ବଢିବା ବା ବୟସ ବଢିବା ସହ ଦେଖା ଦିଏ । କାହିଁକି ନା ଏହା ଦ୍ଵାରା ସେମାନାଙ୍କର ଭେଜାଇନାଲ ବଲ୍ ଡ୍ୟାମେଜ ହୋଇଯାଇଥାଏ । ଏହିଭଳି ଭେଜାଇନାରେ ନମନୀୟତା ଆସିବାରୁ ଶାରିରୀକ ସମ୍ପର୍କ ରଖିବାବେଳେ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହିତ ପୋଷ୍ଟ ଡେଲିଭରି, ପୋଷ୍ଟ ମେନୋପୋଜରେ ମଧ୍ୟ ମହିଳାଙ୍କ ସମସ୍ୟା ହୋଇଥାଏ ।

ତେବେ ଏହି ସମସ୍ଯା ଥିବା ବ୍ୟକ୍ତି ମାନଙ୍କ ପାଇଁ ଫେମିଲିଫ୍ଟ ସିଓ ଟୁ ଲେଜର ଟେକ୍ନୋଲୋଜି ଭଲ କାମ ଦିଏ । ତେବେ ଏହି ଟେକ୍ନୋଲୋଜି ଦ୍ବାରା ଭେଜାଇନାଲ ଟିସୁକୁ ହିଟ୍ କରାଯାଏ ଯାହା ଦ୍ବାରା ନୂଆ କୋଲୋଜେନ୍ ସୃଷ୍ଟି ହୋଇଥାଏ । ଯାହା ଫଳରେ ଭେଜାଇନାର ପ୍ରତିରୋଧକ କ୍ଷମତା ବଢ଼ିଥାଏ ।  ଏବଂ ଶାରୀରିକ ସମ୍ପର୍କ ରଖିବାରେ ମଧ୍ୟ କୌଣସି ସମସ୍ଯା ଦେଖା ଦିଏ ନାହିଁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *